Browsing author

SATYA SANDHANA DESK

ସମୁଦ୍ରରୁ ମୃତଦେହ ଉଦ୍ଧାର!

କୋଣାର୍କ,୧୭।୪(ଏସଏସନିଆଜ) ସମୁଦ୍ରକୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।ହୋଇଛି।ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ।ମୃତକ ଅସ୍ତରଙ୍ଗଥାନା ଆଇଁଷିଣିଆ ଗାଁର ବୋଲି ସୂଚନା ମିଳିଛି।କାଲି ସନ୍ଧ୍ୟାରୁ ନିଖୋଜ ଥିବାବେଳେ ଆଜିସକାଳୁ ମୃତଦେହ ମିଳିବାସହ , ଦେହରେ କ୍ଷତଚିହ୍ନ ରହିଥିବାର ଦେଖିବାକୁ ମିଳିଛି।

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୧୭ ତାରିଖ ବୁଧବାର।ପୀଠ ଦେବୀଙ୍କ ବିଶ୍ରାମପୂଜା,ମୃଣ୍ମୟୀ ଦେବୀଙ୍କ ବାସନ୍ତିକ ନବମୀ ପୂଜା,ଶ୍ରୀମନ୍ଦିରେ ଓ ସର୍ବତ୍ର ଶ୍ରୀରାମନବମୀ, ରାମଚରିତ ମାନସ ଜୟନ୍ତୀ। ସୁର୍ଯ୍ୟୋଦୟ- ଘ୫/୩୧/୧,,ସୂର୍ଯ୍ୟାସ୍ତ- ଘ୬/୧/୪୫, ଚୈତ୍ରମାସ,ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି- ନବମୀ ଦିବା ଘ୩/୧୧ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ଘ୩/୧୧ମି ପରେ ଉତ୍ତର ଦିଗରେ। ରିକ୍ତାତିଥି ଦୋଷ ହେତୁ ଦିବା ଘ୩/୧୧ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ କରି ଯାତ୍ରା […]

ଆଜିରରାଶିଫଳ

ଅପ୍ରେଲମାସ ୧୬ତାରିଖ ୨୦୨୪ମସିହା (ମଙ୍ଗଳ ବାର)ଚୈତ୍ରମାସ- ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/ ୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୦୧/୪୫,ଯୋଗିନୀ ଐଶାନ୍ୟ ଦିବା ଘ୦୧/୨୪ ଗତେ ପୂର୍ବେ,ଅଷ୍ଟମୀର ଏକୋଦିଷ୍ଟ ଓ ନବମୀର ପାର୍ବଣ ଶ୍ରାଦ୍ଧ,ମକରରାଶିର ଘାତବାର,ଅଦ୍ୟ ମୃତେ ୧ପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୧/୧୯ ଗତେ ଘ୦୨/୫୪ ମଧ୍ୟେ,ବାରବେଳା – ଦିବା ଘ୦୭/୦୫ ଗତେ ଘ୦୮/୩୯ ମଧ୍ୟେ,ବିଶୁଦ୍ଧଶୁଭବେଳା- ଦିବା ଘ୦୮/୪୦ଗତେ ଘ୧୦/୩୧ମଧ୍ୟେ ଓ ଘ୦୧/୦୧ ଗତେ ଘ୦୧/୧୮ମଧ୍ୟେ ଓ ଘ୦୪/୨୮ଗତେ ଘ୦୫ /୧୨ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।-ନାସ୍ତି,ନଡ଼ିଆ ଦିବା ଘ୦୧/୨୪ ଗତେ ଲାଉ ଭକ୍ଷଣ ନିଷେଧ। […]

୬ବର୍ଷ ପାଇଁ ବହିଷ୍କୃତ ହେଲେ

ଭୁବନେଶ୍ୱର,୧୫।୪(ଏସଏସନିଉଜ)କଂଗ୍ରେସରୁ ବିଧାୟକ ସୁୁରେଶ ରାଉତରାୟ ବହିଷ୍କାର ହୋଇଛନ୍ତି। ସୁରେଶ ରାଉତରାୟଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କଲା ଏଆଇସିସି । ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ ଜରିଆରେ ଏହି ସୂଚନା ଦିଆଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର କୁହାଯାଇଛି।

ଓଭରବ୍ରିଜ୍‌ରୁ ଖସିଲା ବସ୍‌

ଯାଜପୁର,୧୫।୪(ଏସଏସନିଉଜ) ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍।ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ବସ ଖସି ୪୦ଜଣ ଆହତ ହୋଇଥିବାବେଳେ ୩ଜଣ ମୃତୁ ବରଣ କରିଛନ୍ତି।ଉଦ୍ଧାର କାର୍ଯ୍ୟରେ ୧୬ ଆମ୍ବୁଲାନ୍ସ ଲାଗିଥିବାବେଳେ , ବସ୍‌ ଉଠାଇବାକୁ ଆସିଲା କ୍ରେନ୍‌।ସମସ୍ତ ଆହତଙ୍କୁ ଧର୍ମଶାଳା ଓ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଖବରପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ଏସ୍‌ପି , ମେଡିକାଲ ଷ୍ଟାଫ୍‌।ବସ୍‌ଟି ପୁରୀରୁ ହଳଦିଆ ଯାଉଥିଲା ବେଳେ ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆଜିର ରାଶିଫଳ

ଅପ୍ରେଲମାସ ୧୫ତାରିଖ ୨୦୨୪ ମସିହା (ସୋମ ବାର)ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ ୧୧/୫୮ ଗତେ ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୩୫, ଯୋଗିନୀ ବାୟବ୍ୟେ ଦିବା ଘ୧୧/୫୮ ଗତେ ଐଶାନ୍ୟ,ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀର ପାର୍ବଣଶ୍ରାଦ୍ଧ,ମିଥୁନରାଶିର ଘାତବାର, କାଳବେଳା -ଦିବା ଘ୦୭/୦୩ ଗତେ ଘ୦୮/୩୬ ମଧ୍ୟେ, ବାରବେଳା – ଦିବା ଘ୦୨/୫୫ ଗତେ ଘ୦୪/୩୦ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୦୨ ମଧ୍ୟେ ଓ ଘ୧୦/୧୨ ଗତେ ଘ୧୨/୪୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୩୧ ଗତେ ଘ୦୪/୪୨ ମଧ୍ୟେ,ତାଳ […]

ଆଜିରରାଶିଫଳ

୨୦୨୪ ମସିହା ଅପ୍ରେଲ ମାସ ୧୪ ତାରିଖ ରବିବାର।ମହାବିଷୁବ (ପଣା) ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ବାସନ୍ତିକ ମୃଣ୍ମୟୀ ଦେବୀଙ୍କର ବିଲ୍ବବରଣ ଓ ପୀଠ ଦେବୀଙ୍କର ବାସନ୍ତିକ ସପ୍ତମୀ ପୂଜା, ଶ୍ରୀମନ୍ଦିରେ ଚୈତ୍ର ଗୁଣ୍ଡିଚା ଯାତ୍ରା, ଶ୍ରୀରାଧାରମଣ ଦେବଙ୍କ ଜନ୍ମୋତ୍ସବ, ଆମ୍ବେଦକର ଜୟନ୍ତୀ।ଅଦ୍ୟ ସୂର୍ଯ୍ୟୋଦୟ ରୁ ଦିବା ଘ୯/୪୧ମି ମଧ୍ୟେ ସଂକ୍ରାନ୍ତିର ବିଶିଷ୍ଟ ପୂଣ୍ୟକାଳଃ ଏବଂ ଦିବା ଘ୯/୪୧ମି ଠାରୁ ଦିବା ଘ୧୧/୪୭ମି ମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳଃ।ସୁର୍ଯ୍ୟୋଦୟ- ଘ୫/୩୩/୧୯ ,ସୂର୍ଯ୍ୟାସ୍ତ- ଘ୬/୦/୫୫ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଷଷ୍ଠୀ […]

