Browsing author

SATYA SANDHANA DESK

ଦିଲ୍ଲୀ ନିର୍ବାଚନ – ବିଜେପିର ପ୍ରତ୍ୟାବର୍ତ୍ତନ

  ଭୁବନେଶ୍ୱର ,୮।୨(ଏସଏସନିଉଜ)ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ହାଇଭୋଲ୍ଟ ଝଟକା। ଗୋଟିଏ ପଟେ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାଥି ମାନେ ଗୋଟେ ପରେ ଗୋଟେ ଆସନରେ ବିଜୟ ଲାଭ କରୁଥିବା ବେଳେ ଆମ୍ ଆଦମୀ ପାର୍ଟିର ଟାଣୁଆ ନେତାମାନେ ପରାଜୟର ସ୍ବାଦ ଚାଖି ଛନ୍ତି।ନୂଆଦିଲ୍ଲୀ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା ଆପର ସୁପ୍ରିମୋକେଜ୍ରିୱାଲ ୩୧୮୨ ଭୋଟରେ ବିଜେପି ପ୍ରାର୍ଥୀ ପରବେଶ ଵର୍ମାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିଶୋଦିଆ ମଧ୍ୟ […]

ଆଜିର ରାଶିଫଳ

ଫେବୃଆରୀମାସ ୦୮ତାରିଖ ୨୦୨୫ମସିହା (ଶନିବାର)ମାଘମାସ- ଶୁକ୍ଳପକ୍ଷ ,ତିଥି- ଏକାଦଶୀ ରାତ୍ରି ଘ ୦୮/୨୬ ଗତେ ଦ୍ଵାଦଶୀ ନକ୍ଷତ୍ର- ମୁର୍ଗଶିରାସନ୍ଧ୍ୟା ଘ୦୬/୫୪ଗତେ ଆର୍ଦ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୨୮ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୨୨ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୮/୨୬ ଗତେ ନୈରୁତେ ,ଏକାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର ,କାଳବେଳା -ଦିବା ଘ୦୭/୪୫ ମଧ୍ୟେ ଓ ଦିବା ଘ୦୪/୧୬ଗତେ ଘ୦୫/୪୦ ମଧ୍ୟେ ,ବାରବେଳା – ଦିବା ଘ୦୧/୨୮ ଗତେଘ୦୨/୫୩ ମଧ୍ୟେ ,ବିଶୁଦ୍ଧ […]

ରାସ୍ତାରେ ଚାଲୁଛି ବଜ୍ରକାପ୍ତା

ବାରଙ୍ଗ,୬ା୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଜରିପାଟଣା ନିକଟରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ। ଗୁରୁବାର ସକାଳୁ ପ୍ରାତଃ ଭ୍ରମଣ କରୁଥିବା ସ୍ଥାନୀୟଲୋକେ ପ୍ରାୟ ୩୫ କିଲୋ ଓଜନର ଏହି ଅଣ୍ଡିରା ବଜ୍ରକାପ୍ତାଟି ରାସ୍ତା ଉପରେ ବୁଲୁଥିବା ସମୟରେ ଏକ ଅଟୋ ସହ ଧକ୍କା ହୋଇଥିବା ଦେଖିବାକୁ ପାଇଥିଲେ। ବଜ୍ରକାପ୍ତାଟି ସଙ୍ଗେସଙ୍ଗେ ରାସ୍ତା ଉପରୁ ଚାଲିଯାଇ କେନାଲ କଡ଼ରେ ଥିବା ଗାତ ମଧ୍ୟରେ ପସି ଯାଇଥିଲା। ଉପସ୍ଥିତ ଲୋକେ ବନବିଭାଗକୁ ଖବର ଦେବାପରେ ମଞ୍ଚେଶ୍ୱର ବନାଞ୍ଚଳର କର୍ମଚାରୀ ସକାଳ ୯ଟାପାଖାପାଖି […]

ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ – ୩କୋର୍ଟଚାଳଣ

ବାରଙ୍ଗ,୬ା୨(ଏସଏସନିଉଜ)ବୁଧବାର ସନ୍ଧ୍ୟାରେ ବାରସିଂହାଗ୍ରାମରେ ଗୋଡିସାହି ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରାଯିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଲାଣ କରିଛି। ଗିରଫ ୩ ଜଣ ହେଉଛନ୍ତି ସମୀର ରାଉତ, ପ୍ରଶାନ୍ତ ରାଉତ ଏବଂ ପିଣ୍ଟୁ ବେହେରା। ସମସ୍ତ ଅଭିଯୁକ୍ତ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବାରସିଂହା ଗ୍ରାମର ବାସିନ୍ଦା ହୋଇଥିବାର ଜଣାପଡିଛି । ସୂଚନା ମୁତାବକ ବୁଧବାର ସନ୍ଧ୍ୟାସମୟରେ ବାରସିଂହାଗ୍ରାମର ଜଣଙ୍କଘରୁ ବିଦ୍ୟୁତ ସଂଯୋଗ ବିଛିନ୍ନହୋଇଯାଇଥିବାରୁ ମରାମତି କାର୍ୟ୍ୟ କରିବାପାଇଁ ପାଇଁ ଗୋଡିସାହି ବିଦ୍ୟୁତ୍ […]

ମାଗଣା ମୁଖଗହ୍ୱର ପରୀକ୍ଷା ଶିବିର

ବାରଙ୍ଗ,୬ା୨(ଏସଏସନିଉଜ) ଭୁବନପୁର ମାମଙ୍ଗଳାଯୁବପରିଷଦ ତରଫରୁ ଗ୍ରାମରତ୍ରିନାଥମନ୍ଦିର ପଡିଆ ନିକଟରେ ମାଗଣାରେ ମୁଖଗହ୍ୱର ପରୀକ୍ଷା ଶିବିର ଗୁରୁବାରଦିନ ସକାଳ ୧୧ଟାରେ ଆରମ୍ଭ ହୋଇଛି ।ଦିନିକିଆ ଏହି କାର୍ଯ୍ୟକ୍ରମରେ କିମ୍ସର ଡାକ୍ତରମାନେ ଡ.ଗୁଞନ କୁମାର ଓ ଡ.ସ୍ପନ୍ଦିତାଦାସଙ୍କ ନେତୃତ୍ୱରେ ୧୦ଜଣିଆ ଦଳ ଯୋଗଦେଇଥିଲୋ ।ଏଥିରେ ଭୁବନପୁର ଗ୍ରାମବାସୀମାନଙ୍କ ସହ ଆଖାପାଖ ଗ୍ରାମରୁ ଶତାଧିକ ଲୋକମାନେ ଯୋଗଦେଇ ସେମାନଙ୍କ ମାଗଣାରେ ପରୀକ୍ଷା କରାଇ ମାଗଣା ଔଷଧ ନେଇଥିଲେ ।ମାମଙ୍ଗଳାଯୁବପରିଷଦର ସଭାପତି ରଞନକୁମାରଭଟଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଏହାକୁ ପରିଚାଳନା କରିଥିଲେ ।

ଆଜିର ରାଶିଫଳ

ଫେବୃଆରୀମାସ ୦୭ତାରିଖ ୨୦୨୫ମସିହା (ଶୁକ୍ରବାର)ମାଘମାସ- ଶୁକ୍ଳପକ୍ଷ ,ତିଥି- ଦଶମୀ ରାତ୍ରି ଘ ୦୯/୩୬ ଗତେ ଏକାଦଶୀ ,ନକ୍ଷତ୍ର- ରୋହିଣୀ ରାତ୍ରି ଘ ୦୭/୨୬ ଗତେ ମାର୍ଗଶିରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୫୨ ,ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୩୬ ଗତେ ଅଗ୍ନିକୋଣେ ,ଦଶମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର ,ବିଛା ,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୯/୦୯ ଗତେ ଘ୧୧/୫୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୬ ମଧ୍ୟେ […]

ଆଜିର ରାଶିଫଳ

ଫେବୃଆରୀମାସ ୦୬ତାରିଖ ୨୦୨୫ମସିହା (ଗୁରୁବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ନବମୀ ରାତ୍ରିଘ l୧୧/୦୧ ଗତେ ଦଶମୀ,ନକ୍ଷତ୍ର- କୃର୍ତ୍ତିକା ରାତ୍ରି ଘ୦୮/୧୨ ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୨୨, ଯୋଗିନୀ ପୂର୍ବେ ରାତ୍ରି ଘ୧୧/୦୧ ଗତେ ଉତ୍ତରେ, ନବମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୫୧ ଗତେ ଘ୦୫/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୧୨/୪୬ ଗତେ ଘ୦୩/୧୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୫୮ମଧ୍ୟେ ଓ ଘ୧୧/୧୩ଗତେ ଘ୦୧/୩୪ ମଧ୍ୟେ,ଅଦ୍ୟ ଲାଉ ଭକ୍ଷଣ ନିଷେଧ। […]

ବଟାନିକାର୍ଲଗାର୍ଡେନକୁ ୪୫ପୁରସ୍କାର

ବାରଙ୍ଗ,୪ା୨(ଏସଏସନିଉଜ)ନାଲକୋ ପକ୍ଷରୁ ୩ଓ୪ତାରିଖ ଦୁଇଦିନଧରି ଚାଲିଥିବା ପୁଷ୍ପ ପଦର୍ଶନୀରେ ରାଜ୍ୟଉଭିଦ ଉଦ୍ୟାନକୁ ୪୫ଟିପୁରସ୍କାର ମିଳିଛି ।ଏହି ପୁଷ୍ପ ପଦର୍ଶନୀରେ ରାଜ୍ୟର ବିଭିର୍ଣ ଅନୁଷ୍ଠାନ ଯୋଗଦାନକରି ଉଦ୍ୟାନ କୃଷି ଓ ଉଦ୍ଭିଦ ପ୍ରଜାତିର ବିବିଧତା ଉପରେ ପ୍ରଦର୍ଶନ କରିଥିଲେ ।ଏହି ପୁଷ୍ପପଦର୍ଶନୀରେ ଫୁଲପତ୍ରସହ ମିଶାଗଛର ସାଜସଜା,ପତ୍ରଥିବାଗଛ,ଫୁଲଗଛ ଆଦିକୁ ମିଶାଇ ସମୁଦାୟ ୫୨ପ୍ରକାରର ପ୍ରତିଯୋଗୀତା କରାଯାଇଥିଲା ।ଏଥିରେ ୪୫ଟି ପ୍ରତିଯୋଗୀତାରେ ବଟାନିକାର୍ଲ ଗାର୍ଡେନକୁ ସଫଳତା ମିଳିଛି ।ସେଥିମଧ୍ୟରେ ବିଭିର୍ଣବର୍ଗରେ ପ୍ରଥମସ୍ଥାନରେ ୨୪ଟି, ଦ୍ୱିତୀୟ ସ୍ଥାନରେ୧୬ଟି ଓ ୫ଟି ମେରିଟ ପୁରସ୍କାର […]

ଅଧା ରହିଗଲା ଠାକୁର ପୂଜା

ବାରଙ୍ଗ,୪।୨(ଏସଏସନିଉଜ)ଅଧା ରହିଗଲା ଠାକୁର ପୂଜା।ଝିଅ ଆସିଥିଲା ଫୁଲ ଆଣିବା ପାଇଁ।କିନ୍ତୁ ବାଟରେ ଜଗିରହିଥିଲା ଯମ ରୁପି ମୋ ବସ।ସାଇକେଲ ନେଇ ଆସୁଥିବା ବେଳେ ଛୋଟ ଝିଅକୁ ପଛରୁ ଧକା ଦେଇଥିଲା।ଯାହାଫଳରେ ସେହିଠାରେ ଚାଲିଯାଇଥିଲା ଝିଅର ଜୀବନ।ଏହି ଭଳି ଘଟଣା ମଙ୍ଗଳବାର ସକାଳେ ରଘୁନାଥପୁର ଗାଁ ମୁଣ୍ଡରେ ଘଟିଥିଲା। ଦୁର୍ଘଟନା ଘଟାଇଥିବା ଚାଳକକୁ ଗିରଫ କରି ପୋଲିସ କୋର୍ଟଚାଲଣ କରିଛି। ପ୍ରକାଶଯେ, ସାବିତ୍ରୀ ଜୁଆଡ଼ି ନାମକ ମହିଳା ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀସେ ପରିବାର ସହ ନନ୍ଦନକାନନ […]

ଆଜିର ରାଶିଫଳ

ଫେବୃଆରୀମାସ ୦୫ତାରିଖ ୨୦୨୫ମସିହା (ବୁଧବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ ୧୨/୪୦ ଗତେ ନବମୀ,ନକ୍ଷତ୍ର- ଦ୍ଵିଜା ରାତ୍ରି ଘ ୦୯/୧୩ ଗତେ କୃର୍ତ୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/ ୫୨,ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୪୦ ଗତେ ପୂର୍ବେ,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷ ରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୯/୧୦ ଗତେ ଘ୧୦/୩୪ ମଧ୍ୟେ, ବାରବେଳା – ଦିବା ଘ୧୧/୫୮ଗତେ ଘ୦୧/୨୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୫୮ମଧ୍ୟେ ଓ ଘ୦୧/୨୩ ଗତେ ଘ୦୨/୨୩ ମଧ୍ୟେ ଓ ରାତ୍ରି […]