ଆଜିର ରାଶିଫଳ
ମଇମାସ ୦୮ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ, ତିଥି-ଷଷ୍ଠୀ ଦିବା ଘ୧୨/୫୩ଗତେ ସପ୍ତମୀ,ନକ୍ଷତ୍ର-ଉତ୍ତରାଷାଢା ରାତ୍ରି ଘ୧୦/୩୨ ଗତେ ଶ୍ରବଣ।,ସୁର୍ୟୋଦୟ-ପ୍ରାତଃଘ୦୫/୨୦/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୪୨,ଯୋଗିନୀ ପଶ୍ଚିମେ ଦିବା ଘ୧୨/୫୩ଗତେ ବାୟବ୍ୟେ,ବିଛା,ଧନୁ ଓ ମୀନରାଶିରଘାତବାର,ସିଂହରାଶିର ଘାତଚନ୍ଦ୍ର,ଷଷ୍ଠୀ ଏକୋଦିଷ୍ଟ ଓ ସପ୍ତମୀର ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୮/୩୦ ଗତେ ଘ୧୧/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୫୫ମଧ୍ୟେ ଓ ଘ୦୭/୪୩ଗତେ ଘ୦୮/୨୯ମଧ୍ୟେ ଓ ଘ୧୨/୩୨ଗତେ ଘ୦୨/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୫୭ଗତେ ଘ୧୧/୪୫ ମଧ୍ୟେ,ଅଦ୍ୟ ନିମ୍ବ ଦିବା ଘ୧୨/୫୩ଗତେ ତାଳଭକ୍ଷଣ ନିଷେଧ। ମେଷ-ଆଜି ପାରିବାରିକ ଜୀବନରେ ଛୋଟବଡ଼ କେତୋଟିଘଟଣାକୁ ବାଦ୍ ଦେଲେ ପ୍ରାୟତଃ […]