ଆଜିର ରାଶିଫଳ
ମଇମାସ ୨୩ତାରିଖ ୨୦୨୬ମସିହା(ଶନିବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ, ତିଥି-ଅଷ୍ଟମୀ ରାତ୍ରିଘ୦୪/୨୭ଗତେ ନବମୀ,ନକ୍ଷତ୍ର-ମଘା ରାତ୍ରୀ ଘ୦୨/୫୦ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃଘ୦୫/୧୩/୦୭,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୫/୦୭,ଯୋଗିନୀ ଐଶ।ନ୍ୟେ ରାତ୍ରି୦୪/୨୭ଗତେ ପୂର୍ବେ,ବୃଷ,ସିଂହ ଓ କନ୍ୟାରାଶିରଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୬/୫୧ମଧ୍ୟେ ଓ ଘ୦୪/୩୫ଗତେ ଘ୦୬/୧୫ମଧ୍ୟେ,ବାରବେଳା-ଦିବା ଘ୦୧/୨୩ଗତେ ଘ୦୩/୦୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୩/୦୧ଗତେ ଘ୦୪/୩୪ମଧ୍ୟେ ଓ ରାତ୍ରି ଘ୦୭/୦୩ ଗତେ ଘ୦୭/୫୧ମଧ୍ୟେ ଓ ରାତ୍ରି ଘ୧୧/୫୦ଗତେ ଘ୦୨/୧୬ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୯/୧୩ ଗତେ ଘ୧୧/୪୦ମଧ୍ୟେ,ଅଦ୍ୟ ନଡ଼ିଆଭକ୍ଷଣ ନିଷେଧ। ମେଷ-ଆଜି ଯାତ୍ରା,ବ୍ୟବସାୟ, ନୂତନବନ୍ଧୁ ସମ୍ପର୍କ ସ୍ଥାପନଦିଗରେ ସହାୟକ ହେବ।ପାରିବାରିକ […]