ମମତା ଯୋଜନାରେ ଟଙ୍କା ଆସିଛି
ମେଣ୍ଢାଶାଳ,୨୦।୧(ଏସଏସନିଉଜ)ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଦାରୁଠେଙ୍ଗ ପଂଚାୟତର ଜୁଝଗଡ଼ ପାଟଣାସାହିର ସୋନି ସ୍ୱାଇଁଙ୍କ ବ୍ୟାଙ୍କ ଖାତାରୁ ସାଇବର ଚୋର ୭୦୧୦ଟଙ୍କା ନେଇଯାଇଥିବା ନେଇ ସାଇବର ଓ ଚନ୍ଦକା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାଇ ସୋମବାର ସନ୍ଧ୍ୟାରେ ପାଟଣାସାହିର ସୋନି ସ୍ୱାଇଁଙ୍କ ପାଖକୁ ଏହି ପଞ୍ଚାୟତର ଆଶାଦିଦି ପ୍ରତିମା ବେହେରା ଫୋନ କରି କଥା ହୋଇଥିଲେ।ଏହାପରେ ଡାକ୍ତର ସାର କଥା ହେବେ କହି ତାଙ୍କୁ ଲାଇନକୁ ଆଣି ଏକକାଳୀନ ତିନିଜଣ ଯାକ କଥା ହୋଇଥିଲେ।ମମତା ଯୋଜନା ପଇସା ପାଇଛକି […]