Browsing daily archive

June 16, 2026

ଆଜିର ରାଶିଫଳ

ଜୁନ୍ ମାସ ୧୭ ତାରିଖ ୨୦୨୬ ମସିହା (ବୁଧବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ରାତ୍ରି ଘ୦୯/୪୭ ଗତେ ଚତୁର୍ଥୀ,ନକ୍ଷତ୍ର- ପୁନର୍ବସୁ ଦିବା ଘ୦୨/୨୨ ଗତେ ପୁଷ୍ୟା,ଚନ୍ଦ୍ର- ମିଥୁନ ଦିବା ଘ୦୮/୫୯ ଗତେ କର୍କଟ,ସୁର୍ୟୋଦୟ- ପ୍ରାତଃ ଘ୦୫/୧୨/୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨ ୯,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୯/୪୭ ଗତେ ନୈରୁତେ,କର୍କଟ ରାଶିର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୨/୨୨ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୮/୩୦ ଗତେ ଘ୧୦/୧୧ ମଧ୍ୟେ,ବାରବେଳା- ଦିବା ଘ୧୧/୫୦ ଗତେ ଘ୦୧/୩୦ […]

ଚାମେଲିଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୧୬।୬(ଏସଏସନିଉଜ)କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍‌।ଚାମେଲି ଓଝାଙ୍କୁ ଜାମିନ୍‌ ପ୍ରଦାନ କଲେ SDJM କୋର୍ଟ।ପୋଲିସକୁ ଆକ୍ରମଣ ମାମଲାରେ ମିଳିଲା5 ଜାମିନ୍।୩୦ହଜାରଟଙ୍କା ୨ ଜାମିନ୍‌ଦାରଙ୍କ ବଦଳରେ ମିଳିଲା ଜାମିନ୍।

ଚନ୍ଦ୍ରିକାଙ୍କ ଘରେ ବାରଙ୍ଗ ପୁଲିସ

କଟକ, ୧୫।୬(ଏସଏସନିଉଜ)ଡାକ୍ତରୀଛାତ୍ରୀ ଚନ୍ଦ୍ରିକାଙ୍କଘରେ ପହଁଚିଲା ୪ ଜଣିଆ ବାରଙ୍ଗ ପୁଲିସ ଦଳ। ଗତକାଲିରାତିରେ ବାରଙ୍ଗ ପୁଲିସଦଳ ପହଞ୍ଚି କିଛି ସମୟ ପରିବାର ଲୋକଙ୍କୁ ପଚରାଉଚରା କରିଥିବାବେଳେ ସୋମବାର ପୁଣି ବାରଙ୍ଗପୁଲିସ ଗୁଳିରେ ଚନ୍ଦ୍ରିକାଙ୍କଘରେ ପଚରାଉଚରା କରିଛି। ପୁଲିସ ପହଞ୍ଚି ବିଭିନ୍ନଦିଗ ଉପରେ ପଚରାଉଚରା କରିଛି।ବିଶେଷକରି ଚନ୍ଦ୍ରିକା ଏବଂ ଭୀମସେନ ମଧ୍ୟରେ ସମ୍ପର୍କ, ସେମାନଙ୍କ ସମ୍ପର୍କମଧ୍ୟରେ ଅନ୍ୟ ଯୁବତୀଙ୍କଏଣ୍ଟ୍ରି,ଏଭଳି ତମାମ ଦିଗ ଉପରେ ପଚରା ଉଚରା କରିଛନ୍ତି।ଗତକାଲିରାତିରେ ଚନ୍ଦ୍ରିକାଙ୍କମାଆ ଏବଂ ବାପାଙ୍କୁ କିଛି ପଚରା ଉଚରା କରିଥିବା ବେଳେ […]