Browsing daily archive

October 23, 2025

ଆଜିର ରାଶିଫଳ

ଅକ୍ଟୋବରମାସ ୨୪ତାରିଖ ୨୦୨୫ମସିହା (ଶୁକ୍ରବାର)କାର୍ତ୍ତିକମାସ- ଶୁକ୍ଳ,ତିଥି- ତୃତୀୟା ରାତ୍ରି ଘ୦୧/୦୭ ଗତେ ଚତୁର୍ଥୀ,ସୁର୍ୟୋଦୟ-ପ୍ରାତଃ ଘ୦୫ /୪୮/୫୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/ ୩୫,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୧/୦୭ ଗତେ ନୈରୁତକୋଣେ, ବିଛା,ଧନୁ ଓ ମୀନରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୩୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/ ୩୫ ମଧ୍ୟେ ଓ ଘ୦୭/୨୩ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୧୧ଗତେ ଘ ୦୩/୨୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ପୋଇଭକ୍ଷଣ ନିଷେଧ। ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ […]

୧୦ଦିନ ଦୁଲୁକିବ ଭୁବନେଶ୍ୱର ବାଲିଯାତ୍ରା

ବାରଙ୍ଗ,୨୨।୧୦(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଜରିପାଟଣାଠାରେ କୁଆଖାଇ ନଦୀପଠାରେ ୧୦ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା। ବାଲିଯାତ୍ରାରେ ବିଭିନ୍ନ ଚଟାପଟ୍ ଖାଦ୍ୟ ସାଙ୍ଗକୁ, ଘରକରଣା ଜିନିଷ ଭୁବନେଶ୍ୱରବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ। ଅଲିଉଡ, ବଲିଉଡର ନାମୀଦାମୀ କଳାକାରମାନଙ୍କ ଦ୍ବାରା ଆୟୋଜିତ ହେବ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।ଏହାସହ ଛୋଟଛୋଟ ପିଲାମାନଙ୍କ ବିଭିନ୍ନ ପ୍ରକାର ଦୋଳି,ମୀନାବଜାର ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି ବୋଲି ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଭୁବନେଶ୍ୱର ବାଲିଯାତ୍ରା ସମିତି ସଭାପତି ସୁଶାନ୍ତ […]