ଆଜିର ଦିନଟି କିପରି କଟିବ ?
ଶ୍ରୀରାଧାଷ୍ଟମୀ ଓ ଦୁର୍ବାଷ୍ଟମୀ, ୨୩-୯-୨୦୨୩ (ଶନିବାର)ଅଦ୍ଯ କନ୍ୟା ଦି୭ନ, ଭାଦ୍ରବ ଶୁକ୍ଳ ଅଷ୍ଟମୀ ଦ ୧୫।୫୭ ଦିଘ ୧୨।୨,ମୂଳା ଦ୨୪।୧୬ ଦିଘ୩।୨୧,ଧନୁ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ଐଶାନ୍ୟେ । ଦିବା ଘ୧୨।୨ ଗତେ ପୂର୍ବେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୩।୨୧ ଗତେ ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ବାତୀ ଅନୁରାଧା […]