ଆଜିର ରାଶିଫଳ
୨୦୨୬ ମସିହା, ସେପ୍ଟେମ୍ବରମାସ, ୫ତାରିଖ, ଶନିବାର, ସର୍ବସମ୍ମତ ନନ୍ଦୋତ୍ସବ,ଗୁରୁଦିବସ (ସର୍ଵପଲ୍ଲୀ ରାଧାକ୍ରିଷ୍ଣନ୍ ଜୟନ୍ତୀ)ଋତୁ- ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ- ଦକ୍ଷିଣା ୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୪/୪୧🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୪/ ୫୮,ଭାଦ୍ରବମାସ,କୃଷ୍ଣପକ୍ଷ,ଶୌରି ବାସ,ତିଥି- ନବମୀ ରାତ୍ରି ଘ୧୦/୨୨ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ନକ୍ଷତ୍ର- ମୃଗଶିରା ନକ୍ଷତ୍ର ରାତ୍ରି ଘ୧୦/୩୫ମି ପର୍ଯ୍ୟନ୍ତ ତଦନ୍ତେ ଆର୍ଦ୍ରା ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୧୦/୨୨ମି ପରେ ଉତ୍ତରଦିଗରେ,ଶନିବାର, ରିକ୍ତାତିଥି ଓ ପାପଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, […]