ଆଜିର ରାଶିଫଳ
ଜାନୁଆରୀମାସ ୦୫ତାରିଖ ୨୦୨୬ମସିହା (ସୋମବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ ୧୦/୦୮ ଗତେ ତୃତୀୟା,ନକ୍ଷତ୍ର-ପୂଷ୍ୟା ଦିବା ଘ୦୨/୧୫ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୦୨,ଯୋଗିନୀ ଉତ୍ତରେ ଦିବା ଘ୧୦/୦୮ ଗତେ ଅଗ୍ନି କୋଣେ,ମିଥୁନରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଦ୍ୟ ମୃତେ ଦିବା ଘ୧୦/୦୮ମଧ୍ୟେ ଏକପାଦ ପୁସ୍କର ଦୋଷ, କାଳବେଳା-ଦିବା ଘ୦୭/୪୭ ଗତେ ଘ୦୯/୧୦ ମଧ୍ୟେ,ବାରବେଳା- ଦିବା ଘ୦୨/୩୩ ଗତେ ଘ୦୩/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୪୬ ମଧ୍ୟେ ଓ ଘ୦୯/୩୯ ଗତେ ଘ୧୨/୦୨ ମଧ୍ୟେ […]