Browsing daily archive

October 26, 2026

୮ ଟ୍ରେନ ବାତିଲ କଲା SCoR

ଭୁବନେଶ୍ୱର,୨୬।୧୦(ଏସଏସନିଉ ଜ)ବାତ୍ୟା ପାଇଁ ୮ଟି ଟ୍ରେନ୍‌ର ଯାତ୍ରା ବାତିଲ, ୨ଟିର ରୁଟ୍‌ ବଦଳିଲା।ବିଶାଖାପାଟଣା-କିରଣ୍ଡୁଲ୍ NE ୨୯ରୁ ୪ ଯାଏଁ ଉଭୟ ପଟୁ ବାତିଲ୍‌।ବିଶାଖାପାଟଣା-କୋରାପୁଟ ପାସେଞ୍ଜର ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ୍‌।କୋରାପୁଟ-ବିଶାଖାପାଟଣା ପାସେଞ୍ଜର ୨୮ରୁ ୩୧ ପର୍ଯ୍ୟନ୍ତ ବାତିଲ୍‌।ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ୩୦,୩୧ ଯିବା ଆସିବା ବାତିଲ୍‌।ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର ୨୭ରୁ ୩୦ ଯାଏଁ ଉଭୟ ପଟୁ ବାତିଲ୍‌।ହୀରାଖଣ୍ଡ ଏକ୍ସପ୍ରେସ୍ ମିଳିଛି।ସେହିଭଳି ଭାବେ ୨୭ରୁ ୩୦ ରାୟଗଡ଼ା ପର୍ଯ୍ୟନ୍ତ ଯିବ। ହୀରାଖଣ୍ଡ ଏକ୍ସପ୍ରେସ୍ ୨୮ରୁ ୩୧ ରାୟଗଡ଼ା ପର୍ଯ୍ୟନ୍ତ ଆସିବ।ବାତ୍ୟା ‘ଅର୍ଣ୍ଣବ’ […]

ଉଦଘାଟନ ହେଲା ସେକ୍ଟରସ୍ତରୀୟ ଯୋଗ ପ୍ରତିଯୋଗିତା

କଟକ,୨୬।୧୦(ଏସଏସନିଉଜ)ମୁଣ୍ଡଳିସ୍ଥିତ ସିଆଇଏସଏଫର ପଡ଼ିଆରେ ସେକ୍ଟର ସ୍ତରୀୟ ଯୋଗ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବ ସୋମବାର ସକାଳେ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବ ଭାରତର ଏକ ପ୍ରମୁଖ ପ୍ରଶିକ୍ଷଣ ପ୍ରତିଷ୍ଠାନ ହୋଇଥିବାରୁ ଯେଉଁଠୀ ସିଆଇଏସ ଏଫର ର ନୂତନ ନିଯୁକ୍ତ କର୍ମଚାରୀ, କାର୍ଯ୍ୟରତ କର୍ମଚାରୀ ଏବଂ ବିଭିନ୍ନ ରାଜ୍ୟ ପୋଲିସର ନୂତନ ନିଯୁକ୍ତ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛି । ଏହି ପ୍ରତିଯୋଗିତା ରେ ସମଗ୍ର ଭାରତରୁ ସିଆଇଏସଏଫର ୧୧ଟି ସେକ୍ଟରରୁ ମୋଟ ୬୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ […]