Browsing daily archive

June 24, 2026

ଆଜିର ରାଶିଫଳ

୨୦୨୬ମସିହା,ଜୁନମାସ,୨୫ତାରିଖ,ଗୁରୁବାର,ଶ୍ରୀମନ୍ଦିରେ ଓ ସ୍ମାର୍ତ୍ତସମ୍ମତ (ନିର୍ଜ୍ଜଳା)ଏକାଦଶୀ,ଶ୍ରୀମନ୍ଦିରେ ଓ ଷୋହଳଶାସନରେ ଋକ୍ମିଣୀ ବିବାହୋତ୍ସବ, ଚିଟାଉପ୍ରେରଣ,ଜଳକ୍ରିଡା,ଲକ୍ଷ୍ମିନାରାୟଣ ବ୍ରତ,ନିଶାମୁକ୍ତ ଦିବସ,ବିବିଧ – ହଳ ନିଷେଧ ଋତୁ-ଗ୍ରୀଷ୍ମ ଋତୁର(ଦ୍ବିତୀୟମାସ)ସୂର୍ଯ୍ୟ- ଉତ୍ତରାୟଣ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୩/୧୧,🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୪/୪୭, ଜ୍ୟେଷ୍ଠ ମାସ,ଶୁଦ୍ଧ ଶୁକ୍ଳପକ୍ଷ,ବୃହସ୍ପତି ବାସ,ତିଥି- ଏକାଦଶୀ ରାତ୍ରି ଘ୭/୫୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ସ୍ବାତୀ ନକ୍ଷତ୍ର ଦିବା ଘ୪/୫୭ମି ପର୍ଯ୍ୟନ୍ତ ତଦନ୍ତେ ବିଶାଖା ନକ୍ଷତ୍ର।ଶିବଯୋଗ ଦିବା ଘ୧୧/୫୮ମି ପର୍ଯ୍ୟନ୍ତ ତଦନ୍ତେ ସିଦ୍ଧିଯୋଗ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟ କୋଣରେ,ରାତ୍ରି ଘ୭/୫୩ମି ପରେ ନୈର୍ଋତ କୋଣରେ।ଅଗନ୍ତବ୍ୟ ତିଥି ଓ […]

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼ ଘଟଣା ୨ ଗିରଫ

ଭୁବନେଶ୍ବର,୨୪।୬(ଏସଏସନିଉଜ)ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ଘଟିଥିବା ଗୁଳିମାଡ଼ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨ ଜଣ ସଶସ୍ତ୍ର ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପୋଲିସ ୨ଟି ଦେଶୀ ପିସ୍ତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁନ୍ ୨୧ ତାରିଖରେ ପୂର୍ବକୋଟ ଗ୍ରାମର ଆଉଲା ତାରୋ ରାଓ ନିଜ ସାଙ୍ଗ ସହ ବାଇକ୍‌ରେ ଯାଉଥିଲେ। ଖପୁରା ଥାନା ରବଣା ଗ୍ରାମର […]

ଗଞ୍ଜେଇ ସହ ୩ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ

ଭୁବନେଶ୍ବର,୨୪।୬(ଏସଏସନିଉଜ)ଓଡ଼ିଶା ପୋଲିସର ନିଶାମୁକ୍ତ ଓଡ଼ିଶା ଅଭିଯାନରେ ଗଞ୍ଜାମ ଓ ମାଲକାନଗିରି ଜିଲ୍ଲା ପୋଲିସ ଦ୍ୱାରା ୧୯୨ କିଲୋ ଗଞ୍ଜେଇ ଜବତ ହେବା ସହ ୩ଜଣ ଗିରଫ ହୋଇଛନ୍ତି। ରାଜ୍ୟରେ ଚାଲିଥିବା ନିଶାମୁକ୍ତ ଓଡ଼ିଶା ଅଭିଯାନରେ ଓଡ଼ିଶା ପୋଲିସକୁ ଦୁଇଟି ପୃଥକ ଘଟଣାରେ ସଫଳତା ମିଳିଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଏବଂ ଯୋଡ଼ାମ୍ବ ପୋଲିସ ଚଢ଼ାଉ କରି ସର୍ବମୋଟ ୧୯୨ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ […]