Browsing author

SATYA SANDHANA DESK

ଓଡ଼ିଶା ଆସିବେ ଜେପିନଡ୍ଡା

ଭୁବନେଶ୍ୱର,୨୩।୧୨(ଏସଏସ ନିଉଜ) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।ଆସନ୍ତା ୨୮ କିମ୍ବା ୨୯ ତାରିଖରେ ଆସିବା ନେଇ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଚୂଡ଼ାନ୍ତ ଗସ୍ତ ସୂଚୀ ପ୍ରକାଶ କରାଯିବ କହିଛନ୍ତି।

କୋଭିଡ ପାଇଁ ଆରମ୍ଭ ହୋଇଯାଇଛି ବୈଠକ

ଭୁବନେଶ୍ୱର,୨୩।୧୨(ଏସ ଏସ ନିଉଜ)କୋଭିଡ ପାଇଁ ଆରମ୍ଭ ହୋଇଯାଇଛି ଘନଘନ ବୈଠକ । ଆଜି ଅପରାହ୍ନ ୩ଟାରେ ହେବ ବୈଠକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ହେବ ସମୀକ୍ଷା । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବୋଲି ଜଣାପଡିଛି।

ଆଜିର ରାଶିଫଳ

ଡିସେମ୍ବର ମାସ ୨୩ ତାରିଖ ୨୦୨୨ ମସିହା(ଶୁକ୍ରବାର) ପୌଷମାସ-କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/୨୭, ତୁଳା ଓ କୁମ୍ଭ୍ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ଘାତବାର,ଅମାବାସ୍ୟାର ସମ୍ବାତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ଓ ପ୍ରତିପଦର ପାର୍ବଣ ଶ୍ରାଦ୍ଧ,ଆମିଷ ଦିବା ୦୩/୪୪ ଗତେ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ👉ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା […]

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ,୨୨ା୧୨(ଏସଏସନିଉଜ)ତମାଣ୍ଡୋ ମିନିଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ଖେଳରେ ମଙ୍ଗଳା କ୍ଲବବିଜୟୀ ହୋଇଛିା । ଦଳ ୭-୬ ଟାଇବ୍ରେକର ଗୋଲରେ ବିଜୟଲାଭ କରିବାସହ ଟୁର୍ଣ୍ଣାମେଟଂର ଫାଇନାଲରେ ପ୍ରବେଶ କରିଛି । ଆଜିଟୁର୍ଣ୍ଣାମେଟଂର ପ୍ରଥମ ସେମିଫାଇନାଲମ୍ୟାଚ କଟକର ମଙ୍ଗଳା କ୍ଲବ ଓ ଭୁବନେଶ୍ୱରର ଜଗା ୟୁନାଇଟେଡ ମଧ୍ୟରେ ଖେଳା ଯାଇଥିଲା ।ମଙ୍ଗଳା କ୍ଲବ ପ୍ରଥମାର୍ଦ୍ଧରେ ପ୍ରଧାନ୍ୟ ବିସ୍ତାରକରି ୧୧ମିନିଟରେ ବିଶ୍ୱରଞ୍ଜନ ବେହେରାଙ୍କ ଜରିଆରେ ଗୋଟିଏ ଓ ୧୩ ମିନିଟରେ ବାପୁନିବିନ୍ଧାଣୀଙ୍କ ଜରିଆରେ ଅନ୍ୟ […]

ପୁରୁଷ ହକି ବିଶ୍ବକପ୍ ପାଇଁ ସର୍ବଦଳୀୟବୈଠକ

ଭୁବନେଶ୍ୱର,୨୨୧୧୨(ଏସଏସନିଉଜ)୨୦୨୩ ପୁରୁଷ ବିଶ୍ବକପ୍ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା ପାଇଁ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ । ବିଶ୍ବକପ୍ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଶ୍ବକପ୍ […]

ଶିଶୁପ୍ରତିଭା ବିକଶିତହେଲେ ଓଡିଶାର କଳାସଂସ୍କୃତି ଆହୁରି ଆଗକୁବଢିବ

ଭୁବନେଶ୍ୱର,୨୧ା୧୨(ଏସଏସନିଉଜ) ଓଡିଶାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ନିଗ୍ଧା ଏକାଡେମୀର ବିଂଶତମ ବାର୍ଷିକ ଉତ୍ସବ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଉମାବଲ୍ଲବ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ କଳା ସଂସ୍କୃତି ପାଇଁ ଓଡିଶା ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଆମ ଓଡିଶୀ ନୃତ୍ୟ […]

