କଲେଜପଢୁଆ ଝିଅକୁ ଦୁଷ୍କର୍ମ ଅଭିଯୋଗ
ବାରଙ୍ଗ,୧୨/୯ (ଏସଏସନିଉ ଜ)ବାରଙ୍ଗଥାନା ଅଞ୍ଚଳର ଜଣେ କଲେଜ ପଢୁଆ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ଯୁବକ ଜଣକ ହେଉଛନ୍ତି ଭଞ୍ଜନଗର ଅଞ୍ଚଳର କାହ୍ନୁ ଚରଣ ବିଶୋଇ(୨୫)।ଯିଏକି ବାରଙ୍ଗର ମଧୁବନ ଗ୍ରାମରେ ରହୁଛନ୍ତି। ପ୍ରକାଶ ଯେ, ବାରଙ୍ଗ ଥାନା ଅଧିନସ୍ତ ମଧୁବନ ଗ୍ରାମରେ କାହ୍ନୁ ଚରଣ ବିଶୋଇ ରହିବା ସହ ଏକ ଟାଟାଏସି ଗାଡି ଚଳାଉଥିଲା।ଏହି ସମୟ ଭିତରେ ମାମୁଘରେ ରହି କଲେଜରେ ପାଠ ପଢୁଥିବା ନିକଟସ୍ତ ଗ୍ରାମରଜ […]