Browsing yearly archive

2026

ଦୀଘାରୁ ଧାମ ଶବ୍ଦ ହଟିଲା

ଭୁବନେଶ୍ୱର,୧୦।୬(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର।କାଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ହଟିଲା।ନିର୍ମିତ ଫାଟକରେ ଲେଖା ଯାଇଥିବା ଫଳକ କାଢ଼ି ନିଆଗଲା।ଜଗନ୍ନାଥ ଧାମ ବଦଳରେ ଲେଖାହେଲା ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର।

୧୫ IPS ଅଫିସରଙ୍କୁ ୧୭ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର,୧୧।୬(ଏସଏସନିଉଜ)୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି।କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱରେ ରହୁଥିବା ବେଳେ ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଓ ଅନ୍ୟ ୧୩ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ ଦିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ,ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ ଜିଲ୍ଲା ତଦାରଖ ଦାୟିତ୍ୱ,ଆଇନ ଓ […]

ଆଜିର ରାଶିଫଳ

୨୦୨୬ ମସିହା, ଜୁନମାସ,୧୦ତାରିଖ,ବୁଧବାର,ଋତୁ-ଗ୍ରୀଷ୍ମଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଉତ୍ତରାୟଣ,🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୧୦/୪୨,ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୦/୫୪,ଜ୍ୟେଷ୍ଠମାସ,ଚାନ୍ଦ୍ରମଳ କୃଷ୍ଣପକ୍ଷ,ପଣ୍ଡିତ ବାସ,ତିଥି- ଦଶମୀ ରାତ୍ରି ଘ୧/୫ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ଉତ୍ତରଭାଦ୍ର ନକ୍ଷତ୍ର ଦିବା ଘ୧୦/୪ମିପର୍ଯ୍ୟନ୍ତ ତଦନ୍ତେ ରେବତୀନକ୍ଷତ୍ର ।ଆୟୁଷ୍ମାନଯୋଗ ଦିବା ଘ୭/୪୬ମି ପର୍ଯ୍ୟନ୍ତ ତଦନ୍ତେ ସୌଭାଗ୍ୟଯୋଗ,କରଣ- ବାଣିଜ୍ୟକରଣ ଦିବା ଘ୧/୫୩ମି ପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୧/୫ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଉତ୍ତରଦିଗରେ, ରାତ୍ରି ଘ୧/୫ମି ପରେ ଆଗ୍ନେୟ କୋଣରେ,ପାପଯୁକ୍ତ ଓ ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ,ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ମିଥୁନ,କନ୍ୟା,ତୁଳା,ମକର ଓ ମୀନ ଏହିରାଶି […]

କାଳବୈଶାଖୀ ବର୍ଷାରେ ବେହାଲ ବାରଙ୍ଗ ଅଞ୍ଚଳ

ଭୁବନେଶ୍ୱର,୭।୬(ଏସଏସନିଉଜ) ଅଦିନିଆ କାଳବୈଶାଖୀ ବର୍ଷରେ ବେହାଲ୍ ହୋଇପଡିଛି ବାରଙ୍ଗ ଅଞ୍ଚଳ।ସୋମବାର ଅପରାହ୍ନରେ ବାରଙ୍ଗ ଅଞ୍ଚଳରେ କାଳବୈଶାଖୀ ତାର ତାଣ୍ଡବ ରଚିଛି ।ଅପରାହ୍ନ ପ୍ରାୟ ୩ଟା ରୁ କାଳବୈଶାଖୀ ପ୍ରଭାବରେ ଅଞ୍ଚଳରେ କୁଆପଥର ବର୍ଷା ସାଙ୍ଗକୁ ଭୀଷଣ ପବନ ବୋହିଥିଲା।ଦୁଇ ଘଣ୍ଟାରୁ ଉର୍ଦ୍ଧସମୟ ଧରି ଜାରି ରହିଥିଲା ବର୍ଷା ଓ ପବନ।ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତାରେ ଜାତାୟତ ବାଧାପ୍ରାପ୍ତ ହୋଇଥିଲା।ସୂଚନା ମୁତାବକ ରଘୁନାଥ ପୁର ଗ୍ରାମ ପରାସ ଆଭେନୁ ଠାରେ ନିକଟ ମୁଖ୍ୟ ରାସ୍ତା […]

ଚନ୍ଦକା ପୋଲିସର ସର୍ଜିକାଲ ଷ୍ଟ୍ରାଇକ

ଭୁବନେଶ୍ୱର,୭।୬(ଏସଏସନିଉଜ) ଗତ କିଛି ଦିନ ନିରବତା ପରେ ପୁଣି ଚନ୍ଦକା ଅଞ୍ଚଳରେ ମୋରମ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯାହାକୁ ରୋକ ଲଗାଇବା ପାଇଁ ଚନ୍ଦକା ପୋଲିସ ଏବେ ଆକ୍ସନ ମୁଡରେ ଥିବା ଦେଖିବାକୁ ମିଳିଛି ରବିବାର ରାତିରେ ଚନ୍ଦକା ପୋଲିସକୁ ଏକ ବଡଧରଣର ସଫଳତା ମିଳିଛି । ୪ ଟି ଚୋରା ପଥର ବୋଝେଇ ଗାଡ଼ିକୁ ଜବତକରିବା ସହିତ ୪ଜଣଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ସୂଚନା ଯୋଗ୍ୟଯେ ,ରବିବାର ରାତିରେ ଥାନା […]

ଆଜିର ରାଶିଫଳ

ଜୁନ୍ ମାସ ୦୯ତାରିଖ ୨୦୨୬ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ(ମଳ)- କୃଷ୍ଣପକ୍ଷ,ତିଥି-ନବମୀ ରାତ୍ରି ଘ୦୨/୪୫ଗତେ ଦଶମୀ,ନକ୍ଷତ୍ର-ପୂର୍ବଭାଦ୍ର ଦିବା ଘ୧୦/୨୮ଗତେ ଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃଘ୦୫/୧୧/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୫୯,ଯୋଗିନୀପୂର୍ବେ ରାତ୍ରି ଘ୦୨/୪୫ଗତେ ଉତ୍ତରେ,ମକରରାଶିର ଘାତବାର,ଧନୁରାଶିର ଘାତଚନ୍ଦ୍ର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵିପାଦ ଓ ଦିବା ଘ୧୦/୨୮ଗତେ ଏକପ।ଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୧/୨୫ଗତେ ଘ୦୩/୦୫ମଧ୍ୟେ, ବାରବେଳା- ଦିବା ଘ୦୬/୫୦ଗତେ ଘ୦୮/୩୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୮ମଧ୍ୟେ ଓ ଘ୦୯/୧୧ ଗତେମଧ୍ୟେ ଘ୧୧/୩୫ ମଧ୍ୟେ ଓ ରାତ୍ରି୬/୨୫ ଗତେମଧ୍ୟେ ଘ୦୭/୧୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/୩୫ଗତେ ଘ୦୪/୨୩ ମଧ୍ୟେ,ଅଦ୍ୟ ଲାଉ ରାତ୍ରି ଘ୦୨/୪୫ ଗତେ କଳମଶାଗ ଭକ୍ଷଣ […]

ମନ୍ଦିରକୁ ଚୋରି କରିବାକୁ ଆସି ଫସିଗଲା ଚୋର

ଭୁବନେଶ୍ୱର,୮।୬(ଏସଏସନିଉଜ)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାନ୍ଦପୁର ଗାଁ ଶିବ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଚୋରଟି ମନ୍ଦିରକୁ ଆସିଥିଲା ଚୋରି କରିବା ପାଇଁ କିନ୍ତୁ ଆଉ ଫେରି ପାରି ନଥିଲା । ଶେଷରେ ସେ ଚୋରଟି ମନ୍ଦିରରେ ଶୋଇ ପଡ଼ିଥିଲା ।ଆଜି ସକାଳେ ମନ୍ଦିର ପୂଜକ କବାଟ ଖୋଲିବା ପରେ ଏହା ଜଣା ପଡିଥିଲା । ସ୍ଥାନୀୟ ଲୋକ ପୋଲିସ ଆସି ଘଟଣା ସ୍ଥଳରେ ପହଞ୍ଚି ସେ ଚୋରକୁ ଥାନାକୁ ନେଇଛନ୍ତି ।

ଆଜିର ରାଶିଫଳ

ଜୁନ୍ ମାସ ୦୮ ତାରିଖ ୨୦୨୬ ମସିହା (ସୋମବାର)ଜ୍ୟେଷ୍ଠ ମାସ(ମଳ)- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୦୩/୩୨ ଗତେ ନବମୀ,ନକ୍ଷତ୍ର-ଶତଭିଷା ଦିବା ଘ୦୯/୫୮ଗତେ ପୂର୍ବଭାଦ୍ର,ଚନ୍ଦ୍ର- କୁମ୍ଭ ରାତ୍ରି ଘ୦୪/୨୫ ଗତେ ମୀନ,ସୁର୍ୟୋଦୟ-ପ୍ରାତଃଘ୦୫/୧୧/୩୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୪୭, ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୦୩/୩୨ ଗତେ ପୂର୍ବେ,ମିଥୁନ ରାଶିର ଘାତବାର,ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୦୯/୫୮ ଗତେ ଏକପ।ଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୬/୪୭ ଗତେ ଘ୦୮/୨୫ ମଧ୍ୟେ, ବାରବେଳା- ଦିବା ଘ୦୩/୦୫ ଗତେ […]

ଆଜିର ରାଶଫଳ

ଜୁନ୍ ମାସ ୦୭ତାରିଖ ୨୦୨୬ ମସିହା (ରବିବାର)ଜ୍ୟେଷ୍ଠ ମାସ(ମଳ)- କୃଷ୍ଣପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୦୩/୩୬ ଗତେ ଅଷ୍ଟମୀ,ନକ୍ଷତ୍ର-ଧନିଷ୍ଟା ଦିବା ଘ୦୮/୪୮ଗତେ ଶତଭିଷା,ସୁର୍ୟୋଦୟ-ପ୍ରାତଃଘ୦୫/୧୧/୪୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୨୭,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୩/୩୬ ଗତେ ଐଶ।ନ୍ୟେ,ମେଷ ରାଶିର ଘାତବାର,ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦ୍ୱିପାଦ ରାତ୍ରି ଘ୦୩/୩୬ ଗତେ ଏକପ।ଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୦୬ ଗତେ ଘ୦୧/୨୫ ମଧ୍ୟେ, ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୬ଗତେ ଘ୦୯/୦୯ […]

ଆଜିର ରାଶିଫଳ

ଜୁନ୍ ମାସ୦୬ତାରିଖ୨୦୨୬ମସିହା(ଶନିବାର)ଜ୍ୟେଷ୍ଠମାସ(ମଳ)- କୃଷ୍ଣପକ୍ଷ, ତିଥି-ଷଷ୍ଠୀ ରାତ୍ରି ଘ୦୨/୫୬ ଗତେ ସପ୍ତମୀ,ନକ୍ଷତ୍ର-ଶ୍ରବଣ।ଦିବା ଘ୦୭/୦ ୨ଗତେ ଧନିଷ୍ଟା,ସୁର୍ୟୋଦୟ-ପ୍ରାତଃଘ୦୫/୧୧/୫୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୦୭,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୨/୫୫ଗତେ ବାୟବ୍ୟେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ସିଂହରାଶିର ଘାତଚନ୍ଦ୍ର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ରାତ୍ରି ଘ୦୨/୫୬ଗତେ ଦ୍ଵିପ।ଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୫୦ମଧ୍ୟେ ଓ ଦିବା ଘ୦୪/୪୧ଗତେ ଘ୦୬/୨୦ମଧ୍ୟେ,ବାରବେଳା-ଦିବା ଘ୦୧/୨୫ଗତେ ଘ୦୩/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୩/୦୬ଗତେ ଘ୦୪/୪୦ ମଧ୍ୟେ ଓ ରାତ୍ରି ଘ୦୭/୦୮ଗତେ ଘ୦୭/୫୮ମଧ୍ୟେ ରାତ୍ରି ଘ୧୧/୫୯ ଗତେ ଘ୦୨/୨୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୯/୧୧ ଗତେ ଘ୧୧/୩୫ ମଧ୍ୟେ,ଅଦ୍ୟ ନିମ୍ବ […]