Browsing yearly archive

2026

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୬ ମସିହା (ମଙ୍ଗଳବାର) ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ଦିବା ଘ୦୭/୧୧ ଗତେ ପଞ୍ଚମୀ,ନକ୍ଷତ୍ର- ସ୍ୱାତୀ ଦିବା ଘ୦୩/୩୫ ଗତେ ବିଶାଖା,ସୂର୍ୟୋଦୟ- ପ୍ରାତଃ ଘ୦୫/୩୮/୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୨୦,ଯୋଗିନୀ ନୈରୁତେ ଦିବା ଘ୦୭/୧୦!ଗତେ ଦକ୍ଷିଣେ, ମକର ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକ ପାଦ ଓ ଦିବା ଘ୦୩/୩୫ ଗତେ ଦ୍ଵୀପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୧୫ ଗତେ ଘ୦୨/୪୭ ମଧ୍ୟେ,ବାରବେଳା- ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- […]

ନନ୍ଦନକାନନ: ବେପରୁଆ ବ୍ୟାଟେରୀ ଗାଡି

ବାରଙ୍ଗ୧୩|୯(ଏସଏସନିଉଜ)  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ରବିବାର ଏକ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ବ୍ୟାଟେରୀ ଚାଳିତ ଗାଡିର ବେପରୁଆ ଚାଳନା ଯୋଗୁଁ ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ପ୍ରାଣୀଉଦ୍ୟାନ ଭିତର ନର୍ଥ ଇଷ୍ଟ୍ ପନୋରମା ଠାରେ ମୁଖ୍ୟ ରାସ୍ତାରେ ପର୍ଯ୍ୟଟକ ଚାଲି ଚାଲି ଜୀବଜନ୍ତୁ ଦେଖୁଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ବ୍ୟାଟେରୀ ଗାଡି ଧକ୍କା ଦେଇଥିଲା। ଧକ୍କାରେ ପର୍ଯ୍ୟଟକ ଜଣକ […]

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବରମାସ, ୧୪ତାରିଖ, ସୋମବାର,ଶ୍ରୀମନ୍ଦିରେ ଓ ସର୍ବତ୍ର ଶ୍ରୀଗଣେଶ ଚତୁର୍ଥୀ (ବିନାୟକବ୍ରତ)ରାଜ୍ୟରେ ବିଦ୍ୟାଳୟ, ପାଠାଗାର ଓ ପୁସ୍ତକାଳୟ, ସାଂସ୍କୃତିକଅନୁଷ୍ଠାନ ମାନଙ୍କରେ ଓ ବିଦ୍ୟାର୍ଥୀ ମାନଙ୍କର ଶ୍ରୀଗଣେଶପୂଜା, ଶ୍ରୀମନ୍ଦିରେ ଅନ୍ଧ ପ୍ରସ୍ତାବ, ବାଲି ତୃତୀୟା ବ୍ରତ, ହରିତାଳିକା ଚତୁର୍ଥୀ, ଗୌରୀବ୍ରତ, ଋତୁ- ବର୍ଷା ଋତୁର (ଦ୍ବିତୀୟମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୬/୩୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୪୬,ଭାଦ୍ରବ ମାସ,ଶୁକ୍ଳପକ୍ଷ,ଚ଼ନ୍ଦ୍ର ବାସ,ତିଥି- ତୃତୀୟା ପ୍ରାତଃ ଘ୬/୩୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ।ନକ୍ଷତ୍ର- ଚି଼ତ୍ରା ନକ୍ଷତ୍ର ଦିବା ଘ୨/୧୪ମି ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ନକ୍ଷତ୍ର […]

ବାଲିଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,୧୩।୧୦(ଏସଏସନିଉଜ)ଓଡ଼ିଆ ଜାତିର ଗୌରବମୟ ଐତିହ୍ୟ, ସାମୁଦ୍ରିକ ପରମ୍ପରା ଓ ସମୃଦ୍ଧ ସାଂସ୍କୃତିକ ଚେତନାର ପ୍ରତୀକ ଭୁବନେଶ୍ୱର ବାଲିଯାତ୍ରାକୁ ଆହୁରି ଭବ୍ୟ, ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଜେପିର ବରିଷ୍ଠ ନେତା ଶ୍ରୀଯୁକ୍ତ ଗୋଲକ ମହାପାତ୍ର ଯୋଗଦେଇଥିଲେ। ବୈଠକରେ ଶ୍ରୀ ମହାପାତ୍ର ବାଲିଯାତ୍ରାର ସଫଳ ଆୟୋଜନ, ସୁଚାରୁ ପରିଚାଳନା ଓ ଜନସାଧାରଣଙ୍କ ସୁବିଧା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆୟୋଜକ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବାଲିଯାତ୍ରାର ଐତିହ୍ୟ ଓ […]

ନନ୍ଦନ କାନନ ପାଇଁ ଖୁସି ଖବର।

ବାରଙ୍ଗ,୧୨।୧୦(ଲିଙ୍ଗରାଜ ରାଉତ)ନନ୍ଦନକାନନକୁ ଆସିଛନ୍ତି ନୂଆ ଅତିଥି। ଗୁଜୁରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ୧୪ ପ୍ରକାରର ମୋଟ ୫୮ଟି ବିଦେଶୀପ୍ରାଣୀ ନନ୍ଦନକାନନକୁ ଶୁକ୍ରବାର ରାତିରେ ଆସି ପହଁଚିଛି।ଏହି ବିଦେଶୀପ୍ରାଣୀକୁ ଦାନ ସୂତ୍ରରେ ଟ୍ରଷ୍ଟ ପକ୍ଷରୁ ଦିଆଯାଇଛି ବୋଲି ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।ଆସିଥିବା ନୂଆ ଅତିଥିମାନଙ୍କ ମଧ୍ୟରେ ରହିଛି ଜେବ୍ରା (୨ଟି ଅଣ୍ଡିରା, ୨ଟି ମାଈ), କଙ୍ଗାରୁ (୨ଟି ଅଣ୍ଡିରା, ୨ଟି ମାଈ), ବେନେଟ୍ସ ୱାଲାବି (୩ଟି ଅଣ୍ଡିରା,୩ଟି ମାଈ), […]

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବର ମାସ, ୧୩ ତାରିଖ, ରବିବାର ।ଖୁଦୁରୁକୁଣୀ ଓଷା,ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କର ନିକୁଞ୍ଜ ଲୀଳା, ଶ୍ରୀବରାହଜୟନ୍ତୀ, ଅଲେଖମହିମା ଗାଦିରେ ନବାନ୍ନ ଉତ୍ସବ,ଋତୁ- ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ- ଦକ୍ଷିଣାୟନ ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୬/୧୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୪୭/୫୦ ,ଭାଦ୍ରବ ମାସ,ଶୁକ୍ଳପକ୍ଷ,ଆଦିତ୍ୟ ବାସ,ତିଥି- ଦ୍ବିତୀୟା ପ୍ରାତଃ ଘ୬/୪୩ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ନକ୍ଷତ୍ର- ହସ୍ତା ନକ୍ଷତ୍ର ଦିବା ଘ୧/୨୬ମି ପର୍ଯ୍ୟନ୍ତ ତଦନ୍ତେ ଚ଼ିତ୍ରା ନକ୍ଷତ୍ର ।ଶୁକ୍ଳଯୋଗ ଦିବା ଘ୨/୪୦ମି ପର୍ଯ୍ୟନ୍ତ ତଦନ୍ତେ ବ୍ରହ୍ମଯୋଗ ।କରଣ- କୌଳବକରଣ ପ୍ରାତଃ ଘ୬/୪୩ମି ପର୍ଯ୍ୟନ୍ତ ତଦନ୍ତେ […]

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବରମାସ, ୧୨ତାରିଖ,ଶନିବାର ।ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କର ଦାବାଗ୍ନି ଲୀଳା, ଦ୍ବିତୀୟାର ଚନ୍ଦ୍ର ଦର୍ଶନପୂଜା ଓ ଅର୍ଘ୍ୟଦାନ,ଋତୁ-ବର୍ଷାଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୬/୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୪୮ /୪୪,ଭାଦ୍ରବ ମାସ, ଶୁକ୍ଳପକ୍ଷ,ଶୌରିବାସ,ତିଥି- ପ୍ରତିପଦ ଦିବା ଘ୭/୩୦ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ଦିବା ଘ୧/୨୦ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର ।ଶୁଭଯୋଗ ଦିବା ଘ୪/୧୦ମି ପର୍ଯ୍ୟନ୍ତ ତଦନ୍ତେ ଶୁକ୍ଳଯୋଗ ।କରଣ- ବବକରଣ ଦିବା ଘ୭/୩୦ମି ପର୍ଯ୍ୟନ୍ତ ତଦନ୍ତେ ବାଳବକରଣ ରାତ୍ରି ଘ୭/୬ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି […]

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବର ମାସ, ୧୧ତାରିଖ, ଶୁକ୍ରବାର । ଶ୍ରୀମନ୍ଦିରେ ସପ୍ତପୁରୀ ଅମାବାସ୍ୟା, ଶ୍ରୀଜୀଉଙ୍କର ସପ୍ତପୁରୀ ଭୋଗ, ବସ୍ତ୍ରହରଣ ଲୀଳା,ଋତୁ- ବର୍ଷାଋତୁର (ଦ୍ବିତୀୟ ମାସ) ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୫/୫୩🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୪୯/ ୩୭,ଭାଦ୍ରବ ମାସ, କୃଷ୍ଣପକ୍ଷ,ଭୃଗୁ ବାସ,ତିଥି- ଅମାବାସ୍ୟା ଦିବା ଘ୮/୫୧ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ।ନକ୍ଷତ୍ର- ପୁର୍ବାଫାଲ୍ଗୁନୀ ନକ୍ଷତ୍ର ଦିବା ଘ୧/୫୦ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ।ସାଧ୍ୟଯୋଗ ସନ୍ଧ୍ୟା ଘ୬/୯ମି ପର୍ଯ୍ୟନ୍ତ ତଦନ୍ତେ ଶୁଭଯୋଗ ।କରଣ- ନାଗକରଣ ଦିବା ଘ୮/୫୧ମି ପର୍ଯ୍ୟନ୍ତ ତଦନ୍ତେ […]

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବର ମାସ, ୧୦ ତାରିଖ, ଗୁରୁବାର ।ଶ୍ରୀମନ୍ଦିରକୁ ଶ୍ରୀଜୀଉଙ୍କର ସପ୍ତପୁରୀ ତାଡ଼ବିଜେ, ଗୃହୀଣାଂ ସପ୍ତପିତୃକା ଅମବାସ୍ୟା, ଦର୍ଭସଂଗ୍ରହ, କେତୁଗ୍ରହ ଜୟନ୍ତୀ, ଅଦ୍ୟ ନଷ୍ଟଚନ୍ଦ୍ରୋପବାସ ଓ ନିଶାପାଳନ ।ବିବିଧ- ରାତ୍ରୌ ଗୋଦୋହନ ନିଷେଧ । ଦିବା ଘ୭/୫୫ମି ସମୟେ ଚନ୍ଦ୍ରକ୍ଷୟ ଆରମ୍ଭ ।ଋତୁ- ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୫/୪୧🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୦/୩୧,ଭାଦ୍ରବ ମାସ,କୃଷ୍ଣପକ୍ଷ,ବୃହସ୍ପତି ବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୦/୩୯ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ।ନକ୍ଷତ୍ର- ମଘା ନକ୍ଷତ୍ର ଦିବା ଘ୨/୪୭ମି […]

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବର ମାସ, ୯ ତାରିଖ, ବୁଧବାର ।  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ, ଅନ୍ନପ୍ରଥା, ଦ୍ବାପର ଯୁଗାଦିଶ୍ରାଦ୍ଧ, ସ୍ବାମୀ ଚିଦାନନ୍ଦଙ୍କର ପୁଣ୍ୟତିଥି, ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ାପରିକ୍ରମା ।ଋତୁ- ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୫/୨୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୧/୨୪ଭାଦ୍ରବମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ତ୍ରୟୋଦଶୀ ଦିବା ଘ୧୨/୪୬ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ନକ୍ଷତ୍ର- ଅଶ୍ଳେଷା ନକ୍ଷତ୍ର ଦିବା ଘ୪/୫ମି ପର୍ଯ୍ୟନ୍ତ ତଦନ୍ତେ ମଘାନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ […]