ନୃତନ ପରିଚାଳନା କମିଟି ଗଠନ

ବାରଙ୍ଗ,୧୩।୭(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଗଣ୍ଡରପୁରଶ୍ରୀ ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୨୬-୨୭ବର୍ଷ ପାଇଁ ସୋମବାର ଦିନ ନୃତନ ପରିଚାଳନା କମିଟି ଗଠନ ହୋଇଛି।ନିର୍ବାଚିତ ସଦସ୍ୟମାନେ ହେଲେ ପୂଜା ରାଉତ, ଆରତୀ ରାଉତ, ଅର୍ଣ୍ଣପୂର୍ଣ୍ଣା ବେହେରା, ସ୍ଵର୍ଣ୍ଣଲତା ସାହୁ, ସୁଜାତା ରାଉତ, ବନିତା ଭୋଇ, ଜୟନ୍ତୀ ଦାସ, ରାନୁ ନାୟକ, ସୁବ୍ରତ ମହାପାତ୍ର, ସୁକାନ୍ତ ରାଉତ, ସୁଶାନ୍ତ ସାହୁ, ଜର୍ମାନୀ ଭୋଇ, ସୁଶାନ୍ତ ପଢିହାରୀ, ଅକ୍ଷୟ ସାହୁ, ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ସେଠି,ବରିଷ୍ଠ ଶିକ୍ଷୟତ୍ରୀମିନାକ୍ଷୀ ବାରିକ, ଅଙ୍ଗନବାଡି କର୍ମୀ
ସୁଲେଖା ଭକତ,ଆଶାକର୍ମୀ,କବିତା ପଢ଼ିଆରୀ,ୱାର୍ଡ ମେମ୍ବର ,ଆଲୋକ ପଢ଼ିଆରୀ ।ଏମାନଙ୍କ ମଧ୍ୟରୁ ଆରତୀ ରାଉତଙ୍କୁ ଚେୟାରମ୍ୟାନ ଓ ଜୟନ୍ତୀ ଦାସଙ୍କୁ ଭାଇସ ଚେୟାରମ୍ୟାନ ଭାବେ ସର୍ବସମ୍ମତି କ୍ରମେ ବଛା ଯାଇଥିଲା।ଉକ୍ତ ବୈଠକରେ ଅଲୁମିନା କମିଟିର ସଭାପତି ଗୋପୀନାଥ ଦାଶ,କ୍ଲଷ୍ଟର ସିଆରସିପି ଅର୍ଜୁନ କୁମାର ସେଠି,ସମିତିସଭ୍ୟ ଭୁବନନନ୍ଦ ଦାସ, ଶିକ୍ଷୟତ୍ରୀ ମିନାକ୍ଷୀ ବାରିକ, ତ୍ରିଲୋଚନ ପଢ଼ିଆରୀ, ଗଣ୍ଡରପୁର ଗ୍ରାମକମିଟି ଓ ବିଦ୍ୟାଳୟର ସମସ୍ତ ଅଭିଭାବକ ଓ ପୁରାତନ କମିଟି ଉପସ୍ଥିତ ଥିଲେ ।

Comments (0)
Add Comment