ଉନ୍ମୋଚିତ ହେଲା “ମୋ ମା ଯୋଗମାୟା” ଅଡିଓ କ୍ୟାସେଟ
ବାରଙ୍ଗ, ୨୩।୧୦(ଏସଏସନିଉଜ ) ମା’ଙ୍କ ଅପାର କରୁଣା ଓ ମହିମାକୁ ନେଇ ନିର୍ମିତ ହୃଦୟସ୍ପର୍ଶୀ ଭକ୍ତି ଅଡିଓ କ୍ୟାସେଟ୍ “ମୋ ମା ଯୋଗମାୟା” ର ଭବ୍ୟ ଉନ୍ମୋଚନ ଉତ୍ସବ ଶୁକ୍ରବାର ଦିନ ରଘୁନାଥପୁର ସ୍ଥିତ ଡି.କେ. ଆର କାର୍ଯ୍ୟାଳୟ ରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଭକ୍ତିମୟ ପରିବେଶରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ,ବିଜେପି ନେତା ଗୋଲକ ମହାପାତ୍ର,ଚନ୍ଦକା ଥାନା ଅଧିକାରିଣୀ ସମିତା ମିଶ୍ର […]