ଆଜିର ରାଶିଫଳ
ମାର୍ଚ୍ଚ ମାସ ୩୦ ତାରିଖ ୨୦୨୬ ମସିହା (ସୋମବାର)ଚୈତ୍ରମାସ- ଶୁକ୍ଳପକ୍ଷ ,ତିଥି- ଦ୍ୱାଦଶୀ ଦିବା ଘ୦୭/୧୦ ଗତେ ତ୍ରୟୋଦଶୀ ,ନକ୍ଷତ୍ର- ମଘା ଦିବା ଘ୦୩/୨୭ ଗତେ ପୂର୍ବା ଫା ,ସୁର୍ୟୋଦୟ-ପ୍ରାତଃଘ୦୫/୪୭/୨୨ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୫୭ ,ଯୋଗିନୀ ନୈରୁତେ ଦିବା ଘ୦୭/୧୦ ଗତେ ଦକ୍ଷିଣ ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୃତେ ଦିବା ଦିବା ଘ୦୭/୧୦ ମଧ୍ୟେ ଏକପାଦ ପୁଷ୍କର ଦୋଷ ,କାଳବେଳା -ଦିବା […]