Browsing daily archive

March 9, 2026

ଆଜିର ରାଶିଫଳ

ମାର୍ଚ୍ଚମାସ ୧୦ତାରିଖ ୨୦୨୬ମସିହା (ମଙ୍ଗଳବାର)ଚୈତ୍ରମାସ- କୃଷ୍ଣପକ୍ଷତିଥି- ସପ୍ତମୀ ରାତ୍ରି ଘ୦୨/୧୧ଗତେ ଅଷ୍ଟମୀ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୦୮/ ୦୩ ଗତେ ଜ୍ୟେଷ୍ଠା, ସୁର୍ୟୋଦୟ- ପ୍ରାତଃଘ୦୬/୦୪/୪୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୨୭,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୨/୧୧ଗତେ ଐଶ।ନ୍ୟେ ମକରରାଶିର ଘାତବାର,ସପ୍ତମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେଦେଇ ଦ୍ଵିପ।ଦ ରାତ୍ରି ଘ୦୨/୧୧ ମଧ୍ୟେ ଏକପାଦ ପୁଷ୍କର ଦୋଷ, କାଳବେଳା-ଦିବା ଘ୦୧/୨୫ ଗତେ ଘ୦୨/୫୫ମଧ୍ୟେ,ବାରବେଳା- ଦିବା ଘ୦୭/୩୦ଗତେ ଘ୦୯/୦୦ ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୦୧ ଗତେ ଘ୧୦/୫୨ମଧ୍ୟେ ଓ ଘ୦୩/୪୦ ଗତେ ଘ୦୫/୧୪ମଧ୍ୟେ ଓ ରାତ୍ରି ଘ୦୬/୩୬ଗତେ […]

ଚାଲିଗଲା ଜଂଗଲୀ କୁକୁରର ଜୀବନ

ବାରଙ୍ଗ,୧୮।୩(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୨୨ନମ୍ୱର ଖୁଆଡରେ ରହୁଥିବା ଏକ ୫ବର୍ଷର ଅଣ୍ଡିରା ଜଂଗଲୀ କୁକୁର ଶନିବାର ମୃତ୍ୟୁବରଣ କରିଛି।ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିବା ବେଳେ ହଠାତ୍ ଜଂଗଲୀ କୁକୁରଟି ତା ଖୁଆଡ୍ ମଧ୍ୟରେ ବିଚରଣ କରୁଥିବା ବେଳେ ଶୁକ୍ରବାର ଦିନ ତଳେ ପଡିଯାଇଥିଲା।ଏହାପରେ ତାକୁ ଡାକ୍ତରଖାନାକୁ ଅଣାଯାଇ ତା ସ୍ୱାସ୍ଥ୍ୟବସ୍ତା ଅନୁଧ୍ୟାନ କରାଯାଇ ଡାକ୍ତର ମାନଙ୍କ ନଜର ବନ୍ଦିରେ ରଖାଯାଇ ଚିକିତ୍ସା ଆରମ୍ଭ ହେବ ସହ ସାଲାଇନ ଓ ଇଞ୍ଜେକସନ ଦିଆଯାଇଥିଲା।କିନ୍ତୁ ଜଂଗଲୀ କୁକୁରକୁ ଡାକ୍ତର ମାନେ […]

କାର ନେଲା ଜୀବନ

ବାରଙ୍ଗ,୮।୩(ଏସଏସନିଉଜ)ଶନିବାର ରାତିରେ ବାରଙ୍ଗ ମେଡିକାଲ ଛକ ନିକଟରେ ଏକ ନାଲିରଙ୍ଗର କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ ହେଉଛନ୍ତି ଦାଢ଼ାପାଟଣା ଗ୍ରାମର ସୁଶାନ୍ତ ମହାରଣା। ପ୍ରକାଶ ଯେ,ଦାଢ଼ାପାଟଣା ଗ୍ରାମର ଗୋବିନ୍ଦ ମହାରଣାଙ୍କ ଏକ ମାତ୍ର ପୁଅ ସୁଶାନ୍ତ ମହାରଣା ଚନ୍ଦକା ବନ ବିଭାଗରେ ଚାକିରି କରନ୍ତି ।ସେ ଶନିବାର ରାତିରେ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ନନ୍ଦନକାନନ – ବାରଙ୍ଗ ରାସ୍ତାର ମେଡିକାଲ ଛକ ନିକଟରେ ଏକ ନାଲି ରଙ୍ଗର କାର ତାଙ୍କୁ […]

ପୁତୁରା ମାଡରେ ଦାଦା ଆହତ

ବାରଙ୍ଗ, ୮।୩(ଏସଏସନିଉଜ) ଖାଇବାକୁ ମନାକରିବାରୁ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ପୁତୁରାର ମାଡରେ ଦାଦା ଆହତ ହୋଇଥିବା ସହ ଆଖି ହରାଇଛନ୍ତି।ଏନେଇ ଦାଦା ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ କୃଷ୍ଣଚନ୍ଦ୍ରପୁର ଗ୍ରାମର ବିଜୟ ସାମଲ(୪୦) ଙ୍କର ବଡ଼ବାପା ବଂଶଧର ସାମଲଙ୍କର ଗତ ବୁଧବାର ଦିନ ଏକାଦଶ ଥିଲା। ସେହି ଦିନ ବିଜୟ ଅସୁସ୍ଥ ହୋଇପଡ଼ିବାରୁ ଭୋଜି ଖାଇବା ପାଇଁ ବାରଣ କରିଥିଲେ। ଏହି ସମୟରେ ବିଜୟଙ୍କର ବଡ଼ବାପା ପୁଅ ଅକ୍ଷୟ ବାରମ୍ବାର ଡାକିଥିଲେ ମଧ୍ୟ ବିଜୟ ଖାଇବା […]