ଆଜିର ରାଶିଫଳ
୨୦୨୬ମସିହା,ଜୁଲାଇମାସ,୧୫ତାରିଖ, ବୁଧବାର,ଶ୍ରୀମନ୍ଦିରେ ରଥ ଆଜ୍ଞାମାଳ ବିଜେ, ଶ୍ରୀଜୀଉଙ୍କର ଉଭାଯାତ୍ରା, ଦ୍ବିତୀୟାର ଚନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୧୯/ ୪୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୫/ ୬,ଆଷାଢ଼ମାସ,ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି-ପ୍ରତିପଦ୍ ଦିବା ଘ୧୨/୬ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ସୌର ଚଳନେ-ମିଥୁନ ଦିନ ୩୧ ହର୍ଷଣ ଯୋଗ ଦିବା ଘ୯/୨୫ମି ପର୍ଯ୍ୟନ୍ତତଦନ୍ତେ ବଜ୍ରଯୋଗ,କରଣ- ବବକରଣ ଦିବା ଘ୧୨/୬ମି ପର୍ଯ୍ୟନ୍ତତଦନ୍ତେ ବାଳବକରଣ ଦିବା ଘ୧୦/ ୩୧ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ,ଦିବା ଘ୧୨/୬ମି ପରେ ଉତ୍ତର ଦିଗରେ ।ତିଥିଦୋଷ ହେତୁ ଦିବା ଘ୧୨/୬ମିପରେ ଯାତ୍ରାଶୁଭ […]