ମହିମା ଆଶ୍ରମ ପୀଠରେ ନବାନ୍ନ ମହୋତ୍ସବ
ମେଣ୍ଢାଶାଳ, ୧୬।୯(ଏସଏସନିଉଜ) ଦାରୁଠେଙ୍ଗ ସତ୍ୟ ମହିମା ଗୋବିନ୍ଦ ବାବାଙ୍କ ଗାଦି ପୀଠରେ ମଙ୍ଗଳବାର ଓ ବୁଧବାର ଦିନ ଧରି ନବାନ୍ନ ମହୋତ୍ସବ ପାଳନ କରାଯାଇଛି l ବୁଧବାର ପ୍ରାତଃ ବ୍ରହ୍ମମୁହୂର୍ତ୍ତ ଶରଣ ଦର୍ଶନ ଓ ଜଗତ ଭଗତ ମଙ୍ଗଳ ନିମନ୍ତେ ଶୂନ୍ୟ ବାସି ପ୍ରଭୁଙ୍କୁ ପ୍ରାର୍ଥନା, ବାଲ୍ୟ ଲୀଳା ଅର୍ପଣ ଓ ବିତରଣ ପରେ ନବାନ୍ନ ଭକ୍ଷଣ ଉତ୍ସବ ପାଳନ ହୋଇଥିଲା । ସିଦ୍ଧ ସାଧୁ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ଆଦେଶ କ୍ରମେ ଓ ବ୍ରହ୍ମ […]