ଆଜିର ରାଶିଫଳ
୨୦୨୬ମସିହା,ଅଗଷ୍ଟମାସ,୧୦ତାରିଖ,ସୋମବାର,ଅଦ୍ୟ ତ୍ର୍ୟହସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା,ହୋମ ଦାନାଦି,କାଉଡ଼ିଆଭକ୍ତଙ୍କ ଜଳାଭିଷେକ ଯାତ୍ରା🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୮/୫୬🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୫/୬ଶ୍ରାବଣ ମାସ, କୃଷ୍ଣପକ୍ଷ,ଚନ୍ଦ୍ରବାସ,ତିଥି-ଦ୍ବାଦଶୀ ଦିବା ଘ୮/୩୬ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀକ୍ଷୟ ନିଶାନ୍ତ ଘ୫/୨୬ମି ପର୍ଯ୍ୟନ୍ତ,ନକ୍ଷତ୍ର-ଆର୍ଦ୍ରା ନକ୍ଷତ୍ର ଦିବା ଘ୧/୩୫ମିପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ନକ୍ଷତ୍ର ।ବଜ୍ରଯୋଗ ରାତ୍ରି ଘ୧୨/୩ମି ପର୍ଯ୍ୟନ୍ତ ତଦନ୍ତେ ଅସୃକଯୋଗ,କରଣ-ତୈତିଳକରଣ ଦିବା ଘ୮/୩୬ମି ପର୍ଯ୍ୟନ୍ତ ତଦନ୍ତେ ଗରକରଣ ରାତ୍ରି ଘ୭/୧ମିପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ,ଦିବା ଘ୮/୩୬ମିପରେ ଦକ୍ଷିଣ ଦିଗରେ, ନିଶାନ୍ତ ଘ୫/୨୬ମିପରେ ପଶ୍ଚିମଦିଗରେ,ତ୍ର୍ୟହସ୍ପର୍ଶ ତିଥିଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ.ମେଷ,ମିଥୁନ,କର୍କଟ,ସିଂହ,ଧନୁ,ମକର […]