ମେଣ୍ଢାଶାଳରେ ଅଘୋରତପ

ମେଣ୍ଢାଶାଳ,୧୩ା୪(ଏସଏସନିଉଜ)ପବିତ୍ର ମହାବିଷୁବସଂକ୍ରାନ୍ତି ଓ ଓଡିଆ ନବବର୍ଷ ଉପଲକ୍ଷେ ରାଜ୍ୟର ବିଭିର୍ଣପ୍ରାନ୍ତରରେ ଦଣ୍ଡଯାତ୍ରାପାଳନ ହେଉଥବାବେଳେ ରାଜଧାନୀଉପକଣ୍ଠ ମେଣ୍ଢାଶାଳଗ୍ରାମ ରେ ଶହଶହ ବର୍ଷରୁ ପାଳିତହୋଇଆସୁଥିବା ଏହିଯାତ୍ରା ଦୁଇଦିନଧରି ଅନୁଷ୍ଠିତହୋଇଥାଏ ।ପଣାସଂକ୍ରାନ୍ତିରପୁର୍ବଦିନ ମେରୁଉସ୍‌ବରେ ପ୍ରଥମେ ଦଣ୍ଡଗଡା ଶନିବାରଦିନ ଅନୁଷ୍ଠିତହୋଇଥିଲା ।ଶତାଧିକ ପାଟଦାଣ୍ଡୁଆ ଦୁଲାଦେବୀଙ୍କ ମନ୍ଦିରରୁ ବାହାରି ବିଂଚାଯାଇଥିବା ଉତପ୍ତବାଲିରେ ଗଡିଗଡି ଅଧକିମିଦୁରରେ ଥିବା ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିରପର୍ଯ୍ୟନ୍ତ ପହଂଚିଥିଲେ ।ମନ୍ଦିରରେ କିଛିସମୟ ବିଶ୍ରାମପରେ ପଦ୍ମପୋଖରୀର ସ୍ନାନାଦିକର୍ମ ସରିବାପରେ ଗାଁଭିତରେ ପଣାଖିଆ ଆରମ୍ଭ କରିଥିଲେ ।ପାଟୁଆମାନେ ଗୈାରିବେତଦଣ୍ଡଧରି ଯାଚଣାଥିବା ୮ଶହ ପରିବାରଙ୍କ ଘରକୁଯାଇ ପଣାଖାଇଥିଲେ […]

ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ

  ଭୁବନେଶ୍ବର ୧୧।୪(ଏସଏସନିଉଜ)ପଟିଆ କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀଜୟଦେବ ଇଣ୍ଟର ନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନାକମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣାମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯଅତିଥି ଉତ୍କଳବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନବିଭାଗର ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ ଯୋଗଦେଇ ବର୍ତ୍ତମାନ ଦୈନଦିନ ଜୀବନରେ ବିଜ୍ଞାନ ଉପାଦେୟତା ଓ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଠନରେ କିପରି ସହାୟକ ତାହା ସୂଚାଇ ଦେଇଥିଲେ।ମୁଖ୍ୟବକ୍ତାଭାବେ ପ୍ରଫେସର ଡଃ. ଧିରେନ ମହାନ୍ତି ଯୋଗଦେଇ ଶିକ୍ଷାସାଧନର କୌଶଳ ଓ ସାମାଜିକ ପରିବର୍ତ୍ତନ […]

ଆଜିର ରାଶିଫଳ

ଅପ୍ରେଲମାସ ୧୩ତାରିଖ ୨୦୨୪ ମସିହା (ଶନି ବାର)ଚୈତ୍ରମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ ୧୧/୪୪ ଗତେ ଷଷ୍ଠୀ,ନକ୍ଷତ୍ର- ମୃର୍ଗଶିରା ରାତ୍ରି ଘ୦୧/୦୯ ଗତେ ଆର୍ଦ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୪ /୨୮, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/ ୦୧/ ୩୭,ଯୋଗିନୀ ଦକ୍ଷିଣେ ଦିବା ଘ୧୧/୪୪ଗତେ ପଶ୍ଚିମ,ପଞ୍ଚମୀର ଏକୋଦିଷ୍ଟ ଓ ଷଷ୍ଠୀର ପାର୍ବଣ ଶ୍ରାଦ୍ଧ,କନ୍ୟାରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭/୦୭ ମଧ୍ୟେ ଓ ଘ୦୪/୩୦ ଗତେ ଘ୦୬/୦୩ ମଧ୍ୟେ,ବାରବେଳା – ଦିବା ଘ୦୧/୨୦ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା […]