ସ୍ବେଚ୍ଛାକୃତ ଅବସର ନେଲେ ସୁଜାତା କାର୍ତ୍ତିକେୟନ!
ଭୁବନେଶ୍ଵର,୨୯।୩(ଏସଏସନିୟୁଜ)ଭି.କେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ଭିଆରଏସ୍ ନେଇଥିବାର ସୂଚନା ମିଳୁଛି। ସ୍ବେଚ୍ଛାକୃତ ଅବସର ଲାଗି ସୁଜାତାପୂର୍ବରୁ ଆବେଦନ କରିଥିଲେ କିନ୍ତୁ ଛୁଟି ନମିଳିବାରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ତେବେ ଏବେ ସେ କଣ କରିବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।