Browsing daily archive

June 25, 2026

ଆଜିର ରାଶିଫଳ

ଜୁନ୍ ମାସ ୨୬ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ, ତିଥି- ଦ୍ୱାଦଶୀ ରାତ୍ରି ଘ୧୦/୧୧ ଗତେ ତ୍ରୟୋଦଶୀ,ନକ୍ଷତ୍ର- ବିଶାଖା ଦିବା ଘ୦୭/୫୦ ଗତେ ଅନୁରାଧା,ଚନ୍ଦ୍ର-ତୁଳା ଦିବା ଘ୦୧/୦୬ ଗତେ ବିଛା, ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୧୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୬, ଯୋଗିନୀ ନୈରୁତେ ରାତ୍ରି ଘ୧୦/୧୧ ଗତେ ଦକ୍ଷିଣେ,ବିଛା,ଧନୁ ଓ ମୀନ ରାଶିର ଘାତବାର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୭/୫୦ ଗତେ ଘ୧୦/୧୧ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୩୦ଗତେ ଘ୧୧/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୧୧/୫୧ଗତେ ଘ୦୨/୦୪ମଧ୍ୟେ ଓ […]

୨୦୨୯ରେ ମୁଁ ନିର୍ବାଚନ ଲଢ଼ିବି

ଭୁବନେଶ୍ୱର,୨୫।୬(ଏସଏସନିଉଜ)ଆଜି ବିଧିବଦ୍ଧ ଭାବେ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ବିଜେଡିରେ ସାମିଲ ହୋଇଛନ୍ତି।ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ବୟାନ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଦେବାର ଆଶା ସୃଷ୍ଟି କରିଛି। ସେ ଆଗାମୀ ନିର୍ବାଚନ ଲଢ଼ିବେ ଏବଂ ବିଜେଡି ତାଙ୍କରି ନେତୃତ୍ୱରେ ହିଁ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି।ଏହାପରେ ତାଙ୍କର ଉତ୍ତରାଧିକାରୀ ଚୟନକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି।ନବୀନ କହିଛନ୍ତି ସୁଜାତା ଜଣେ ସାଧାରଣ […]

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା!

ଗଞ୍ଜାମ,୨୫।୬(ଏସଏସନିଉଜ)ହିଞ୍ଜିଳିକାଟୁ ଗୋହଷ୍ଟେଲ ରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାରପିନାଥପୁର ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟର ହଷ୍ଟେଲ ରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାର ଜଣାପଡିଛି।ହଷ୍ଟେଲ ଗୃହ ଖଟରେ ପଡିଛି ଛାତ୍ରୀଙ୍କ ମୃତଦେହ। ଆତ୍ମହତ୍ୟାର କାରଣ ଅଶ୍ବଷ୍ଟ ରହିଥିବା ବେଳେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଛାତ୍ରୀ ଜଣକ ନିଜର ଓଢଣୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ସମସ୍ତ ଛାତ୍ରୀ ବିଦ୍ୟାଳୟ ଯାଇଥିବା ବେଳେ ଘଟିଛି ଅଘଟଣ ।

ରଥଯାତ୍ରାରେ ଦିନରାତି ଚାଲିବ ବସ୍‌

ଭୁବନେଶ୍ବର,୨୫।୬(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଗୁଣ୍ଡିଚା ଓ ବାହୁଡ଼ା ଦିନ ଟୋଲ୍‌ ଫି’ ଆଦାୟ ମନା।ପିପିଲି ଟୋଲ୍‌ ଗେଟ୍‌ରେ ବସ୍‌ କି କାର୍‌, କୌଣସି ଗାଡ଼ିକୁ ଫି’ ଦେବାକୁ ପଡ଼ିବନି। ବୈଠକରେ ନିଷ୍ପତ୍ତି ନେଇ ସୂଚନା ଦେଲେ ବସ୍‌ ମାଲିକ ସଂଘ ସା. ସମ୍ପାଦକ।ମାଳତିପାଟପୁରରେ ବାହାର ଗାଡ଼ି ପାର୍କିଂ ପାଇଁ ନିଷ୍ପତ୍ତି ହୋଇଛି।ତାଳବଣିଆରେ ସ୍ଥାନୀୟ ଗାଡ଼ି ଓ ସ୍ବତନ୍ତ୍ର ଅନୁମତି ପ୍ରାପ୍ତ ଗାଡ଼ି ପାର୍କିଂ ହେବ।ରଥଯାତ୍ରା ବେଳେ ଲୋକଙ୍କ ଆବଶ୍ୟକତା ଦେଖି ଦିନରାତି ବସ୍‌ ଚାଲିବ।ରାଜ୍ୟର ପ୍ରାୟ ୬ […]

ନନ୍ଦନକାନନ ଚାକିରି..

ଭୁବନେଶ୍ୱର,୨୪।୬(ଏସଏସନିଉଜ) ସରକାରୀ ଗାଡ଼ି ସରକାରୀ କାମରେ ବ୍ୟବହାର ହୁଏ।ଏହା ପୁଣି ଜନତାଙ୍କ ଟିକସ ଟଙ୍କାରେ ଚାଲେ। ହେଲେ ନନ୍ଦନକାନନ ଫରେଷ୍ଟ ଡିପାର୍ଟମେଣ୍ଟର ଏକ ସରକାରୀ ବୋଲେରୋ ଏବେ ଘରୋଇ ଟ୍ୟାକ୍ସି ପାଲଟିଥିବା ଭଳି ମନେହେଉଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପ୍ରକାଶଯେ,ମଙ୍ଗଳବାର ଅପରାହ୍ନ ୪.୫୭ ମିନିଟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ସରକାରୀ ଗାଡ଼ି ନନ୍ଦନକାନନର ଆମ ବସଷ୍ଟପେଜ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା। OD33AM2956 ନମ୍ବର ବୋଲେରୋ ଗାଡ଼ିଟି ବସ୍ ଷ୍ଟପରେ […]