ଆଜିର ରାଶିଫଳ
ଅଗଷ୍ଟମାସ ୩୦ତାରିଖ ୨୦୨୪ ମସିହା(ଶୁକ୍ରବାର) ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ଦ୍ୱାଦଶୀ ରାତ୍ରି ଘ ୦୨/୩୭ ଗତେ ତ୍ରୟୋଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୩୪ /୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧ /୧୨,ଯୋଗିନୀ ନୈରୁତେ ରାତ୍ରି ଘ୦୨/୩୬ ଗତେ ଦକ୍ଷିଣେ,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛା, ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୮/୪୦ଗତେ ଘ୧୧/୪୮ ମଧ୍ୟେ,ମୃତେ ଦ୍ଵିପାଦ ପୁଷ୍କରଦୋଷ ଓ ସନ୍ଧ୍ୟା ଘ୦୬/୫୦ଗତେ ରାତ୍ରି ଘ୦୨/୩୭ମଧ୍ୟେ ଏକପାଦ ପୁଷ୍କରଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୧ ମଧ୍ୟେ ଓ ରାତ୍ରି ଘ୦୭/୩୩ ଗତେ ଘ୦୯/୧୦ ମଧ୍ୟେ,ବିଶୁଦ୍ଧ […]