ଆଜିର ରାଶିଫଳ
ସେପ୍ଟେମ୍ବରମାସ ୨୦ତାରିଖ ୨୦୨୫ମସିହା (ଶନିବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୨/୧୫ ଗତେ ଅମାବାସ୍ୟା,ନକ୍ଷତ୍ର- ମଘା ଦିବା ଘ୦୮/୫୩ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୫୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୫୩, ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୧୫ ଗତେ ଐଶାନ୍ୟେ,ମକର ଓ କର୍କଟରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଚତୁର୍ଦ୍ଦଶୀର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ, କାଳବେଳା -ଦିବା ଘ ୦୭/୦୮ ମଧ୍ୟେ ଓ ଦିବା ଘ ୦୪/୦୭ ଗତେ ଘ ୦୫/୪୦ ମଧ୍ୟେ,ବାରବେଳା- ଦିବା ଘ ୦୧/୦୭ ଗତେ ଘ […]