Browsing daily archive

August 3, 2026

ଦିନରେ କରୁଥିଲେ ଚୋରି

ମେଣ୍ଢାଶାଳ,୩।୮(ଏସଏସନିଉଜ)ପୋଲିସ ଏକ ଚୋରି ଘଟଣାରେ ୫ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିବା ସହ ଚିରି ସାମଗ୍ରୀ ବୋଝେଇ ଅଟୋକୁ ଜବତକରିଛି।ଗିରଫ ହୋଇଥିବା ୫ଜଣମହିଳା ହେଉଛନ୍ତି ଶିଖରଚଣ୍ଡୀ ବସ୍ତିରେ ରହୁଥିବା ଡି.ରାଜେଶ୍ ରାଓ(୩୦)ଜି.ପାର୍ବତୀ (୪୫)ଜି. ନୀଳ(୩୮)ଏସ ଲକ୍ଷ୍ମୀ ରେଡ୍ଡୀ(୪୫)ଏମ ସାବିତ୍ରୀ ରେଡ୍ଡୀ(୩୫)। ପ୍ରକାଶଯେ, ସଂଗ୍ରାମ କେଶରୀ ପାହାଡ଼ସିଂହ ନାମକ ଯୁବକ ପରିବାର ସହ ଦାରୁଠେଙ୍ଗ ଗ୍ରାମରେ ରହୁଥିବାବେଳେ,ସେହି ଗାଁରେ ତାଙ୍କର ଏକ ଅଶୋକ ଲେଲ୍ୟାଣ୍ଡର ଷ୍ଟକୟାର୍ଡ ରହିଛି,ସୋମବାର ପ୍ରାତଃ ସମୟରେ ଏହି ମହିଳାମାନେ ତାଙ୍କ ଅନୁମତି […]

ଆଜିର ରାଶିଫଳ

ଅଗଷ୍ଟମାସ ୦୪ତାରିଖ ୨୦୨୬ମସିହା(ମଙ୍ଗଳବାର)ଶ୍ରାବଣମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀ ରାତ୍ରି ଘ୦୯/୫୩ ଗତେ ସପ୍ତମୀ,ନକ୍ଷତ୍ର-ରେବତୀରାତ୍ରି ଘ୧୦/୨୫ଗତେ ଅଶ୍ୱିନୀ,ସୂର୍ୟୋଦୟ-ପ୍ରାତଃ ଘ୦୫/୨୬/୫୯,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୯ /୦୩,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୫୩ ଗତେ ବୟବ୍ୟେ,ଧନୁ ରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ରାତ୍ରି ଘ୦୯/୫୩ଗତେ ଦ୍ଵିପାଦ ପୁଷ୍କରଦୋଷ,କାଳବେଳା-ଦିବାଘ୦୧/୩୦ଗତେ ଘ୦୩/୦୭ମଧ୍ୟେ,ବାରବେଳା- ଦିବା ଘ୦୭/୦୧ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୦୭/୫୦ଗତେ ଘ୧୦/୧୫ମଧ୍ୟେ ଓ ଘ୧୨/୪୦ଗତେ ଘ୦୧/୨୯ମଧ୍ୟେ ଓ ଘ୦୩/୦୨ଗତେ ଘ୦୪/୩୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ନିମ୍ବ ରାତ୍ରି ଘ୦୯/୫୩ଗତେ ତାଳଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ।ପୂଜାର୍ଚନା ପାଇଁ […]

ମୁକ୍ତାକାଶ କାରାଶ୍ରମରୁ କଏଦୀ ଖଲାସ

ବାରଙ୍ଗ ,୨।୮(ଏସଏସନିଉଜ)ଏକ ନରହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବ୍ୟାସଦେବ ଛତାବର ନାମକ ଜଣେ କଏଦୀକୁ ରବିବାର ଆଜୀବନ ସଜା ରୁ ମୁକ୍ତି ମିଳିଛି। ବ୍ୟାସଦେବ ୧୭ ବର୍ଷ ପୂର୍ବେ ବଲାଙ୍ଗିର ଜେଲରୁ ଜାମୁଝାରି ସ୍ଥିତ ମୁକ୍ତାକାଶ ଜେଲକୁ ଆସିଥିଲେ।ଚରିତ୍ର ପରିବର୍ତ୍ତନ ପରେ ରାଜ୍ୟପାଳଙ୍କ ସୁପାରିଶ କ୍ରମେ ଆଜି ତାଙ୍କୁ ଖଲାସ କରିଦିଆଯାଇଛି।ଜେଲ୍ ବିଭାଗରୁ ଖଲାସ ଆଦେଶ ଆସିବା ପରେ ତାଙ୍କୁ ଅଧିକ୍ଷିକା ସ୍ମିତାମହାନ୍ତି ମୁକ୍ତ କରିଥିଲେ।ଆସିଷ୍ଟାଣ୍ଟ ଜେଲର ସ୍ବାଗତ ରଞ୍ଜନ ସାହୁ ଓ କଲ୍ୟାଣ ଅଧିକାରୀ […]

ଆୟୁର୍ବେଦ ଆଧାରିତ ଜୀବନ ଶୈଳୀକୁ ଗୁରୁତ୍ୱ

ବାରଙ୍ଗ,୨।୮(ଏସଏସନିଉଜ)ମନୁଷ୍ୟ ଜୀବନ ସହ ଆୟୁର୍ବେଦ ଓ ଏହା ସମ୍ବନ୍ଧୀୟ ବୃକ୍ଷଲତାର ନିବିଡ଼ ସମ୍ପର୍କ ରହିଛି। ଏହାର ଗୁଢ଼ ତତ୍ତ୍ୱକୁ ବୁଝି ଏହାକୁ ଲୋକଙ୍କ ଉପକାରରେ ଲଗାଇବା ହିଁ ଏହି ବୃତ୍ତିଧାରୀଙ୍କ ପ୍ରକୃତ କର୍ତ୍ତବ୍ୟ ହେବା ଉଚିତ ବୋଲି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ବୈଦ୍ୟ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ କହିଛନ୍ତି। ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ଦ୍ୱାରା ନରାଜ ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ […]