Browsing yearly archive

2025

ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ

ପୁରୀ,୩।୭(ଏସଏସନିଉଜ)ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଗଜପତି ନିଜେ ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି।ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ହୋଇଛି।ବାହାର ରତ୍ନଭଣ୍ଡାର କାମ ଦିନେ ଦୁଇଦିନ ଭିତରେ ଶେଷ ହେବ।ଷ୍ଟୋନ୍‌ ଏଲିମେଣ୍ଟ ବଦଳା ସରିଛି, ମରାମତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି।ନୂଆ ଷ୍ଟେନଲେସ୍‌ ଷ୍ଟିଲଗେଟ୍‌ ଓ ବର୍ମାଟିକ୍‌ ଗେଟ୍‌ ଲାଗିବ, ରୁପାଛାଉଣି ହେବ। ବାହାର ରତ୍ନଭଣ୍ଡାର ବାହାରପାର୍ଶ୍ବ ମଧ୍ୟ ସଂରକ୍ଷଣ କରାଯାଇଛି।ଗଜପତି ମହାରାଜା ମରାମତିରେ ସନ୍ତୋଷ ପ୍ରକଟ କରିଛନ୍ତି […]

ଆରମ୍ଭ ହେଲା ଅମରନାଥ ଯାତ୍ରା

ଭୁବନେଶ୍ବର,୩।୭(ଏସଏସନିଉଜ)ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥଯାତ୍ରା। ଜମ୍ମୁର ବେସ୍ କ୍ୟାମ୍ପରେ ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଆଜି ଭୋରରେ ପତାକା ଦେଖାଇ ଅମରନାଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ହଜାର ୮୦୦ରୁ ଅଧିକ ଶ୍ରଦ୍ଧାଳୁ ଯାଇଛନ୍ତି । ଆସନ୍ତା ଅଗଷ୍ଟ ୯ତାରିଖରେ ଶେଷ ହେବ ଏହି ୩୮ଦିନିଆ ଯାତ୍ରା । ଭକ୍ତଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ୬୦୦ଅତିରିକ୍ତ କମ୍ପାନୀ ଅର୍ଦ୍ଧସାମରିକବାହିନୀ ମୁତୟନ କରାଯାଇଛି। ଏହି ସମୟରେ ଜମ୍ମୁ ଏବଂ କାଶ୍ମୀର […]

ରେଳସୁରକ୍ଷା ବାଡ଼ ଭାଙ୍ଗିଦେଲେ

ବାରଙ୍ଗ,୨।୭(ଏସଏସନିଉଜ) ଷଣ୍ଢପୁର ଗ୍ରାମ ନିକଟରେତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ଉପରେଥିବା ରେଳସୁରକ୍ଷା ବାଡ଼କୁ କେହିଅଜଣାଗାଡ଼ି ବୁଧବାର ଧକ୍କା ଦେବାରୁ ଭଙ୍ଗିଯାଇଥିବାର ଦେଖିବାକୁ ମିଳିଛି। ପ୍ରକାଶଯେ, ଷଣ୍ଢପୁରଗାଁ ପାଖ ଏକ ଢ଼ାବା ନିକଟରେ ଥିବା ରେଳ ସୁରକ୍ଷା ବାଡ଼ଟି ବୁଧବାର ସକାଳ ୯ଟା ସୁଦ୍ଧା ଭାଙ୍ଗି ରାସ୍ତା ଉପରେ ପଡ଼ିରହିଥିବାରଦେଖିବାକୁ ମିଳିଥିଲା।ଏକ ଅଜଣାଗାଡ଼ି ଧକ୍କା ଦେବାରୁ ରେଳସୁରକ୍ଷା ବାଡ଼ଟି ଭାଙ୍ଗିକରି ମୁଖ୍ୟରାସ୍ତା ଉପରେ ପଡ଼ି ରହି ଯାତାୟାତରେ ବାଧା ସୃଷ୍ଟି କରିଥିଲା।ଏପରିକି ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। […]

ପାଣି ଘେରରେ ବହୁ ପରିବାର

ବାରଙ୍ଗ,୨।୭ (ଏସଏସନିଉଜ) ରାଜ୍ୟରେ ଜାରି ରହିଥିବା ଲଘୁଚାପ ଜନିତବର୍ଷା ଯୋଗୁ ଅନେକ ଗ୍ରାମମୁଣ୍ଡ ଠାରୁ ଆରମ୍ଭ କରି ରାସ୍ତାଘାଟ ଓ ଚାଷଜମି ଆଦି ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଛି।ଯାହାଫଳରେ କେତେକ ଜାଗାରେ ଲୋକମାନେ ଘରୁ ବାହାରିବାକୁ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି।ରାସ୍ତା ଉପରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇ କେତେକଜାଗା ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି। ଏଭଳି ଦୃଶ୍ୟ ବାରଙ୍ଗବ୍ଲକର ଦାଢାପାଟଣା, କୁହ୍ନେଇଁପଡ଼ା, ଶ୍ରୀବନ୍ତପୁର, ମଧୁପୁର ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକରେ ଦେଖିବାକୁ ମିଳୁଛି।ବିଶେଷ କରିତ୍ରିଶୂଳିଆ,ଫୁଲପୋଖରୀ, […]

ଆଜିର ରାଶିଫଳ

ଜୁଲାଇମାସ ୦୩ତାରିଖ ୨୦୨୫ମସିହା (ଗୁରୁବାର) ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୧/୩୮ ଗତେ ନବମୀ,ନକ୍ଷତ୍ର-ହସ୍ତ ଦିବା ଘ୦୨/୦୯ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୫, ଯୋଗିନୀ ଐଶାନ୍ୟେ ଦିବା ଘ୦୧/୩୮ ଗତେ ପୂର୍ବେ, ବୃଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, ଅଷ୍ଟମୀର ଏକୋଦିଷ୍ଟ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୩/୧୦ଗତେ ଘ୦୬/୧୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ସନ୍ଧ୍ୟା ଘ୦୬/୧୭ ଗତେ ଘ୦୬/୨୭ ମଧ୍ୟେ ଓ ରାତ୍ରି ଘ୦୭/୧୧ଗତେ ଘ୦୯/୨୪ ମଧ୍ୟେ ଓ ଘ୧୨/୨୦ ଗତେ ଘ୦୨/ ୩୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]

ବିଜେପିପାର୍ଟି କାର୍ୟ୍ୟାଳୟରେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର,୨ା୭(ଏସଏସନିଉଜ) ବୁଧବାର ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ବରସ୍ଥିତ ଭାରତୀୟ ଜନତା ପାର୍ଟି କାର୍ୟ୍ୟାଳୟରେ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ୟ୍ୟାଳୟରେ ଭେଟି ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି। ଏହି ଘଟଣାକୁ ଦୁଖଦାୟକ ଓ ନିନ୍ଦନୀୟ ଓ ମୁଁ ଏହାକୁ କଡ଼ା ଶଦ୍ଦରେ ନିନ୍ଦା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିାସେ କହିଛନ୍ତି ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ […]

ପ୍ରଫେସର ରମାକାନ୍ତ ରାଉତଙ୍କୁ ବୈଦ୍ୟସେବା ସମ୍ମାନ

କଟକ,୧ା୭(ଏସଏସନିଉଜ)ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଅବସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ତେଜ ପ୍ରସାଦଙ୍କ ସଭାପତିତ୍ବରେ ମଙ୍ଗଳବାର ସନ୍ଧ୍ୟାରେ ଡାକ୍ତରଦିବସ ପାଳନ କରାଯାଇଛି ।ଏହି ଉତ୍ସବରେ ଭାରତସରକାରଙ୍କ ତରଫରୁ ବରିଷ୍ଠ ଆୟୁର୍ବେଦଚିକିତ୍ସକ ଭାବେ ପ୍ରଫେସର ବିଧୂଭୂଷଣ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ସମାଜରେ ସୁସ୍ଥଭାବେ ବଞ୍ଚିବାପାଇଁ ବହୁ ମୌଳିକପରାମର୍ଶ ପ୍ରଦାନ କରିଥିଲେ ଏବଂ ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ତରଫରୁ “ସୁଦକ୍ଷ ଚିକିତ୍ସକ” ଭାବେ କୁଳପତିଙ୍କଦ୍ୱାରା ସମ୍ମାନୀତ କରାଯାଇଥିଲା ।ଉତ୍ସବରେ କୁଳପତି ପ୍ରଫେସର ରମାକାନ୍ତ ରାଉତଙ୍କୁ “ବୈଦ୍ୟ […]

