ଭୋଟ୍‌ ଚୋରି ହୋଇଛି,ଇସ୍ତଫା ଦେବିନି

ଭୁବନେଶ୍ୱର,୫।୫(ଏସଏସନିଉଜ)ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ।ବିଜେପି ୧୦୦ରୁ ଊର୍ଦ୍ଧ୍ବ ସିଟ୍‌ରେ ଭୋଟ୍‌ ଚୋରି କରି ଜିତିଛି।ଭାରତସରକାର ସିଧାସଳଖ ହସ୍ତକ୍ଷେପ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମମତା।ସେ ତାଙ୍କ ଅଭିଯୋଗରେ କହିଛନ୍ତି ଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି।ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ ଓ ଇସ୍ତଫା ଦେବିନି।
ମୁଖ୍ୟମନ୍ତ୍ରୀ ନଥାଇ ଦିଲ୍ଲୀ ବିରୋଧରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ମମତା।

Comments (0)
Add Comment