Browsing daily archive

May 26, 2026

ଆଜିର ରାଶିଫଳ

ମଇମାସ ୨୭ତାରିଖ ୨୦୨୬ମସିହା (ବୁଧବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ, ତିଥି-ଏକାଦଶୀ ଦିବା ଘ୦୬/୦୭ ଗତେ ଦ୍ୱାଦଶୀ,ନକ୍ଷତ୍ର-ହସ୍ତା ଦିବା ଘ୦୬/୨୪ ଗତେ ଚିତ୍ରା,ଚନ୍ଦ୍ର- କନ୍ୟା ଦିବା ଘ୦୭/୩୦ଗତେ ତୁଳା, ସୁର୍ୟୋଦୟ-ପ୍ରାତଃଘ୦୫/୧୨/୨୫,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୬/୪୭, ଯୋଗିନୀ ଅଗ୍ନିକୋଣେଦିବା ଘ୦୬/୦୭ ଗତେ ନୈରୁତେ,କର୍କଟରାଶିର ଘାତବାର,ବୃଷରାଶିର ଘାତଚନ୍ଦ୍ର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମୃତେ ଦିବା ଘ୦୬/୦୭ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୮/୨୪ ଗତେ ଘ୧୦/୦୨ମଧ୍ୟେ,ବାରବେଳା-ଦିବା ଘ୧୧/୪୦ଗତେ ଘ୦୧/୧୮ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୩୪ଗତେ ଘ୦୮/୨୩ ମଧ୍ୟେ ଓ ଘ୧୦/୦୩ଗତେ ଘ୧୦/୪୮ମଧ୍ୟେ ଓ ଘ୦୧/୧୯ଗତେ ଘ୦୪/୨୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ପୋଇଭକ୍ଷଣ ନିଷେଧ। ବୃଷ:-ଆଜି ନିଜ […]