Browsing author

SATYA SANDHANA DESK

ଛାଇଗଲା ଯୁଦ୍ଧର ଘନଘଟା

୧-ରାଜ୍ୟରେ ଖୁବ୍ ଶୀଘ୍ର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭାବନା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏସ୍‌ଓପି ପ୍ରସ୍ତୁତ କରାଯାଉଛି। ୨-୧୭ତମ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ: ଭକ୍ତିରସ ପରେ ଛାଇଗଲା ଯୁଦ୍ଧର ଘନଘଟା । ୩-ଆଗଧାଡ଼ିର ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ, ଟିକା ନେଲେ ପୁଲିସ ଡିଜି, ଜିଲ୍ଲାପାଳ, ଏସ୍‌ପି । ୪–ବହୁ ଚର୍ଚ୍ଚିତ ମାହାଙ୍ଗା […]

କେବେ ଖାଇଛନ୍ତି ନାଲି କଦଳୀ ? ଖାଇଲେ କଣ ହେବ ଜାଣନ୍ତୁ !

କଦଳୀ ଏମିତି ଏକ ଫଳ ଯାହା ସବୁଠାରୁ ଅଧିକ ଖିଆଯାଇଥାଏ। କଦଳୀ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। କିନ୍ତୁ ଅଧିକାଂଶ ଲୋକ ସାଧାରଣତଃ ହଳଦିଆ ଚୋପା ବିଶିଷ୍ଟ କଦଳୀ ଖାଇଛନ୍ତି। ନାଲି ଚୋପା କଦଳୀ ସମ୍ଭବତଃ ବହୁତ ଲୋକ ଖାଇନଥିବେ। ଆଶ୍ଚର୍ଯ୍ୟ ଲାଗୁଛି କି ? ହଁ, ନାଲି କଦଳୀ ବି ଥାଏ। ଏହା ପୋଷକ ତତ୍ଵ ରେ ଭରପୁର। ନାଲି କଦଳୀରେ ୧୧ ଖଣିଜ, ୬ ଭିଟାମିନ, ଫାଇବର ଓ କାର୍ବୋହାଇଡ୍ରେଟ୍ସ ରହିଛି। ସେଥିପାଇଁ […]

ଆଜିର ରାଶିଫଳ

ଫେବୃଆରୀ ୦୭ ତାରିଖ ୨୦୨୧ ମସିହା(ରବିବାର)ମାଘମାସ-କୃଷ୍ଣପକ୍ଷ,ତିଥି-ଦଶମୀ,ନକ୍ଷତ୍ର-ଜ୍ୟେଷ୍ଠା,ଚନ୍ଦ୍ର – ବିଛା,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମ ଶାଗ ଶିମ୍ବ ଭକ୍ଷଣ ନିଷେଧ। ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ […]

ଆଜିର ଅନୁଚିନ୍ତା

➡️ଏହି ଚାରୋଟି କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ ପୁରୁଣା ବସ୍ତ୍ର —- ଗରିବ ସାଙ୍ଗ —- ସାଧାରଣ ଜୀବନ — ଏବଂ ବୟସ୍କ ବାପା ମାଆ — ➡️ମଣିଷର ଅସଲ ଚରିତ୍ର ତେବେ ସାମ୍ନାକୁ ଆସିଥାଏ —ଯେବେ ସେ ନିଶାରେ ଥାଏ, ସେ ନିଶା ଧନର ନିଶା ହେଇଥାଉ, ପଦର ନିଶା ହୋଇଥାଉ ବା ମଦର ନିଶା ହୋଇଥାଉ । ➡️ପିତା ମାତାଙ୍କ ଆଖିରେ ଦୁଇଥର ଲୁହ ଆସିଥାଏ ୧: ଯେବେ ଝିଅ ଶାଶୁଘର […]

ସିତାରାମ ଙ୍କୁ ମିଳିଲା ସହାୟତା

କେନ୍ଦ୍ରାପଡା,୬/୨(ଏସଏସନିୟୁଜ)କେନ୍ଦ୍ରାପଡାର ଧୁମାତ ଗ୍ରାମର ସିତାରାମ ମଲ୍ଲିକ ଗତ୮ବର୍ଷହେଲା ଆଣ୍ଠୁଗଣ୍ଠି ରୋଗରେ ଆକ୍ରାନ୍ତ ହୋଇ କୋହଭରା କଣ୍ଠରେ ଗଣମାଧ୍ୟମ ଆଗରେ ଚିକିସ୍‌ା ଲାଗି ସାହୟତା ମାଗିଥିଲେ । ଏଖବର ପାଇବା ପରେ ଓଡିଶା ମୋ-ପରିବାର ତରଫରୁ କେନ୍ଦ୍ରାପଡା ଜୀବନବିନ୍ଦୁ ସଂଯୋଜକ କାଳିପ୍ରସାଦମିଶ୍ରଙ୍କୁ ଯୋଗାଯୋଗ କରି ସହାୟତାର ହାତ ବଢାଇବାକୁ ଚେଷ୍ଠା କରାଯାଇଥିଲା । ମିଶ୍ର କେନ୍ଦ୍ରାପଡାର ସବ୍‌କଲେକ୍ଟର ନିରଞନବେହେରାକୁ ଯୋଗାଯୋଗ କରି ସମସ୍ୟା ସର୍ମ୍ପକରେ ଜଣାଇଥିଲେ ।ଏହାପରେ ସୀତାରାମକୁ କିପରି ନୀୟମିତ ଔଷଧ ଯୋଗଇଦିଆଯିବ ସେ ବ୍ୟବସ୍ଥା କରିବାସହ […]

ସୂଚନା ଦେଲେ ୫୦ ହଜାର

ଭୁବନେଶ୍ୱର୬/୨(ଏସଏସନିୟୁଜ) ଗତ ଗୁରୁବାର ଦିନ ଚନ୍ଦକାର ଦାଶପୁରରାସ୍ତା ପାଖରୁ ମିଳିଥିବା ମୁଣ୍ଡ ବିହୀନ ଶବର ଅଦ୍ୟାବଧି ପରିଚୟ ମୋଲିପାରିନାହି । ରାଜ୍ୟର ବିଭିନ୍ନ ଥାନାକୁ ଏ ବିଷୟରେ ଅବଗତ କରିଛି ପୁଲିସ । ଏହାସହ ସହରର ବିଭିନ୍ନ ଅଂଚଳରେ ପୋଷ୍ଟର ଲଗାଯାଇ ମୃତ ମହିଳା ସମ୍ପର୍କରେ ପୁଲିସକୁ ସଠିକ ସୂଚନା ଦେଲେ, ସୂଚନାକାରୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ସୂଚନାଦାତାଙ୍କ ନାମ ଗୋପନ ରଖି […]

ବ୍ରହ୍ମପୁରରେ ବଣ୍ଟାହେଲା ‘ପରୀକ୍ଷା ଦର୍ପଣ

ବ୍ରହ୍ମପୁର,୬/୨(ଏସଏସନିୟୁଜ)ବ୍ରହ୍ମପୁର ସହରରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ବଣ୍ଟା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଭି.ଭି. ଗିରି ରୋଡ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପଧାନ ‘ପରୀକ୍ଷା ଦର୍ପଣ’ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତି ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ଆରତିବାଳା ପଟ୍ଟନାୟକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଜିଲା ଶିକ୍ଷା ଅଧିକାରୀ ପଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା […]

ଆଜିର ଅନୁଚିନ୍ତା

➡️ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ ଲକ୍ଷ୍ୟ ଜୀବନକୁ ବ୍ୟସ୍ତ ଶିଖାଏ ପଡିଗଲେ କଷ୍ଟ ତ ହୁଏ ନିଶ୍ଚିତ ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ —- ➡️ଧନ , ଯୌବନ ଓ ଜୀବନ କେବେ ସ୍ଥାୟୀ ହୋଇନଥାଏ, ତଥାପି ଧନ ଥିଲେ ଲୋକେ ଗର୍ବି ହୁଅନ୍ତି, ଆଉ ଜୀବନ ଥିବା ଯାଏ ଲୋଭ କରନ୍ତି !! ➡️ଆତ୍ମଶାନ୍ତି ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର, କାରଣ ମଣିଷ ପାଖରେ ଯେତେ ଧନ ଦୌଲତ ଥିଲେ ବି ତାହାର […]

ଆଜିର ରାଶିଫଳ

ଫେବୃଆରୀ ୦୬ ତାରିଖ ୨୦୨୧ ମସିହା(ଶନିବାର),ମାଘମାସ-କୃଷ୍ଣପକ୍ଷ,ତିଥି-ନବମୀ,ନକ୍ଷତ୍ର-ଅନୁରାଧା,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ କଲମ ଶାଗ ଭକ୍ଷଣ ନିଷେଧ । ମେଷ-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ। ବୃଷ-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ […]

ଦିଲ୍ଲୀକୁ ଛାଡ଼ି ଦେଶର ଅନ୍ୟ ସମସ୍ତ ସ୍ଥାନରେ ହେବ ‘ଚକା ଜାମ୍‌’,

ଖବର ଆଜିର,ତାରିଖ ୦୬-୦୨-୨୦୨୧ ଶନିବାର ୧- ମହଙ୍ଗାପଡ଼ିଲା ଡାଟା ସହ ଅନ୍ଲିମିଟେଡ୍ କଲ୍ ମୋହ ମୋବାଇଲ୍ ଓ ଟିଭି ରିଚାର୍ଜ ନାଁରେ ୨ଲକ୍ଷ ଗ୍ରାହକଙ୍କୁ ଠକେଇ କୋଟି କୋଟି ଟଙ୍କାର ଚୂନ ଲଗାଇ ଚମ୍ପଟ ସାଂଘଭି ମାଲିକ କଟକ ଡିସିପିଙ୍କୁ ଭେଟିଲେ କ୍ଷତିଗ୍ରସ୍ତ ଗ୍ରାହକ ଏବଂ ସଂସ୍ଥାର ଏଜେଣ୍ଟ ୨-କୃଷକଙ୍କ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଆଲୋଚନା । କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଣ ରହିଛି କଳା, ଜବାବ ରଖନ୍ତୁ ବିରୋଧୀ ଓ ଚାଷୀ । […]