Browsing daily archive

June 4, 2026

ଆଜିର ରାଶିଫଳ

ଜୁନ୍ ମାସ ୦୫ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠ ମାସ(ମଳ)- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୦୧/୪୧ ଗତେ ଷଷ୍ଠୀ,ନକ୍ଷତ୍ର-ଶ୍ରବଣ, ସୁର୍ୟୋଦୟ-ପ୍ରାତଃଘ୦୫/୧୧/୫୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୦/୩୭,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୧/୪୧ଗତେ ପଶ୍ଚିମେ,ବିଛା,ଧନୁ ଓ ମୀନରାଶିର ଘାତବାର,ସିଂହରାଶିର ଘାତଚନ୍ଦ୍ର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ପୁଷ୍କରଦୋଷ ନାସ୍ତି,କାଳବେଳା ଓ ବାରବେଳା-ଦିବା ଘ୦୮/୨୫ଗତେ ଘ୧୧/୪୪ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୧୧/୪୫ ଗତେ ଘ୦୨/୦୧ ମଧ୍ୟେ ଓ ରାତ୍ରି ଘ୦୮/୪୪ଗତେ ଘ୦୧/୩୨ ମଧ୍ୟେ ରାତ୍ରି ଘ୦୩/୫୪ ଗତେ ଘ୦୪/୪୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୦୦ଗତେ ଘ୦୬/୪୮ ମଧ୍ୟେ,ଅଦ୍ୟ ବେଲ ରାତ୍ରି ଘ୦୧/୪୧ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ👉ଆଜି […]

ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର,୪।୬(ଏସଏସନିଉଜ)ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।ଦେବାଶିଷ ସାମନ୍ତରାୟ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ନିକଟରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ। ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ ଦେବାଶିଷ।ଜୁନ୍ ୧୮ରେ ହେବ ରାଜ୍ୟସଭା ଉପନିର୍ବାଚନ।

ତେଲ କମ୍ପାନୀରେ ନିଆଁ

ସୁବର୍ଣ୍ଣପୁର,୪।୬(ଏସଏସନିଉଜ)ତେଲ କମ୍ପାନୀରେ ଲାଗିଛି ନିଆଁ।ଉଲୁଣ୍ଡା ଥାନା ସାହାଣୀଡିହ ସ୍ଥିତ ତେଲ କମ୍ପାନୀରେ ଲାଗିଛି ନିଆଁ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଲିଭାଇବାକୁ ଚେଷ୍ଟା ଜାରି ରହିଛି।

ବାଲିଅନ୍ତା ପୂର୍ବତନ IICଙ୍କୁ NHRCର ଜେରା

ଭୁବନେଶ୍ୱର,୪।୬(ଏସଏସନିଉଜ)ସୌମ୍ୟ ହତ୍ୟା ଘଟଣାର ଚତୁର୍ଥ ଦିନରେ NHRC ଛାନଭିନ୍ ଜାରି ରହିଛି।ବାଲିଅନ୍ତା ଥାନାର ତତ୍କାଳୀନ IIC ଅନିଲ ପରିଡ଼ାଙ୍କୁ ଜେରା କରାଯାଇଛି।ଅଭିଯୋଗକାରିଣୀ ଯୁବତୀ ମଧ୍ୟ NHRCରେ ହାଜର ହୋଇଛନ୍ତି।ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି NHRC।

କେରଳମ୍ ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର,୪।୬(ଏସଏସନିଉଜ)କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା।ଦିଆଯାଇଛି।ଏଥର ବିଳମ୍ବରେ କେରଳମ୍‌ ଛୁଇଁଛି ମୌସୁମୀ ବାୟୁ।ମେ୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD।