Browsing daily archive

January 7, 2026

ରାଜା ମଧୁସୂଦନଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକକ୍ରୀଡ଼ା

ଚନ୍ଦ୍ରଶେଖରପୁର,୭।୧(ଏସଏସନିଉଜ)ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ବୁଧବାର ଉଦଯାପିତ ହୋଇଯାଇଛି।ଦୁଇଦିନ ଧରି ଅନୁଷ୍ଟିତ ବାର୍ଷିକକ୍ରୀଡ଼ାର ମଙ୍ଗଳବାରଦିନ ପ୍ରଥମ ଦିବସରେମା’ ଶିଖରଚଣ୍ଡୀଙ୍କ ମନ୍ଦିରରୁ କ୍ରୀଡ଼ା ମଶାଲକୁ ସମ୍ମାନର ସହ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ଆଣି କ୍ରୀଡାଙ୍ଗନରେ ସ୍ଥାପନ କଲାପରେ ବାର୍ଷିକକ୍ରୀଡ଼ା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା। ଉଦଘାଟନର ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ତଥା ପୂର୍ବତନ କ୍ରୀଡ଼ା ପରିଷଦର ସଚିବ ପ୍ରଫେସର ଚିନ୍ମୟ କୁମାର ପ୍ରଧାନ ଯୋଗଦେଇ ଯୁବ କ୍ରୀଡ଼ାବିତ୍ ମାନଙ୍କୁ […]

ଆଜିର ରାଶିଫଳ

ଜାନୁଆରୀମାସ ୦୮ତାରିଖ୨୦୨୬ମସିହା (ଗୁରୁବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ଷଷ୍ଠୀ,ନକ୍ଷତ୍ର-ପୁର୍ବା ଫା ଦିବା ଘ୧୨/୫୮ ଗତେ ଉତ୍ତର ଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୯/୫୨, ଯୋଗିନୀ ପଶ୍ଚିମେ,ବୃଷରାଶିର ଘାତ ଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଆଦ୍ୟ ମୃତେ ଦିବା ଘ୧୨/୫୮ ଗତେ ଏକପାଦ ପୁସ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୩୫ ଗତେ ଘ୦୫/୧୯ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୮/୦୨ ମଧ୍ୟେ ଓ ରାତ୍ରି ଘ୦୫/୦୬ ଗତେ ଘ୦୯/୧୮ ମଧ୍ୟେ ଓ ରାତ୍ରି ଘ୧୧/୪୦ଗତେ ଘ୦୨/୫୫ […]

ନୁଆବନ୍ତରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର,୭।୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିବା ସହ ସମଗ୍ର ରାଜ୍ୟରେ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ବାଣପୁର ମାଟିର ଗର୍ବ ଓ ଗୌରବ, ଓଡ଼ିଶାର ପ୍ରଥମ ଶିକ୍ଷା ମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଏହି ଯୋଜନା‌ ବାଣପୁର ମାଟିରୁ ଶୁଭାରମ୍ଭ କରିଛନ୍ତି। ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର କଲ୍ୟାଣପୂର ଓ ବରିମୁଣ୍ଡ ପଞ୍ଚାୟତର ମଧ୍ୟଭାଗ ନୁଆବନ୍ତଗ୍ରାମ ପଡିଆରେଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ […]