ଆଜିର ରାଶିଫଳ
ମାର୍ଚ୍ଚମାସ ୨୮ତାରିଖ ୨୦୨୬ମସିହା(ଶନିବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ଦଶମୀ ଦିବାଘ୦୮/୦୩ଗତେ ଏକାଦଶୀ,ନକ୍ଷତ୍ର- ପୁଷ୍ୟା ଦିବା ଘ୦୩/୪୨ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃଘ୦୫/୪୯/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୨୭,ଯୋଗିନୀ ଉତ୍ତରେ ଦିବାଘ୦୯/୦୩ଗତେ ଅଗ୍ନିକୋଣେ, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦପୁଷ୍କରଦୋଷ,କାଳବେଳା-ଦିବା ଘ ୦୭/୨୦ ମଧ୍ୟେ ଓ ଘ୦୪/୨୬ଗତେ ଘ୦୫/୫୮ମଧ୍ୟେ,ବାରବେଳା- ଦିବା ଘ୦୧/୨୦ ଗତେ ଘ୦୨/୫୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୪୮ଗତେ ଘ୦୧/୦୦ ମଧ୍ୟେ ଓ ରାତ୍ରି ଘ୦୮/୨୦ଗତେ ଘ୧୦/୪୫ମଧ୍ୟେ ଓ ରାତ୍ରି ଘ୧୨/୨୪ ଗତେ ଘ୧୦/୫୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ଶିମ୍ବଭକ୍ଷଣ ନିଷେଧ। ମେଷ:-ବହୁଦିନରଆଶା ଫଳବତୀ ହୋଇପାରେ।ଆପଣଙ୍କଉପରେ ଜନସାଧାରଣ ଙ୍କର […]