Browsing author

SATYA SANDHANA DESK

ଶିକ୍ଷା ନିୟମରେ ହେଲା ବଡ଼ ପରିବର୍ତ୍ତ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ୫ମ ଏବଂ ୮ମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ପାସ୍ ହେବେ ନାହିଁ।ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ଦୁଇ ମାସ ମଧ୍ୟରେ ପରୀକ୍ଷା ପୁଣି ପରୀକ୍ଷା ଦେବାର ସୁଯୋଗ ପାଇବେ।ଯଦି ସେମାନେ ଦ୍ୱିତୀୟ ଥର ଫେଲ୍ ହୁଅନ୍ତି, ତେବେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯିବ ନାହିଁ ।ତାଙ୍କୁ ପଞ୍ଚମ ଶ୍ରେଣୀ କିମ୍ବା ଅଷ୍ଟମ ଶ୍ରେଣୀରେ ରଖାଯିବ। ଏଥି ସହିତ, କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ୮ମ ଶ୍ରେଣୀରୁ ବହିଷ୍କାର କରିବାକୁ […]

ଗାଓଁ କି ଓର କର୍ମଶାଳା

କଟକ,୨୩ା୧୨(ଏସଏସନିଉଜ)ଜାତୀୟସ୍ତରରେ ଡିସେମ୍ବର ୧୯ ତାରିଖଠାରୁ ୨୪ ତାରଖ ପର‌୍ୟ୍ୟନ୍ତ “ସୁଶାସନ ସପ୍ତାହ” ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ “ସୁଶାସନ-ପ୍ରଶାସନ ଗାଓଁ କି ଓର” ବିଷୟବସ୍ତୁ ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜନ କରଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଲୋଚ୍ୟ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଟିପ୍ପଣୀ […]

ନୂଆ ରେଳ ଓଭରବ୍ରିଜକୁ ଉଦ୍‌ଘାଟନ କଲେ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)କଟକ ଓ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଉପୁଜୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନିର୍ମିତ ନୂଆ ରେଲୱେ ଓଭର ବ୍ରିଜକୁ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପରାହରେ ଉଦ୍‌ଘାଟନ କରିଛନ୍ତି । ୬୦ କୋଟି ୯୩ ଲକ୍ଷ ୬୫ ହଜାର ବ୍ୟୟରେ ନିର୍ମିତ ଏହି ସେତୁ କଟକ ସହର ଓ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାତାୟତ ସମୟକୁ କମ୍ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣରେ […]

ହନୁମାନ ମୁର୍ତିଭାଙ୍ଗି ନେଇଗଲେ ରୁପାଆଭୁଷଣ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)ବଡ଼ବିଲରେ ହନୁମାନ ମୂର୍ତ୍ତିଭଙ୍ଗାକୁ ନେଇ ଉତ୍ତେଜନାଦେଖାଦେଇଛି ।ବଡବିଲ ନ୍ୟୁ ମାର୍କେଟରେ ହନୁମାନ ମୂର୍ତ୍ତିଭଙ୍ଗାକୁ ନେଇ ଉତ୍ତେଜନା ଦେଖାଦେବାରୁ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି ।ରାତିରେ କେହି ଦୁର୍ବୃତ୍ତ ହନୁମାନ ମୂର୍ତ୍ତି ଭାଙ୍ଗି ରୂପା ଆଭୂଷଣ ନେଇଯାଇଥିବାର ଅଭିଯୋଗ ହୋଇଛିାଜୟ ହନୁମାନ ଯୁବକ ଆଖଡ଼ା ଦ୍ଵାରା ସ୍ଥାପିତ ହୋଇଥିଲା ହନୁମାନ ମୂର୍ତ୍ତିା

ଆଜିର ରାଶିଫଳ

ଡିସେମ୍ବରମାସ ୨୪ତାରିଖ ୨୦୨୪ମସିହା (ମଙ୍ଗଳବାର)ପୌଷମାସ- କୃଷ୍ଣପକ୍ଷ ,ତିଥି- ନବମୀ ରାତ୍ରି ଘ ୦୭/୪୦ଗତେ ଦଶମୀ ,ନକ୍ଷତ୍ର- ହସ୍ତା ଦିବା ଘ୧୧/୫୨ ଗତେ ଚିତ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୨୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୧୦ ,ଯୋଗିନୀ ପୂର୍ବେ ରାତ୍ରି ଘ୦୭/୪୧ଗତେ ଉତ୍ତରେ ,ନବମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୦୮ ଗତେ ଘ୦୨/୩୧ ମଧ୍ୟେ ,ବାରବେଳା – ଦିବା ଘ୦୭/୪୩ ଗତେ ଘ୦୯/୦୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୦ମଧ୍ୟେ ଓ ଘ୦୯/୦୫ […]

ଆଜିର ରାଶିଫଳ

ଡିସେମ୍ବରମାସ ୨୩ତାରିଖ ୨୦୨୪ମସିହା (ସୋମବାର)ପୌଷମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ ୦୪/୫୭ ଗତେ ନବମୀ,ନକ୍ଷତ୍ର- ଉତ୍ତରା ଫା ଦିବା ଘ ୦୪୨ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୧୦/୩୦, ଯୋଗିନୀ ଐଶାନ୍ୟେ ଦିବା ଘ୦୪/୫୭ ଗତେପୂର୍ବେ ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୃଷରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୪୦ ଗତେ ଘ୦୯/୦୬ ମଧ୍ୟେ,ବାରବେଳା – ଦିବା ଘ୦୨/୩୦ ଗତେ ଘ୦୩/୫୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୯ ମଧ୍ୟେ ଓ ଘ୦୯/୩୬ ଗତେ ଘ୧୨/୫୯ ମଧ୍ୟେ ଓ […]

ଥରିବ ଓଡିଶା!

ଭୁବନେଶ୍ବର,୨୨/୧୨(ଏସଏସନିଉଜ) ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇଦିନର ଲଗାଣ ବର୍ଷା ପରେ ଆଜି କେତେକ ସ୍ଥାନରେ ପାଗରେ ସ୍ବାଭାବିକ ଦେଖିବାକୁ ମିଳିଛି ।ଲଘୁଚାପ ଜନିତ ବର୍ଷା ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଏଥିସହିତ ରାଜ୍ୟରେ ଶୀତ ବଢିବା ସହିତ ଚାରିଆଡେ ଘନ କୁହୁଡି ଆଚ୍ଛାଦିତ ହେବ ।ଏଥିପାଇଁ ଆଗାମୀ ୨୪ଘଣ୍ଟା ପାଇଁ କୋରାପୁଟ,କନ୍ଧମାଳ, ରାୟଗଡା, କଳାହାଣ୍ଡି, କେନ୍ଦୁଝର ଏବଂ ଝାରସୁଗୁଡା ଆଦି ୬ ଜିଲ୍ଲାକୁ ୟେଲୋଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଦକ୍ଷିଣ […]

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର

ଭୁବନେଶ୍ବର,୨୨/୧୨(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ଆବେଦନ ଆରମ୍ଭ ହୋଇଛି । ଏଥିରେ ୭ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ । ଜିଲ୍ଲା ଓ ବ୍ଲକ ସମେତ ଶିକ୍ଷଣ ପ୍ରତିଷ୍ଠାନ, ଶିକ୍ଷକ, ଅଧିକାରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର ନିମନ୍ତେ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ଜରିଆରେ ଆବେଦନ ଗ୍ରହଣ କରାଯିବ । msp.odisha.gov.in ପୋର୍ଟାଲରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ କରିପାରିବେ ।

ନୂଆବର୍ଷରୁ ମହାପ୍ରଭୁଙ୍କ ଧାଡି ଦର୍ଶନ

ଭୁବନେଶ୍ବର,୨୨/୧୨(ଏସଏସନିଉଜ)ଜାନୁଆରୀ ୧ ତାରିଖରୁ ଆରମ୍ଭହେବ ମହାପ୍ରଭୁଙ୍କ ଧାଡିଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ ବୋଲି ସୂଚନାଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ହୋଇଯିବ । ଶନିବାର ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ। କାମ ସନ୍ତୋଷ ଜନକ ଭାବେ ଚାଲିଛି। ପରୀକ୍ଷା ମୂଳକଭାବେ ଡିସେମ୍ବର ୩୦ ଓ ୩୧ତାରିଖରେ ଧାଡି ଦର୍ଶନହେବ ।ଜାନୁଆରର ୧ତାରିଖରୁ ନିୟମିତ ଦର୍ଶନ ପ୍ରକ୍ରିୟାକୁ ଆସିବ ।ସାତପାହାଚ […]

ଆଉ ନାହାନ୍ତି ଭୁବନେଶ୍ବରମଧ୍ୟ ପୂର୍ବତନବିଧାୟକ

ଭୁବନେଶ୍ବର,୨୨/୧୨(ଏସଏସନିଉଜ)ଭୁବନେଶ୍ବର-ମଧ୍ୟର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କର ଆଜି ନିଧନ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା।ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା।ସେ ଭୁବନେଶ୍ବର-ମଧ୍ୟ ଆସନରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ପ୍ରଥମଥର ୨୦୦୯ ଓ ପରେ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ।ସେ ୧୯୬୪ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅକାଳ ବିୟୋଗରେ ରାଜନୈତିକ […]