Browsing author

SATYA SANDHANA DESK

ଭୁବନପୁରଗ୍ରାମରେ ଲାଗିଲା ଟ୍ରାନସଫରମର

ବାରଙ୍ଗ,୮/୧୧(ଏସଏସନିଉଜ)ଭୁବନପୁର ଗ୍ରାମରେ ଲାଗିଲା ୨୫୦କେଭି ଟ୍ରାଂଶଫର୍ମର ।ଦୀର୍ଘ ଦିନର ଦାବି ଗ୍ରାମବାସୀଙ୍କର୍ ପୁରାଣ ହୋଇଛି। ଗ୍ରାମବାସିମାନେ ଲୋଭୋଲ୍ଟେଜ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ।ସନ୍ଧ୍ୟା ହେବାମାତ୍ରେ ଡିବିରି ଭଳି ଆଲୁଅ ଜଳୁଥିବାରୁ ପିଲାମାନେ ପାଠ ପଢ଼ିବାରେ ଅସୁବିଧା ସହ ଘରୁ ବାହାରିବାକୁ ଗ୍ରାମବାସୀମାନେ ନିରାପଦ ମଣୁନଥିଲେ। ଭୋଲ୍ଟେଜ୍ ସମସ୍ୟା ଦୂର କରିବା ପାଇ ଗ୍ରାମ୍ୟ କମିଟି ସଭାପତି ରଞ୍ଜନ କୁମାର ଭଟଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗଠାରୁ ଆରମ୍ଭ କରି ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ଅବଗତ କରିଥିଲେ। ଏ […]

ଟ୍ରକ ପଛରୁ ପିଟିଲା କାର

ବାରଙ୍ଗ,୮|୧୧ (ଏସଏସନିଉଜ) ବାରଙ୍ଗଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଦୁଇଟି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ କାର ସମ୍ମୁଖରୁ ଆସୁଥିବା ଏକ ମୋଟର ସାଇକେଲକୁ ଧକା ଦେଇଥିବା ବେଳେ ଅନ୍ୟ ଏକ ଘଟଣାରେ ଯାନ୍ତ୍ରିକତ୍ରୁଟି ଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଏକ କାର ଧକ୍କା ଦେଇଛି। ପ୍ରକାଶଯେ,ଶୁକ୍ରବାର ରାତିରେ ବଙ୍ଗାଳୀସାହି ନିକଟରେ କେଏ୦୧ଏମଜେ୮୦୯୭ ନମ୍ୱର ଟ୍ରକ୍ ଯାନ୍ତ୍ରିକ ତ୍ରୁଟିଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା। ଏହି ସମୟରେ ନନ୍ଦନକାନନ ପଟୁ ବାରଙ୍ଗ ଅଭିମୁଖେ […]

ଆଜିର ରାଶିଫଳ

ନଭେମ୍ବରମାସ ୦୯ତାରିଖ୨୦୨୪ ମସିହା(ଶନିବାର) କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ରାତ୍ରିଘ ୧୦/୨୭ ଗତେ ନବମୀ,ନକ୍ଷତ୍ର- ଶ୍ରବଣା ଦିବା ଘ ୧୨/୨୪ ଗତେ ଧନିଷ୍ଟା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୩୦, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୨୬,ଯୋଗିନୀ ଐଶାନ୍ୟେରାତ୍ରି ଘ୧୦/୨୭ଗତେ ପୂର୍ବେ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର, କାଳବେଳା -ଦିବା ଘ୦୭/୨୩ମଧ୍ୟେ ଓ ଦିବା ଘ୦୩ /୪୪ ଗତେ ଘ୦୫/୦୫ମଧ୍ୟେ,ବାରବେଳା – ଦିବା ଘ୧୨/୫୨ ଗତେ ଘ୦୧/୧୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବାଘ୦୭/୩୫ ଗତେ ଘ୦୯/୫୭ ମଧ୍ୟେ ଓ ଘ୦୧/୧୮ଗତେ ଘ୦୩/୩୩ […]

