ଆଜିର ରାଶିଫଳ
ସେପ୍ଟେମ୍ବର ମାସ ୧୯ ତାରିଖ ୨୦୨୫ ମସିହା (ଶୁକ୍ରବାର) ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୪୮ ଗତେ ଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/ ୫୪,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୧/୪୮ ଗତେ ପଶ୍ଚିମେ, ବିଛା,ଧନୁ ଓ ମୀନରାଶିର ଘାତବାର, ତ୍ରୟୋଦଶୀର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ, କାଳବେଳା ଓ ବାରବେଳା- ଦିବା ଘ ୦୮/୩୭ଗତେ ଘ ୧୧/୩୮ ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବାଘ ୦୫/ ୩୭ଗତେ ଘ୦୬/୨୩ ମଧ୍ୟେ ଓ ଘ ୦୭/୧୩ଗତେ ଘ୦୮/୩୬ ମଧ୍ୟେ ଓ ଘ […]