Browsing author

SATYA SANDHANA DESK

ପୁଲିସହାତରେ ୪ କୁଖ୍ୟାତ ଡକାୟତ

ତାଳଚେର, ୧୮/୧୨(ଏସଏସନିଉଜ) ୪ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ତାଳଚେର ପୁଲିସ । ଅଭିଯୁକ୍ତଙ୍କ ନିକଟରୁ ୫ଟି ବୋମା, ୨ ମାଉଜର ଓ ମାରଣାସ୍ତ୍ର ସହ ବାଇକ ଜବତ ହୋଇଛି । ଏମାନଙ୍କ ନାଁରେ ଭିନ୍ନ ଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

ବାହାରିଲେ ଶ୍ରଦ୍ଧାଞଳି

ଭୁବନେଶ୍ୱର, ୧୮/୧୨(ଏସଏସନିଉଜ) ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ମୁହାଁମୁହିଁ ୧୨ ଘଣ୍ଟାର ଜେରା ପରେ ଇଡି ଅଫିସ୍ରୁ ବାହାରିଥିଲେ ଶ୍ରଦ୍ଧାଞ୍ଜଳି । ଇଡି ଯାହା ପଚାରିଲେ ତଥ୍ୟ ଦେଲି ବୋଲି କହି ଚାଲିଯାଇଥିଲେ ଶ୍ରଦ୍ଧାଞ୍ଜଳି ।  

ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ, ୧୮/୧୨(ଏସଏସନିଉଜ) ବାରଙ୍ଗ ଥାନା ଏଏସ୍ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ନନ୍ଦନକାନନଥାନା ଅଧିନସ୍ଥ ପଦାସାହି ଘରୁ ଉଦ୍ଧାର ହୋଇଛି ।ଗତକାଲି ବିଳମ୍ଭିତରାତିରେ ଏହି ଘଟଣା ଘଟିଥିବାବେଳେ ଆତ୍ମହତ୍ୟାର ପକୃତ କାରଣ ଜଣାପଡିନାହିଁ ।ସେ ବାରଙ୍ଗଥାନାରୁ ଗତକାଲିରାତି ସାଢେ୧୦ରେ ଆସି ଘରେ ପହଁଚିଥିଲେ ।ଏହାପରେ ନିଜ ରୁମରେ କବାଟ ଦେଇ ଶୋଇଥିଲେ ।ବିଳମ୍ଭିତ ରାତିପର୍ଯ୍ୟନ୍ତ ଅଶୋକ ଖାଇବାକୁ ନଆସିବାରୁ ତାଙ୍କ ପତ୍ନୀ କବାଟ ବାଡେଇବା ପରେମଧ୍ୟ କବାଟ ଖୋଲିନଥିଲେ ।ପରେ ପରିବାରର ଅନ୍ୟସଦସ୍ୟମାନଙ୍କୁ ଡାକି […]

ରାସ୍ତାକଡ଼ରୁ କ୍ଷତାକ୍ତ ମୃତଦେହ ଉଦ୍ଧାର

ଆସିକା, ୧୮/୧୨(ଏସଏସନିଉଜ) ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ହିଞ୍ଜିଳି ଥାନା ପୋଲିସ ।ପିତଳ ହସ୍ପିଟାଲ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଶେରଗଡ଼ ବ୍ଲକ ପିତଳ ଗାଁର ବୋଲି ଜଣାପଡିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ଚାଷୀଙ୍କୁ ଦଳି ମାରିଲା ହାତୀ

ଦେବଗଡ଼, ୧୮/୧୨(ଏସଏସନିଉଜ) ଧାନ ଖଳାରେ ଚାଷୀଙ୍କୁ ଦଳି ମାରିଲା ହାତୀ ।ରିଆମାଳ ଫରେଷ୍ଟ ରେଞ୍ଜ ଚିରୁଗୁଣିକୁଦର ଗାଁରେ ହାତୀ ଆକ୍ରମଣରେ ଚାଷୀ ମୃତ। ଅମଳ ହୋଇଥିବା ଧାନକୁ ସୁରକ୍ଷା ଦେବା ନେଇ ଚାଷୀଜଣଙ୍କ ରାତିରେ ଧାନଖଳାରେ ଥିବାବେଳେ ହାତୀଆସିଥିଲା ।ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଥିବାବେଳେ ହାତୀଟି ତାଙ୍କୁ ଦଳିମାରିଦେଇଥିଲା  

ହତ୍ୟା ଅଭିଯୋଗରେ ମେଡିକାଲରେ ଉତ୍ତେଜନା

ବଲାଙ୍ଗିର, ୧୮/୧୨(ଏସଏସନିଉଜ) ହତ୍ୟା ଅଭିଯୋଗରେ ଭୀମଭୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି ।ଯୁବକଙ୍କ ଶରୀରରେ କଟାଦାଗ ଦେଖି ହତ୍ୟା ଅଭିଯୋଗ କରିଛନ୍ତି ପରିବାରଲୋକ ।କାଲି ଖଡ଼ଙ୍ଗ ନଦୀ ଗୁଦ୍ଗୁଦା ଜଳପ୍ରପାତରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିଲା ।ଯୁବକ ଜଣଙ୍କ ଫର୍ଣ୍ଣିଚର ଦୋକାନରେ କାମ କରୁଥିବାବେଳେ କାଲି ପିକନିକ୍ ଆସିଥିଲେ ।ଗାଧୋଇବାବେଳେ ବୁଡ଼ି ମୃତ୍ୟୁ ହୋଇଥିବା ଫର୍ଣ୍ଣିଚର ମାଲିକମାନେ କହିଥିଲେ ।

ଆଜିର ରାଶିଫଳ

୧୮-୧୨-୨୦୨୨(ରବିବାର)ଦିବା ଘ୩।୪ ଗତେ ତୁଳା ବିଛା ଧନୁ ମକର ମେଷ ବୃଷ କର୍କଟ ସିଂହ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତବାର ।ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।କଳମ ଶାଗ ଭକ୍ଷଣ ନିଷେଧ । ମେଷ:-ପାରିବାରିକ କାମରେ ବ୍ୟସ୍ତ ରହିବେ। ଛୋଟ ଛୋଟ କଥାରେ ରାଗନ୍ତୁ ନାହିଁ। କିଣାବିକା ପୂର୍ବରୁ ବଡ଼ଙ୍କ ସମ୍ମତି ଲାଭପ୍ରଦ ରହିବ। ଛାତ୍ରଙ୍କୁ ଭଲ ପରିଣାମ ମିଳିପାରେ। ବୃଷ:-ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ସାମାଜିକକାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା […]

ହାତୀ ଖାଇଗଲା ପାଚେଲାଧାନ

ବାଙ୍କୀ, ୧୭ା୧୨ (ଏସଏସନିଉଜ)ଆଉ ଦିନକେଇଟା ପରେ ବର୍ଷଜକର ପରିଶ୍ରମର ଫଳସ୍ୱରୁପ ପାଚେଲାଧାନ ଅମଳ କରିଥାନ୍ତେ ।ହେଲେ ହାତୀପଲ୍ଲଆସି ସବୁଉଜାଡିଦେଇଛନ୍ତି ।ଯାହାଫଳରେ ଚାଷୀମାନଙ୍କର ଆର୍ଥିକମେରୁଦଣ୍ଡ ଦୁର୍ବଳ ହୋଇଯାଇଛି ।ଏହିଭଳିଏକ ଚିତ୍ର ଚନ୍ଦକା- ଡମପଡା ଅଭୟାରଣ୍ୟର ଉତର ପାର୍ଶ୍ବରେ ଥିବା ବାଙ୍କି-ଡମପଡା ବ୍ଲକର ବାଁଆର ଓ ରାମଚଣ୍ଡିରେ ପୁଣି ଦେଖିବାକୁ ମିଳିଛି । । ଚାଷୀ ପାଚିଲାଧାନ କାଟିଆଣି ବାଡ଼ିରେ ଗଦାଇ କରିରଖିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଚାରିଟିକିଆ ହାତୀପଲ୍ଲ ଆସି ଧାନଗଦାରୁ ଧାନଖାଇ ଦଳି ନଷ୍ଟକରି ଫୋପାଡ଼ି […]

ପୁଣି ଚର୍ଚ୍ଚାକୁ ଆସିଲା ନନ୍ଦନକାନନ

ବାରଙ୍ଗ,୧୭/୧୨(ଡିଏନଏ)ପ୍ରାଣୀଉଦ୍ୟାନ ନନ୍ଦନକାନନ ଅଧିକ ରାଜସ୍ୱପାଇବା ଆଶାରେ ଘରୋଇ କରଣକୁ ଗୁରୁତ୍ୱ ଦେଉଥିବା ଏହାକୁ ନେଉଥିବା ଠିକାଦାରମାନଙ୍କ ପ୍ରତି କୋହଳମନୋଭାବ ପୋଷଣ କରୁଥିବାରୁ ବିବାଦ ମଧ୍ୟକୁ ଟାଣି ହେଉଛି ।ଶନିବାରଦିନ ପୁଣି ଏକ ବିବାଦ ମଧ୍ୟରେ ଫସିଛି ନନ୍ଦନକାନନ ।ଘରୋଇକରଣରେ ନେଇ ବ୍ୟବସାୟ କରୁଥିବା ସଂସ୍ଥାର ବେଟାରୀଗାଡି ଧକ୍କାରେ ଜଣେ ଠିକାଦାର ଆହତ ହୋଇ ଘରୋଇଡାକ୍ତରଖାନାରେ ଚିକିସ୍‌ିତ ହେଉଛନ୍ତି । ପ୍ରକାସ ଯେ,ନନ୍ଦନକାନନରେ ଠିକାଦାରୀକାମ କରୁଥିବା ରଘୁନାଥପୁର ଗାଁର ରତ୍ନାକରପରିଡା ନାମକ ୬୨ବର୍ଷିୟ ବ୍ୟକ୍ତି ରାଜସ୍ୱବିଭାଗ ରେଞରଙ୍କୁ ମିଳିଥିବା […]

ମଣ୍ଡଳସ୍ତରୀୟ ଖେଳକୁଦପ୍ରତିଯୋଗିତା ଉଦଯାପିତା

ବାରଙ୍ଗ,୧୭/୧୨(ଡିଏନଏ) କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଭୁବନେଶ୍ବର ମଣ୍ଡଳସ୍ତରୀୟ ଖେଳକୁଦ ସଂସଦ ପକ୍ଷରୁ ଆୟୋଜିତ ଖେଳକୁଦ ପ୍ରତିଯୋଗିତା-୨୦୨୨ ଶନିବାରଦିନ ଉଦଯାପିତ ହୋଇଯାଇଛି ।ଏହିଅବସରରେ ଆୟୋଜିତ ସଭାରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଉତ୍ତମ ଶିକ୍ଷା ସହ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସବୁ କ୍ଷେତ୍ରରେ ସଫଳତା ବାଟ ଦେଖାଏ ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ବବିତା ରାଉତ ମୁରବି ଭଗବାନ ଜେନା […]