ନିର୍ମଳଝର ମନ୍ଦିରରୁ ଚୋରି

ଭୁବନେଶ୍ୱର,୮/୧୧(ଏସଏସନିଉଜ)କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ୍ୟ ଦେବୀ ମାତାରାତାରିଣୀ ମନ୍ଦିରରୁ ଚୋରି ଘଟଣା ମନରୁ ନ ଲିଭୁଣୁ ପୁଣି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ରହିଥିବା ଓଡ଼ିଶାର ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ନିର୍ମଳଝର ମନ୍ଦିର ହୁଣ୍ଡିଭାଙ୍ଗି ଲୁଟିନେଇଛନ୍ତି ଦୃର୍ବୁତ୍ତ ।ଗତକାଲି ବିଳମ୍ବିତ ରାତିରେ ନିର୍ମଳଝର ପରିସରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ହୁଣ୍ଡିଭାଙ୍ଗି ଟଙ୍କା ଲୁଟ କରିବାସହ ରୋଷଘର ତାଲାଭାଙ୍ଗି ପିତଳ ଓ କଂସା ସାମଗ୍ରୀ ଚୋରୀ ହୋଇଥିବା ଜଣା ପଡିଛି ।ସକାଳ ସମୟରେ ପୂଜକ ମୂଖ୍ୟତାଲା ଖୋଲି ମନ୍ଦିରକୁ ଯିବାପରେ ହୁଣ୍ଡିଭଙ୍ଗା ,ରୋଷଘରୁ […]

ପଂଚକ ଓ ବଡଓଷା ସମୟରେ ଟ୍ରାଫିକ କଟକଣା

କଟକ,୦୮।୧୧(ଏସଏସନିଉଜ)୧୧ତାରିଖରୁ ୧୫ ତାରିଖପର୍ଯ୍ୟନ୍ତ ଗୁରୁଡିଝାଟିଆଥାନା ଅଧୀନସ୍ଥ ଧବଳେଶ୍ୱର ଶୈବପୀଠରେ ପଂଚକ ଓ ବଡଓଷା ପାଳନ କରାଯିବ ।ଏହି ସମୟରେ ବିିଭିନ୍ନଜିଲ୍ଲାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ନିମନ୍ତେ ଏକତ୍ରିତ ହେବାର ଆଶା କରାଯାଏ । ଏଥିନିମନ୍ତେ ମହାନଦୀ ଉପରେ ଥିବା ମଧୁସୂଦନବ୍ରିଜ ନିର୍ମାଣ ଫଳରେ ବହୁ ସଂଖ୍ୟାରେ ଭକ୍ତ ବସ୍‌, କାର,ଦୁଇଚକିଆ ଯାନରେ ଧବଳେଶ୍ୱରପୀଠକୁ ପ୍ରତ୍ୟହ ଆସୁଛନ୍ତି ତେଣୁ ପଂଚୁକ ଓ ବଡଓଷାରେ ଆଶାତୀତ ଭିଡକୁ ଦୃଷ୍ଟିରେରଖି ଭାରୀଯାନ ଚଳାଚଳ ଉପରେ କଟକଣା ଜାରି […]

ମାଛ ଧରିବାକୁ ଯାଇ ନିଖୋଜ

କଟକ,୮/୧୧(ଏସଏସନିଉଜ)କାଠଯୋଡ଼ି ଶାଖାନଦୀ ସିଢୁଆରେ ମାଛ ଧରିବାକୁ ଯାଇ ଜଣେ ନିଖୋଜ ହୋଇଛନ୍ତି। ନିଖୋଜବ୍ୟକ୍ତି କଟକ ସଦରଥାନା ଅନ୍ତର୍ଗତ ନାଗବାଲି ଗ୍ରାମ କୈବର୍ତ୍ତସାହିର ରମାକାନ୍ତ ବେହେରା (୫୦) ବୋଲି ଜଣାପଡିଛି । ଗତକାଲି ବିଳମ୍ବିତରାତିରୁ ନଦୀକୁ ଯାଇ ଘରକୁ ଫେରିନଥିଲେ। ଏନେଇ ପରିବାରଲୋକେ କଟକ ସଦରଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ଓଡ୍ରାଫଟିମ୍ ପହଞ୍ଚି ନିଖୋଜ ରମେଶଙ୍କୁ ଖୋଜୁଥିବା ଜଣାପଡିଛି।

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ – ୬ ଗିରଫ

କଟକ,୮/୧୧(ଏସଏସନିଉଜ)କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି ବୋଲି ଡିସିପି ପ୍ରେସମିଟ୍ରେ କହିଛନ୍ତି।୪ ତାରିଖରେ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଥିଲା।୫ ତାରିଖରେ ୩ ଓ ୬ତାରିଖରେ ଆଉ ୩ ଜଣଙ୍କୁ ଗିରଫ କରାଗଲା।ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଡିସିପି ସୂଚନା ଦେଇଛନ୍ତି।୬ଜଣଙ୍କ ମୋବାଇଲ ସିଜ୍ ହୋଇଛି, ସମସ୍ତ ଭିଡିଓ ଯାଞ୍ଚ କରାଯିବ।ଅଭିଯୁକ୍ତଙ୍କ ବିରୋଧରେ SC/ST ଆକ୍ଟ ଓ IT ଆକ୍ଟ ଲାଗିଛି।SFSLକୁ ମୋବାଇଲ ପଠାଯିବ, ଖୁବଶୀଘ୍ର […]

ବାଲିଯାତ୍ରା ସମୟରେ ଫୁଟପାଥରେ ବସିପାରିବେ ନାହିଁ ଉଠାଦୋକାନୀ

କଟକ,୦୮।୧୧(ଏସଏସନିଉଜ) ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଯାତ୍ରା ସମୟରେ ଫୁଟପାଥରେ କୌଣସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିଷେଧାଦେଶ ଜାରି କରିଛନ୍ତି । ଜୋବ୍ରାଠାରୁ ଚହଟା, ଉପର ଏବଂ ତଳବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯିବା ସହ ସେମାନଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ […]

ତାରାତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି ଘଟଣା

ଗଞ୍ଜାମ,୭ା୧୧(ଏସଏସନିଉଜ) ପୁରୁଷୋତ୍ତମପୁରସ୍ଥିତ ପ୍ରସିଦ୍ଧ ମାତାରାତାରିଣୀ ମନ୍ଦିରରୁ ଅଳଙ୍କାର ଚୋରିଘଟଣାରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଜିଲ୍ଲାପ୍ରଶାସନଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ସମ୍ପୃକ୍ତ ଚୋରି ସମ୍ପର୍କରେ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଦକ୍ଷିଣାଂଚଳ ଆରଡିସି ଶ୍ରୀମତି ରୂପା ରୋଶନ ସାହୁ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ମା\’ ତାରାତାରିଣୀ ମନ୍ଦିରପରିସରରେ ଦୁର୍ବୃତ୍ତମାନେପଶି ଲକ୍ଷାଧିକଟଙ୍କାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହେଇଥିଲା । ଚୋରି ହୋଇଥିବା ଜିନିଷମଧ୍ୟରେ ମାଙ୍କ ରୂପାମୁକୁଟ ଏବଂ ଏକ […]

ଆଜିର ରାଶିଫଳ

ନଭେମ୍ବରମାସ ୦୮ତାରିଖ୨୦୨୪ ମସିହା(ଶୁକ୍ରବାର) କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି-ସପ୍ତମୀ ରାତ୍ରି ଘ ୧୧/୫୬ଗତେ ଅଷ୍ଟମୀ,ନକ୍ଷତ୍ର- ଉତ୍ତରାଷାଢ଼ା ଦିବାଘ ୧୨/୪୪ଗତେ ଶ୍ରବଣା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୪୬, ଯୋଗିନୀ ବାୟବ୍ୟେ ରାତ୍ରି ଘ୧୧/୫୬ଗତେ ଐଶାନ୍ୟେ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/ ୫୪ ଗତେ ଘ୧୧/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୪୫ ମଧ୍ୟେ ଓ ଘ୦୭/୩୨ଗତେ ଘ୦୯/୫୩ ମଧ୍ୟେ ଓ ଘ୧୨/୨୦ ଗତେ ଘ୦୩/୩୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ତାଳଭକ୍ଷଣ ନିଷେଧ। […]