ଆଜିର ରାଶିଫଳ

୨୨-୧୨-୨୦୨୨(ଗୁରୁବାର),ରାତ୍ରିଘ୭।୬ ଗତେ ପୂର୍ବେ ।ଯାତ୍ରାଦି ଶୁଭକର୍ମ ନାସ୍ତି । ତୁଳା ଓ କୁମ୍ଭ ରାଶିମାନଙ୍କର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିମାନଙ୍କର ଘାତବାର । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମତ୍ସ୍ୟ ମାସଂ ଭକ୍ଷଣ ନିଷେଧ । ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା । ମେଷ:-ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । […]

ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ, ୨୧ା୧୨(ଏସଏସନିଉଜ) ତମାଣ୍ଡୋ ମିନିଷ୍ଟଡିୟମରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ସେମିଫାଇନାଲରେ ଅନୁଗୁଳର ଏକେ କ୍ଲବ ପତାକା ଦଳ ପ୍ରବେଶ କରିଛି । ଦଳ ୪-୩ ଟାଇବ୍ରେକର ଗୋଲ ବ୍ୟବଧାନରେ ଫୁଲବାଣୀରରେବଣା ନୂଆଗାଁ କ୍ଲବକୁ ହରାଇ ଏହି ସଫଳତା ପାଇଛି । ଉଭୟେ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିବା ବେଳେ ଖେଳର ୬ମିନିଟରେ ଫୁଲବାଣୀ ଦଳର ମିଥୁନ ସାହୁ ଦଳୀୟ ପାସରୁ ଏକ ଗୋଲଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । […]

ଉଦ୍‌ଯାପିତ ହେଲା ବାର୍ଷିକକ୍ରିଡା

ବାରଙ୍ଗ,୨୧ା୧୨(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟର ଦୁଇଦିନିଆ ବାର୍ଷିକକ୍ରିଡାପ୍ରତିଯୋଗୀତା ବୁଧବାରଦିନ ଉଦଯାପିତ ହୋଇଯାଇଛି ।ଏହି ପ୍ରତିଯୋଗୀତାରେ ବିଦ୍ୟାଳୟର ୩ଶହ ଛାତ୍ରୀଛାତ ବିଭିର୍ଣ ପ୍ରତିଯୋଗୀତାରେ ଭାଗନେଇଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀବିଶ୍ୱାଳ କ୍ରିଡାପତାକା ଉତୋଳନକରି ଏହାକୁ ଉଦଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଭରତଚନ୍ଦ୍ରରାଉତରାୟ,ମହେନ୍ଦ୍ରକୁମାରପ୍ରଧାନ,ରମେଶବେହେରାଙ୍କ ସମେତ ବିଦ୍ୟାଳୟ ପରିଚାଳନାକମିଟିର କର୍ମକର୍ତାମାନେ ଉପସ୍ଥିତ ଥିଲେ ।ଉଦଯାପନୀ ଦିବସରେ ସିନିୟରବାଳକବିଭାଗରେ ଶୁଭାଶିଷ ମହାପାତ୍ର,ବାଳିକାବିଭାଗରେ ଅନିତାସିଂହ ଚମ୍‌ଡିୟାନ ହୋଇଥିଲେ ।ଆସନ୍ତା ଜାନୁୟାରୀରେ ବିଦ୍ୟାଳୟରେ ପୁରସ୍କାରବିତରଣୀ କରାଯିବ ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଚିଲେଇଲେ ତଣ୍ଟିକାଟିବୁ

ନୟାଗଡ଼,୨୧ା୧୨(ଏସଏସନିଉଜ) ନିଖୋଜଛାତ୍ର ଅମ୍ରିତ ବଖାଣିଛନ୍ତି ଲୋମ ଟାଙ୍କୁରା କାହାଣୀ। ରାସ୍ତା ଛାଡ଼ି ନଥିଲେ , ମୁଁ ପାଖକୁ ଯିବାରୁ ପାଟି ବନ୍ଦ କରିଦେଲେ। ଗାଡ଼ି ଭିତରେ ଥିବା ଜଣେ ଲୋକ ପାଟି ବନ୍ଦ କରି ନେଇଗଲେ। ପ୍ରଥମେ ଗୋଦାମ ଭାଇ ଗ୍ୟାରେଜକୁ ନେଇ ୨/୩ ଘଣ୍ଟା ରଖିଲା ପରେ କୁରାଳ ପଣ୍ଡିତସାହି ଆଣିଲେ। ଜଣେ ଜଗୁଥିଲେ । ବାଡ଼ାବାଡ଼ି କରୁ ନଥିଲେ ମଧ୍ୟ ଚିଲେଇଲେ ତଣ୍ଟିକାଟି ଦେବେ ବୋଲି କହୁଥିଲେ ।ଖାଇବାକୁବିସ୍କିଟ ଓ ପକୁଡି ଦେଉଥିଲେ। ମୁଖା […]