ଆଜିର ରାଶିଫଳ
ମଇମାସ ୦୬ତାରିଖ ୨୦୨୬ମସିହା(ବୁଧବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ, ତିଥି-ଚତୁର୍ଥୀ ଦିବାଘ୦୮/୧୮ଗତେ ପଞ୍ଚମୀ,ନକ୍ଷତ୍ର-ମୂଳା ଦିବାଘ୦୫/୦୩ ଗତେ ପୂର୍ବାଷାଢା,ସୁର୍ୟୋଦୟ-ପ୍ରାତଃଘ୦୫/୨୧/୦୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୦ /୦୨,ଯୋଗିନୀ ନୈଋତେ ଦିବା ଘ୦୮/୧୮ଗତେ ଦକ୍ଷିଣେ,କର୍କଟରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା-ଦିବା ଘ୦୮/୨୫ଗତେ ଘ୧୦/୦୦ମଧ୍ୟେ,ବାରବେଳା-ଦିବା ଘ୧୧/୪୦ଗତେ ଘ୦୧/୨୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୫୬ମଧ୍ୟେ ଓ ରାତ୍ରି ଘ୦୬/୫୭ ଗତେ ଘ୦୯/୨୦ମଧ୍ୟେ ରାତ୍ରି ଘ୦୨/୦୯ ଗତେ ଘ୦୫/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/୪୫ ଗତେ ଘ୦୫/୨୦ ମଧ୍ୟେ ରାତ୍ରି ଘ୦୯/୨୨ଗତେ ଘ୧୦/୫୮ମଧ୍ୟେ,ଅଦ୍ୟ ବେଲଭକ୍ଷଣ ନିଷେଧ। ମେଷ:-ମନରେ ଧାର୍ମିକଭାବନା ଉଦୟହେବ।ବିନାସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବକରିବେ।କ୍ୟାରିୟର ଓ ଚାକିରିରେ […]