ଆଜିର ରାଶିଫଳ
୨୦୨୬ ମସିହା, ସେପ୍ଟେମ୍ବର ମାସ, ୭ ତାରିଖ, ସୋମବାର ।ଶ୍ରୀମନ୍ଦିରେ ଓ ସର୍ବ ସମ୍ମତ କାଳୀୟ ଦଳନ (ଅଜା) ଏକାଦଶ୍ୟୁପବାସ,ଶ୍ରୀମନ୍ଦିରେ କାଳୀୟ ଦଳନ ବେଶ ଓ ଧେନୁକାଶୁର ବଧ ପ୍ରସ୍ତାବ,ବିବିଧ- ହଳ ନିଷେଧ ।ଋତୁ- ବର୍ଷା ଋତୁର (ଦ୍ବିତୀୟମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୫/୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୩/୧୧,ଭାଦ୍ରବ ମାସ,କୃଷ୍ଣପକ୍ଷ,ଚନ୍ଦ୍ର ବାସତିଥି- ଏକାଦଶୀ ସନ୍ଧ୍ୟା ଘ୫/୩୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ନକ୍ଷତ୍ର- ପୁନର୍ବସୁ ନକ୍ଷତ୍ର ରାତ୍ରି ଘ୭/୧୮ମି ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ନକ୍ଷତ୍ର ।ଚନ୍ଦ୍ର- ମିଥୁନଚନ୍ଦ୍ର ଦିବା ଘ୧/୪୩ମି ପର୍ଯ୍ୟନ୍ତ […]