ବଢ଼ିପାରେ ଖରାଛୁଟି ଅବଧି – ମନ୍ତ୍ରୀ
ଭୁବନେଶ୍ୱର,୫।୬(ଏସଏସନିଉଜ) ଖରାଛୁଟିର ଅବଧି ବଢ଼ିବା ନେଇ ବଡ଼ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।ଖରା ସ୍ଥିତି ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।ଖରା ନକମିଲେ ସ୍କୁଲ ଛୁଟି ବଢ଼ିପାରେ କହିଛନ୍ତି ମନ୍ତ୍ରୀ।ଜୁନ୍ ୨୨ରେ ସ୍କୁଲ ଖୋଲାଯିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା ।