ବାଲିଅନ୍ତାରେ ମଧ୍ୟଯୁଗୀୟ ବର୍ବରତା

ଯୁବକଙ୍କୁ ପିଟିପିଟି ମାରିଦେଲେ

ବାଲିଅନ୍ତା,୭।୫(ଏସଏସନିଉଜ)ବାଲିଅନ୍ତାରେ ମଧ୍ୟଯୁଗୀୟ ବର୍ବରତା, ଯୁବକଙ୍କୁ ପିଟିପିଟି ମାରିଦେଲେ।
ବାଲିଅନ୍ତାଥାନା ରାମଚନ୍ଦ୍ରପୁର ବ୍ରିଜ୍‌ ପାଖରେ ପିଟିପିଟି ମାରିଦେଲେ।ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ପୋଲିସ ସାମ୍ନାରେ ପିଟିଲେ।ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ପୋଲିସ ସାମ୍ନାରେ ପିଟିଲେ।ବାଉଁଶରେ ବାନ୍ଧି ଟେକି ବିଧାଗୋଇଠା ମାରି ଜୀବନ ନେଇଗଲେ।ମୃତକ ଜଣେ ରେଲୱେ କନଷ୍ଟେବଲ ବୋଲି ପ୍ରାରମ୍ଭିକ ସୂଚନା।ମୃତକ ମୌଜପୁରଗାଁର ସୌମ୍ୟରଂଜନ ସ୍ବାଇଁ।ପୋଲିସସାମ୍ନାରେ ଲୋକେ ଆଇନକୁ ହାତକୁ ନେବାକୁ ନେଇ ଉଠିଲା ପ୍ରଶ୍ନ।୨ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ଯୁବକଙ୍କୁ ପିଟିଲେ।
ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଆଉ ଜଣେ ଥାନାରେ ଅଟକ।

Comments (0)
Add Comment