ଫୁଲୁଛି ବ୍ରାହ୍ମଣୀ

ଭୁବନେଶ୍ୱର,୨।୭(ଏସଏସନିଉଜ)ଝାଡ଼ଖଣ୍ଡ ଉପର ମୁଣ୍ଡରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀ ଜଳସ୍ତର ବଢୁଛି। ମନ୍ଦିରା ଡ୍ୟାମ୍‌ରେ ବିପଦ ସଙ୍କେତ ୧୭୮.୪୨୦ ମିଟର ରହିଥିବାବେଳେ ସତର୍କ ଜଳସ୍ତର ରହିଛି ୧୭୭.୫୧୦ ମିଟର। ଆଜି ସକାଳ ୮ଟା ସୁଦ୍ଧା ବ୍ରାହ୍ମଣୀର ବନ୍ୟାଜଳ ୧୭୪.୦୫ ମିଟର ଏବଂ ଅପରାହ୍ଣରେ ୧୭୪.୨୪୦ ମିଟର ଉଚ୍ଚରେ ପ୍ରବାହିତ ହେଉଥିଲା। ଜଳସ୍ତର ବଢ଼ୁଥିବାରୁ ମନ୍ଦିରା ଡ୍ୟାମ୍‌ର ୬ଟି ଗେଟ୍‌ ଖୋଲାଯାଇଛି। ବର୍ଷା ଲାଗି ରହିଲେ ଓ ଜଳସ୍ତର ବଢ଼ିଲେ ଡ୍ୟାମ୍‌ର ଅନ୍ୟ ଗେଟ୍‌ଗୁଡ଼ିକ ଖୋଲାଯିବ […]

ଆଜିର ରାଶିଫଳ

ଜୁଲାଇମାସ ୦୨ତାରିଖ୨୦୨୫ ମସିହା(ବୁଧବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ୧୧/୩୦ଗତେ ଅଷ୍ଟମୀ,ନକ୍ଷତ୍ର-ଉତ୍ତରାଫା ଦିବା ଘ୧୧/୨୪ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୫୪,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୩,ଯୋଗିନୀ ବୟବ୍ୟେ ଦିବା ଘ୧୧/୩୦ ଗତେ ଐଶାନ୍ୟେ,ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଷ୍ଟମୀର ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୩୨ ଗତେଘ୧୦/୧୦ମଧ୍ୟେ,ବାରବେଳା- ଦିବା ଘ୧୧/୪୭ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୪୮ ଗତେଘ୦୮/୩୧ମଧ୍ୟେ ଓ ଘ୧୦/୧୧ଗତେ ଘ୧୧/୧୮ ମଧ୍ୟେ ଓ ଘ୦୧/୫୩ ଗତେ ଘ୦୫/୨୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନାସ୍ତି,ଅଦ୍ୟ ତାଳ ଦିବା ଘ୧୧/୩୦ ଗତେ ନଡ଼ିଆ ଭକ୍ଷଣ ନିଷେଧ। ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି […]

୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଗଞ୍ଜାମ,୧।୭(ଏସଏସନିଉଜ)ପୁଣି ଏକ ଲଜ୍ଜ୍ୟା ଜନକ ଘଟଣା ସାମ୍ନାକୁ ଆସୁଛି। ଗୋଳନ୍ଥରାଥାନା ଅଞ୍ଚଳରେ ୧୨ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।ଉକ୍ତ ନାବାଳିକାକୁ ହାତଗୋଡ଼ ବାନ୍ଧି ଜଣେ ୧୯ବର୍ଷର ଯୁବକ ଦୁଷ୍କର୍ମ କରୁଥିବା ଖବରପାଇଥିଲେ।ଘଟଣାସ୍ଥଳରେ ପରିବାରଲୋକେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଭର୍ତ୍ତି କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମକଦ୍ଦମା ରୁଜୁକରି ଉଭୟଙ୍କୁ ଡ଼ାକ୍ତରୀମାଇନା କରିଛି। ଅନ୍ୟପଟେ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ […]