Browsing daily archive

July 31, 2026

ଦୌଡ଼ି ଆସିଲେ ନଦୀକୁ ଡେଇଁଲେ

ଭୁବନେଶ୍ୱର,୩୧ା୭(ଏସଏସନିଉଜ)କୁଆଖାଇନଦୀକୁ ଡେଇଁପଡ଼ିଲେ ମହିଳାା ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳାାମହିଳା ଜଣଙ୍କ କିଏ ଓ କାହିଁକି ନଦୀକୁ ଡେଇଁଲେ କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି ।ତେବେ ଖବରପାଇ ମଞ୍ଚେଶ୍ୱର ଓ ପାହାଳର ୨ଟି ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଁଚି ଖୋଜାଖୋଜି ଜାରି ରଖିଛନ୍ତି ।

ମହାନଦୀରେ ପ୍ରବଳ ସ୍ରୋତ

କଟକ,୩୧ା୭(ଏସଏସନିଉଜ)ମହାନଦୀରେ ବନ୍ୟାଜଳର ପ୍ରବାହହ୍ରାସ ପାଇବା ଆରମ୍ଭ ହୋଇଥିଲେମଧ୍ୟ ଏହାର ଗତି ଅତ୍ୟନ୍ତ ମନ୍ଥର ଥିବାରୁ କଟକଜିଲ୍ଲା ପ୍ରଶାସନ ଆହୁରି ୪୮ଘଣ୍ଟାପାଇଁ କଡ଼ାସତର୍କତା ଜାରି ରଖିଛି। ମୁଣ୍ଡଳୀରେ ପ୍ରତି ୩ଘଣ୍ଟାରେ ପ୍ରାୟ ୧୦ହଜାର କ୍ୟୁସେକ୍ ଜଳ କମୁଥିବା ବେଳେ ନଦୀରେସ୍ରୋତ ଏବେ ମଧ୍ୟ ଅତ୍ୟନ୍ତ ପ୍ରବଳରହିଛି। ଏପରିସ୍ଥିତିରେ ହୀରାକୁଦ ଜଳଭଣ୍ଡାରର ୨୨ଟିଗେଟ୍ ଦେଇ ଜଳନିଷ୍କାସନ ଜାରି ଥିବାରୁ ଆସନ୍ତା ୪୮ଘଣ୍ଟାପର୍ଯ୍ୟନ୍ତ ମୁଣ୍ଡଳୀରେ ଜଳପ୍ରବାହ ସମାନ ରହିବା କିମ୍ବା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେରଖି […]

ସ୍ଥିତି ଅସମ୍ଭାଳ

ଭୁବନେଶ୍ୱର,୩୧ା୭(ଏସଏସନିଉଜ)ହୀରାକୁଦଡ୍ୟାମ୍‌ରେ ଜଳସ୍ତର ବଢିବାନେଇ ପ୍ରଶାସନର ଚିନ୍ତାର କାରଣ ପାଲଟିଛି ।ଜଳଭଣ୍ଡାରକୁ ଲଗାତାର ଅଧିକ ପରିମାଣରପାଣି ପ୍ରବେଶ କରୁଥିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲାଯାଇ ଏବେ୨୨ରେ ପହଁଚିଛି ।ବର୍ତ୍ତମାନ ମୋଟ୍ ୨୨ଟିଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ପ୍ରାୟ ସାଢ଼େ୩ଲକ୍ଷ କ୍ୟୁସେକପାଣି ହୀରାକୁଦରୁ ଛଡ଼ାଯାଉଥିବାନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୧ତାରିଖ,ଶନିବାର,ଋତୁ-ବର୍ଷାଋତୁର(ପ୍ରଥମ ମାସ)ସୂର୍ଯ୍ୟ-ଦକ୍ଷିଣାୟ.🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୫/୫୭🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୯/୫୩,ଶ୍ରାବଣମାସ,କୃଷ୍ଣପକ୍ଷ,ଶୌରିବାସ ,ତିଥି- ତୃତୀୟା ରାତ୍ରିଘ୧୦/୫୭ମିପର୍ଯ୍ୟନ୍ତତଦନ୍ତେ ଚତୁର୍ଥୀ ।ନକ୍ଷତ୍ର-ଶତଭିଷାନକ୍ଷତ୍ର ରାତ୍ରି ଘ୯/୧୮ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ରନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟକୋଣରେ,ରାତ୍ରି ଘ୧୦/୫୭ମିପରେ ନୈର୍ଋତ କୋଣରେ । ଶନିବାର, ରିକ୍ତାତିଥି,ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ସିଂହ,କନ୍ୟା,ବିଛା,ଧନୁ ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ଘାତବାର-ବୃଷ,ସିଂହ ଓ କନ୍ୟାରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୭।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୯/୧୮ମି ପରେ ୨।୪।୫।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ […]

ଚାଉଳଟ୍ରକ୍ ରେ ଗଞ୍ଜେଇ

ଭୁବନେଶ୍ୱର,୩୧।୭(ଏସଏସନିଉଜ)ଚାଉଳ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା STF।ଗଜପତିରୁ ଦିଲ୍ଲୀ ଚାଲାଣ ବେଳେ ଖୋର୍ଦ୍ଧା ପିତାପଲ୍ଲୀରୁ ଜବତ କରିଛି।ଗନ୍ଧ ଓ ଯାଞ୍ଚରୁ ବଞ୍ଚିବା ପାଇଁ ଚାଉଳ ଟ୍ରକ୍‌ରେ ଯାଉଥିଲା ଗଞ୍ଜେଇ ବୋଲି ତଦନ୍ତ ବେଳେ ଜଣାପଡିଛି।

ହୀରାକୁଦ- ଖୋଲିଲା ୧୪ ଗେଟ୍

ଭୁବନେଶ୍ବର,୩୧।୭(ଏସଏସନିଉଜ)ହୀରାକୁଦରୁ ୧୪ଗେଟ୍ ଖୋଲିଛି।ତେବେ ଏଥିପାଇଁ ତଳିଆ ଅଞ୍ଚଳବାସୀ ସତର୍କରହିବାକୁ ନିର୍ଦେଶ ଦିଆଯାଇଛି।ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୨୩.୫୨ଫୁଟ୍‌ ରହିଥିବା ବେଳେ ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୩୨୨କ୍ୟୁସେକ ଜଳ ପ୍ରବେଶ କରୁଛି ।ବୌଦ୍ଧଠାରେ ହ୍ରାସ ପାଉଛି ମହାନଦୀ ଜଳସ୍ତର। ଆଜି ସକାଳ ୯ଘଂଟା ସମୟରେ ମହାନଦୀର ବନ୍ୟାଜଳ ସ୍ତର୮୬.୩୫ମିଟର ରହିଥିବା ବେଳେ ଏଠାରେ ବିପଦ ସଂକେତ୮୭.୭୦ ମିଟର ରହିଅଛି ।