ଆଜିର ରାଶିଫଳ
ଅକ୍ଟୋବରମାସ ୨୬ତାରିଖ ୨୦୨୫ମସିହା (ରବିବାର) କାର୍ତ୍ତିକମାସ- ଶୁକ୍ଳ,ତିଥି-ପଞ୍ଚମୀ,ନକ୍ଷତ୍ର-ଜ୍ୟେଷ୍ଠା ଦିବା ଘ୧୧/୩୦ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୫୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୨୫, ଯୋଗିନୀ ଦକ୍ଷିଣେ,ମେଷରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୦୫ଗତେ ଘ୧୨/୫୯ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୬ ଗତେ ଘ୦୯/୦୦ ମଧ୍ୟେ ଓ ଘ୦୧/୦୦ ଗତେ ଘ ୦୩/୨୫ମଧ୍ୟେ ଓ ରାତ୍ରି ଘ୦୭/୩୮ ଗତେ ଘ ୦୯/୧୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୧୨ଗତେ ଘ୦୫/୦୧ମଧ୍ୟେ,ଅଦ୍ୟ ବେଲଭକ୍ଷଣ ନିଷେଧ। ମେଷ👉ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି […]