Browsing author

SATYA SANDHANA DESK

ବାତ୍ୟା ପାଇଁ ନନ୍ଦନକାନନ ବନ୍ଦ

ବାରଙ୍ଗ,୨୩/୧୦(ଏସଏସନିଉଜ)ଆସନ୍ତାକାଲି ଓ ୨୫ ତାରିଖରେ ବନ୍ଦ।ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରହିବ।ଦୁଇଦିନ ପାଇଁ ନନ୍ଦନକାନନ ଓ ବଟାନିକାଲ ବନ୍ଦ ରହିବା ନେଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଆଜିର ରାଶିଫଳ

ଅକ୍ଟୋବରମାସ ୨୪ତାରିଖ ୨୦୨୪ମସିହା(ଗୁରୁବାର) କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ ୦୧/୫୯ ଗତେ ନବମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/ ୪୬,ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୧/୫୯ ଗତେ ପୂର୍ବେ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୨୦ ଗତେ ଘ ୦୫/୧୩ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୬ମଧ୍ୟେ ଓ ଘ ୦୧/୫୦ ଗତେ ଘ୦୧/୧୯ ମଧ୍ୟେ ଓ ରାତ୍ରି ଘ ୦୬/୦୦ଗତେ ଘ୦୯/୧୪ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ନଡ଼ିଆ […]

ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ

ଭୁବନେଶ୍ୱର,୨୩ା୧୦(ଲିଙ୍ଗରାଜରାଉତ)ବାତ୍ୟାକୁ ନେଇ ଆଉ ଏକ ବଡ ଖବର ମିଳିଛି । ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ଏହାର ପ୍ରଭାବରେ କେନ୍ଦ୍ରାପଡାରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ପାରାଦୀପରେ ମଧ୍ୟ ଦେଖିବାକୁ ମିଳିଲାଣି ପ୍ରଭାବ […]

ମାଡି ଆସୁଛି ଦାନା

ଭୁବନେଶ୍ବର,୨୩ା୧୦(ଏସଏସନିଉଜ)ବାତ୍ୟା ଦାନାକୁ ନେଇ ଏବେ ବଡଖବର ଆସିଛି ।ଦାନା ଆଜି ବାତ୍ୟାର ରୂପ ନେଇଥିବା ବେଳେ ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇପାରେ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା ଅନୁଯାୟୀ ଭିତରକନିକା-ଧାମରା ଭିତରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ଏହା ଉପକୂଳ ଅତିକ୍ରମ କରିବା ନେଇ ସୂଚନା ରହିଛି । ତେବେ ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ଭିତରେ […]

ଆଜିର ରାଶିଫଳ

ଅକ୍ଟୋବରମାସ ୨୩ତାରିଖ ୨୦୨୪ମସିହା(ବୁଧବାର)କାର୍ତ୍ତିକମାସ- କୃଷ୍ଣପକ୍ଷ ,ତିଥି- ସପ୍ତମୀ ରାତ୍ରି ଘ ୦୧/୧୭ ଗତେ ଅଷ୍ଟମୀ ,ନକ୍ଷତ୍ର- ଆର୍ଦ୍ରା ଦିବା ଘ୦୬/୧୪ ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୮/୫୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୨୬ ,ଯୋଗିନୀ ବାୟବ୍ୟେ ରାତ୍ରି ଘ ୦୧/୧୮ ଗତେ ଐଶାନ୍ୟେ ,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କନ୍ୟା ରାଶିର ଘାତଚନ୍ଦ୍ର ,କର୍କଟ ରାଶି ର ଘାତବାର ,କାଳବେଳା -ଦିବା ଘ୦୮/୪୧ ଗତେ ଘ୧୦/୦୮ ମଧ୍ୟେ ,ବାରବେଳା – ଦିବା ଘ୦୧/୩୩ ଗତେ ଘ ୦୧/୦୦ମଧ୍ୟେ […]

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ମମ ହତ୍ୟା!

ଭୁବନେଶ୍ୱର,୨୧/୧୦(ଏସଏସନିଉ ଜ)ଭୁବନେଶ୍ୱରରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ମମ ଭାବେ ହତ୍ୟା କରାଯାଇଛି । ରାଜଧାନୀ ପଟିଆ ଅଞ୍ଚଳରେ ଏକ ନିର୍ମାଣାଧିନ ମନ୍ଦିର ନିକଟରୁ ମିଳିଛି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ । ମୃତକ ପଥରଗାଡ଼ିଆ ଅଞ୍ଚଳର ସୁଶାନ୍ତ ବେହେରା ବୋଲି ଜଣାପଡ଼ିଛି ।ସେ ଭୁବନେଶ୍ୱରର ଅହଲ୍ୟା ହସ୍ପିଟାଲରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ ।ସୁଶାନ୍ତ ଗତକାଲି ଅପରାହ୍ନ ୨.୩୦ ମିନିଟରୁ ଘରୁ ବାହାରି ଆସିଥିଲେ ।ଏହାପରେ ତାଙ୍କ ଫୋନ୍ ନଲାଗିବାରୁ ଏନେଇ ପରିବାର ଲୋକେ ଇନ୍ଫୋସିଟି ଥାନାରେ […]

ମାଡିଆସୁଛି ବାତ୍ୟା

ଭୁବନେଶ୍ୱର,୨୨ା୧୦(ଏସଏସନିଉଜ)ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ।ଡିପ୍ରେସନ ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ […]

ହୋଟେଲରେ ବିଜେଡି ପୂର୍ବତନ ବିଧାୟକଙ୍କ ମେଳି

ଭୁବନେଶ୍ୱର,୨୧/୧୦(ଏସଏସନିଉଜ) ଭୁବନେଶ୍ବରରେ ବିଜେଡିର ପରାଜିତ ବିଧାୟକ ପ୍ରାର୍ଥୀମାନେ ମେଳି କରିଛନ୍ତି ।ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳିକୁ ନେଇ ବଢିଛି ଚର୍ଚ୍ଚା ।ଭୁବନେଶ୍ବରର ଏକ ହୋଟେଲରେ ୭ଜଣ ପରାଜିତପ୍ରାର୍ଥୀ ବୈଠକ କରିଛନ୍ତି ।ବାସୁଦେବପୁରର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବରଗଡ଼ର ପୂର୍ବତନବିଧାୟକ ଦେବେଶଆଚାର୍ଯ୍ୟ,କଟକସଦରର ପୂର୍ବତନବିଧାୟକ ଚନ୍ଦ୍ରସାରଥୀ ବେହେରା,ପାରାଦୀପ ପୂର୍ବତନ ବିଧାୟକ ସମ୍ବିତରାଉତରାୟ, ଧର୍ମଶାଳାର ପୂର୍ବତନବିଧାୟକ ପ୍ରଣବ ବଳବନ୍ତରାୟ, ପିପିଲିର ପୂର୍ବତନବିଧାୟକ ରୁଦ୍ରପ୍ରତାପ ମହାରଥୀ,ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବୈଠକ କରିଥିବା ସୂଚନା ମିଳିଛି।ଯାହାକୁ ନେଇ ରାଜନୈତିକ ମହଲରେ […]

ବାତ୍ୟା ପାଇ ସ୍କୁଲ୍ ଛୁଟି

ଭୁବନେଶ୍ୱର,୨୧/୧୦(ଏସଏସନିଉଜ)ଆସୁଛି ବାତ୍ୟା, ସ୍କୁଲବନ୍ଦ ଘୋଷଣା କରିଛନ୍ତି ରାଜ୍ୟସରକାର ।ବାତ୍ୟା ଦାନାକୁ ଆଖିଆଗରେ ରଖି ସ୍କୁଲଛୁଟି ଘୋଷଣା କରିଛନ୍ତି ସରକାର ।ବାତ୍ୟାପ୍ରଭାବିତ ୧୪ ଜିଲ୍ଲାରେ ଆସନ୍ତା ୨୩ ତାରିଖରୁ ୨୫ତାରିଖ ପର୍ୟ୍ୟନ୍ତ ସ୍କୁଲ ବନ୍ଦରହିବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରଙ୍କ କହିବା ମୁତାବକ, ବଙ୍ଗୋପସାଗରରେ ବାତ୍ୟା ଆସିବାକୁଅଛି ।ଯେଉଁଥିରେ କି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବୋହିପାରେ । ଏହାକୁ ଆଖି ଆଗରେ ରଖି ୧୪ଜିଲ୍ଲା ଗଞ୍ଜାମ ସହିତ ପୁରୀ, ଜଗତସିଂହପୁର,କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝରରେ ସ୍କୁଲ […]

ଆଜିର ରାଶିଫଳ

ଅକ୍ଟୋବରମାସ ୨୨ତାରିଖ ୨୦୨୪ମସିହା(ମଙ୍ଗଳବାର)କାର୍ତ୍ତିକମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ ୦୧/୨୭ ଗତେ ସପ୍ତମୀ ,ନକ୍ଷତ୍ର- ମୃର୍ଗଶିରା ଦିବା ଘ୦୬/୨୨ ଗତେ ଆର୍ଦ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୮/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୦୬ ,ଯୋଗିନୀ ପଶ୍ଚିମେ ରାତ୍ରି ଘ ୦୧/୨୭ ଗତେ ବାୟବ୍ୟେ ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୭/୧୫ ଗତେ ଘ୦୮/୪୦ ମଧ୍ୟେବାରବେଳା – ଦିବା ଘ୦୧/୩୦ଗତେ ଘ ୦୨/୫୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୮ମଧ୍ୟେ ଓ ଘ ୦୮/୪୦ […]