Browsing daily archive

May 1, 2026

ଆଜିର ରାଶିଫଳ

ମଇମାସ ୦୨ତାରିଖ ୨୦୨୬ମସିହା(ଶନିବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ, ତିଥି-ପ୍ରତିପଦ ରାତ୍ରି ଘ୧୨/୪୯ଗତେ ଦ୍ୱିତୀୟା,ନକ୍ଷତ୍ର-ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୨୩/୨୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୮/୨୪,ଯୋଗିନୀ ପୂର୍ବେ ରାତ୍ରିଘ୧୨/୪୮ଗତେଉତ୍ତରେ,ବୃଷ,ସିଂହ ଓ କନ୍ୟାରାଶିରଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ୱିପ।ଦ ଓ ରାତ୍ରି ଘ୧୨/୪୯ଗତେ ତ୍ରିପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୫୮ମଧ୍ୟେ ଓ ଦିବା ଘ୦୪/୩୪ଗତେ ଘ୦୬/୧୦ ମଧ୍ୟେ,ବାରବେଳା-ଦିବା ଘ୦୧/୨୪ ଗତେ ଘ୦୨/୫୭ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୨୩ଗତେ ଘ୧୨/୩୫ମଧ୍ୟେ ଓ ରାତ୍ରି ଘ୦୮/୩୪ ଗତେ ଘ୧୧/୦୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ପାଣିକଖାରୁ ରାତ୍ରି ଘ୧୨/୪୮ଗତେ ବୋଇତୀକଖାରୁ ଭକ୍ଷଣନିଷେଧ। ମେଷ:-ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ ଉନ୍ନତିକରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ।ଅଟକିରହିଥିବା କାମ […]

ସରିଲା ନିର୍ବାଚନ,ବଢିଲା ଗ୍ୟାସ୍

ଭୁବନେଶ୍ୱର,୧।୫(ଏସଏସନିଉଜ)ମାସଆରମ୍ଭରୁ ପୁଣି ଆରମ୍ଭ ହୋଇଛି ମହଙ୍ଗା ମାଡ଼।ଜଳିଲା ପକେଟ୍,ପୁଣି ବଢିଗଲା ଗ୍ୟାସ୍ ରେଟ।ପ୍ରାୟ ହଜାରେଟଙ୍କା ବଢିଛି ରନ୍ଧନଗ୍ୟାସ୍ ।ଏହାଫଳରେ ଆଉ ଛୁଇଁହେବନି ହୋଟେଲ କି ରେସ୍ତୋରାଁ ଖାଦ୍ୟ।୫କେଜିଆ ସିଲିଣ୍ଡର ବି ହୋଇଛି ମହଙ୍ଗା । ଏକାଥରକେ ପ୍ରାୟହଜାରେ ବଢ଼ିଲା LPGଦର।ଆଜିଠାରୁ କମର୍ସିଆଲ ଏଲପିଜି ସିଲିଣ୍ଡରଦର ପିଛା ୯୯୩ଟଙ୍କା ବୃଦ୍ଧି ପାଇଛି। ୧୯କେଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୯୯୩ଟଙ୍କା ବୃଦ୍ଧିପାଇଛି।ଏହି ବୃଦ୍ଧିସହ ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡରଦର ୩ହଜାର ୭୧ଟଙ୍କା୫୦ପଇସା ହୋଇଛି।ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନଶେଷ ହେଉହେଉ […]