ପାକିସ୍ତାନରେ ୨ ଦିନିଆ ଲକ୍‌ଡାଉନ୍‌ !

ଭୁବନେଶ୍ୱର,୨୯।୩(ଏସଏସନିଉଜ)ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ପାକିସ୍ତାନରେ ୨ ଦିନିଆ ଲକ୍‌ଡାଉନ ନିଷ୍ପତ୍ତି ହୋଇଥିବାର ଜଣାପଡିଛି।ଶନିବାର ଓ ରବିବାର ଲକଡାଉନ୍‌ ନିଷ୍ପତ୍ତି ନେଇ ପାକ୍‌ ମିଡିଆରୁ ସୂଚନା ମିଳିଛି।ଏହା ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅନୁମୋଦନକୁ ଅପେକ୍ଷା ନେଇ ସୂଚନା ମିଳିଛି।
ଶନିବାର ଦିନ ୧୨ଟାରୁ ରବିବାର ରାତି ୧୨ଟା ପର୍ଯ୍ୟନ୍ତ ରହିବ କଟକଣା।ଲକ୍‌ଡାଉନ୍‌ରେ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ପୋର୍ଟ, ବିମାନବନ୍ଦର, ଅନ୍ୟାନ୍ୟ ସାଧାରଣ ଯାତାୟତ ଜାରି ରହିବ।

Comments (0)
Add Comment