Browsing author

SATYA SANDHANA DESK

୨ସୂତ୍ରୀ ଫର୍ମୁଲାରେ ରାଜ୍ୟବିଜେପି: ଧର୍ମେନ୍ଦ୍ର

ଭୁବନେଶ୍ୱର,୩।୧(ଏସଏସନିଉଜ) ୨ସୂତ୍ରୀ ଫର୍ମୁଲାରେ ରାଜ୍ୟବିଜେପି କାର‌୍ୟ୍ୟକ୍ରମ ଚଳାଇବାନେଇ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଦେଇଛନ୍ତି ।୧ନଂ ଫର୍ମୁଲାରେ ରାଜ୍ୟର ୩୭ହଜାର ବୁଥ୍ ସଂଗଠନ ସୁଦୃଢ଼ କରାଯିବା୨ନଂ ଫର୍ମୁଲାରେ ରାଜ୍ୟସରକାରଙ୍କ ବିରୋଧରେଥିବା ଜନଅସନ୍ତୋଷ ଲୋକଙ୍କପାଖକୁ ନେବାା ଆଗୁଆନିର୍ବାଚନ ସଂପର୍କରେ ମତଦେଇ କହିଲେ ଧର୍ମେନ୍ଦ୍ରାଆଗୁଆ ନିର୍ବାଚନକଥା ଶୁଣୁଛୁ , ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ.ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଆସିବେ ବୋଲି କିଥିଲେ ।

ତେଲକଡ଼େଇରେ ପଡ଼ିଗଲା କୁନିଝିଅ

ଆନନ୍ଦପୁର,୩।୧(ଏସଏସନିଉଜ) ଗରମ ତେଲକଡ଼େଇରେ ପଡ଼ି ନାବାଳିକା ଗୁରୁତର ଆହତ ହୋଇଛନ୍ତିା। ଘସିପୁରାଥାନା ଖାଲପାଳଗାଁରେ ଘଟିଛି ଏହିଅଘଟଣ। ବାପା ଦୋକାନରେ ଛଣାଛଣି କଲାବେଳେ ଝିଅ ପାଖରେବସିଥିଲା। ତେବେ ଅସାବଧାନତାରୁ ଝିଅଟି ତେଲକଡ଼େଇ ଭିତରେ ପଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ନାବାଳିକାକୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଇଡିରେ ହାଜରହେଲେ ପ୍ରମୋଦସ୍ୱାଇଁ

ଭୁବନେଶ୍ୱର,୩।୧(ଏସଏସନିଉଜ) ଅର୍ଚ୍ଚନା ନାଗ ମାମଲାରେ ପୁଣି ଇଡିରେ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ ହାଜର ହୋଇଛନ୍ତି। ତୃତୀୟଥର ପାଇଁ ଇଡିରେ ହାଜରହେଲେ ପ୍ରମୋଦସ୍ୱାଇଁ। ଅର୍ଚ୍ଚନା ନାଗ ମାମଲାରେ ଅର୍ଥ କାରବାରନେଇ ଜେରା କରୁଛି ଇଡିା

ଶୁଣୁିଲାନି ପୋଲିସ, ଧାରଣାରେ ବସିଛନ୍ତି ସ୍ୱାମୀସ୍ତ୍ରୀ

ଭୁବନେଶ୍ୱର,୩।୧(ଏସଏସନିଉଜ) ଭଦ୍ରକଜିଲ୍ଲା ତିହିଡିଥାନା ସୟାପଞ୍ଚାୟତଅଧିନ ଧୂଳିପଦାଗାଁରେ ଉମେଶଚନ୍ଦ୍ରସାହୁ ଚାନ୍ଦବାଲିଥାନା ସାଏନ୍ତାଗ୍ରାମର ଲକ୍ଷ୍ମୀଧର ସାହୁଙ୍କଝିଅ ସ୍ନେହଲତାସାହୁଙ୍କୁ ବିବାହକରିଥିଲେ । ଉମେଶଚନ୍ଦ୍ର ସାହୁ ଓ ତାଙ୍କଭାଇଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ଲାଗିରହିଥିବା ବିବାଦ ଉଗ୍ରରୂପ ନେଇଥିଲା । ଏମିତିକି ସ୍ୱାମୀ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ବି କରାଯାଇଥିଲା । ପରେ ତିହିଡିଥାନାରେ ମାମଲା ରୁଜୁହୋଇଥିଲା । ହେଲେ ଦୀର୍ଘ ଦେଢମାସ ବିତିଗଲାପଛେ ଦମ୍ପତ୍ତିଙ୍କୁ ମିଳିଲାନି ନ୍ୟାୟା ଏପରିକି ସେହି ଘଟଣାଦିନଠୁ ଏମାନଙ୍କଘରେ ତାଲା ବିପଡିଛି । ଏବେ ସେମାନେ […]

୫ତାରିଖରେ ଓଡ଼ିଶାରେ ହୋଇପାରେ ୫-ଜିସେବା

ଭୁବନେଶ୍ୱର,୩।(ଏସଏସନିଉଜ)ଆସନ୍ତା ୫ ତାରିଖରେ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇପାରେ । ୫ଜି ସେବା ଆରମ୍ଭ ନେଇ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଆସିଲା ସୂଚନା କ୍ଷତେବେ ଏ ନେଇ ଶୀଘ୍ର ସୂଚନା ମିଳିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ରିଲିଜହେଲା ରୁଷୀୟଫିଲ୍ମ ‘ଦ ଚ୍ୟାଲେଞ୍ଜ’ରଟ୍ରେଲର

ଭୁବନେଶ୍ୱର,୩ା୧(ଏସଏସନିଉଜ)ରିଲିଜ୍ ହୋଇଛି ରୁଷୀୟ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଟ୍ରେଲର କ୍ଷଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ସୁଟିଂ ହୋଇଥିବା ଫିଲ୍ମକୁ ନେଇ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି।୨୦୨୧ମସିହାରେ ୧୨ଦିନଧରି ମହାକାଶରେ ଫିଲ୍ମର ସୁଟିଂହୋଇଥିଲା କ୍ଷଆସନ୍ତା ଅପ୍ରେଲ ୨୩ତାରିଖରେ ଏହି ଫିଲ୍ମ ରିଲିଜ ହେବ ବୋଲି ସୂଚନା ମିଲିଛି ।  

ଦିଲଖୁସ୍’ ବସ୍ ସହ କାର୍ ମୁହାଁମୁହିଁ ଧକ୍କା

ଭବାନୀପାଟଣା୩ା୧(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡିଜିଲ୍ଲା କେସିଙ୍ଗାଥାନା ଚାଂଚେରନିକଟରେ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାରରେଥିବା ୨ଯୁବକଙ୍କର ମୃତ୍ୟୁହୋଇଥିବାବେଳେ ୨ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଦିଲଖୁସ୍’ ନାମକ ଘରୋଇବସ୍ ଗତକାଲି ରାତିରେ ଭୁବନେଶ୍ୱରରୁ କଳାହାଣ୍ଡି ଅଭିମୁଖେ ଯାଉଥିଲା। କେସିଙ୍ଗାଥାନା ଚାଂଚେରନିକଟରେ ଅତିକ୍ରମ କରୁଥିବାବେଳେ ବିପରୀତିଦିଗରୁ ଆସୁଥିବା ଏକକାର୍ ସହ ମୁହାଁମୁହିଁ ଧକ୍କାହୋଇଥିଲା।ଫଳରେ କାରରେଥିବା ୨ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଭବାନୀପାଟଣା ର ଅନ୍ୟଜଣେ ଯାଜପୁରର ବୋଲି […]

ଆଜିର ରାଶିଫଳ

୨୦୨୩ ମସିହା ଜାନୁୟାରୀ ମାସ ୦୩ ତାରିଖ (ମଙ୍ଗଳବାର)ପୌଷମାସ – ଶୁକ୍ଲପକ୍ଷ ,ତିଥି-ଦ୍ୱାଦଶୀ ରାତ୍ରୀ ଘ୯/୫୦ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୩୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୫/୫୨ ,ମକରରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ଦ୍ୱାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଇ ରାତ୍ରୀ ଘ୯/୫୦ ଗତେ ବାଇଗଣ ଭକ୍ଷଣ ନିଷେଧ । ମେଷ-ସାରାଦିନକାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ […]

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨ା୧(ଏସଏସନିଉଜ) ରାଜଧାନୀଉପକଣ୍ଠ କୋରଡ଼କଣ୍ଟା ଶିବମନ୍ଦିର ପାଖରେଥିବା ଏକ କଲୋନୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାରହୋଛି। ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ହତ୍ୟା କରାଯାଇଥିବାର ଜଣାପଡିଛି।ମୃତ ମହିଳା ଜଣଙ୍କ ଜଣେ ଶ୍ରମିକ ହୋଇଥିବାବେଳେ ତାଙ୍କ ନାମ ସରିତା ନାୟକ ଏବଂ ତାଙ୍କଘର ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରେ ବୋଲି ଜଣାପଡିଛି। ଖବରପାଇ ମଞ୍ଚେଶ୍ୱରପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି ।  

ପାଳଗଦାରୁ ମିଳିଲା ବୃଦ୍ଧଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଖଲ୍ଲିକୋଟ,୨ା୧(ଏସଏସନିଉଜ) ରମ୍ଭାଥାନା ଛୋଟାବଶାଗାଁର ଏକ ପାଳଗଦାରୁ ବୃଦ୍ଧଙ୍କ ଅର୍ଦ୍ଧଦଗ୍ଧମୃତଦେହ ଉଦ୍ଧାର ହୋଇଛି।ଖବରପାଇ ରମ୍ଭାଥାନା ପୋଲିସ ସାଇଣ୍ଟିଫିକ ଟିମ୍ ଧରି ଘଟଣାସ୍ଥଳରେ ପହଁଚି ଛାନ୍ଭିନ୍ ଆରମ୍ଭ କରିଛି। ମୃତକ କାଳୁଆବାଲି ଗାଁର ହୋଇଥିବାବେଳେ ଗତକାଲିଠୁ ସେ ନିଖୋଜଥିବା ପରିବାରଲୋକ କହିଛନ୍ତି ।