ଶିଶୁ ମହୋତ୍ସବ ସୁରଭି -୨୦୦୬
ଭୁବନେଶ୍ୱର,୧୪।୧୦(ଏସଏସନିଉଜ)ଆଞ୍ଚଳିକ ସାଧନା କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୦୬ ବରିମୁଣ୍ଡ କ୍ଳଷ୍ଟରର ଗଣ୍ଡରପୁରଶ୍ରୀ ଅରବିନ୍ଦ ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ୮ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।ସେମାନେ ହେଲେ ଗଣ୍ଡରପୁରଶ୍ରୀ ଅରବିନ୍ଦ ସରକାରୀ ହାଇସ୍କୁଲ ,ବରୀମୁଣ୍ଡ ବାପୁଜୀ ସରକାରୀ ସ୍କୁଲ,କଲ୍ୟାଣପୁର,ଜରିପାଟଣା ,ସିଙ୍ଗଡ଼ା,କେଶୁରା,କୋରଡକଣ୍ଟା,ଆଦି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ଅତିଥି ଭାବେ ଜମ୍ବେଶ୍ୱର ରଥ,ଗୋପୀନାଥ ଦାଶ, ସୁକାନ୍ତ ରାଉତ,ସୁବ୍ରତ ମହାପାତ୍ର,ଜୟନ୍ତୀ ଦାସ, ଅକ୍ଷୟ ସାହୁ, ସ୍ଵର୍ଣଳତା ସାହୁ, ସୁଜାତା ରାଉତ […]